ବଜେଟ ଭାଷଣରେ ସର୍ବାଧିକ ଥର ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ କରିଛନ୍ତି ଅର୍ଥମନ୍ତ୍ରୀ: ‘ରୋଜଗାର’ ଶବ୍ଦ କହିଛନ୍ତି ମାତ୍ର ୭ଥର

ନୂଆଦିଲ୍ଲୀ,୧।୨: ଲମ୍ବା ଅବଧିର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏଥର ରେକର୍ଡ କରିଛନ୍ତି। ଏଥର ସେ ୨ ଘଣ୍ଟା ୪୧ ମିନିଟର ଭାଷଣ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ ସର୍ବାଧିକ ୧୩୨ଥର କରିଥିବା କୁହାଯାଏ। ସେହିପରି ରାଷ୍ଟ୍ର ଶବ୍ଦର ଉଚ୍ଚାରଣ ୫୪ଥର ଓ ବିକାଶ ଶବ୍ଦର ଉଚ୍ଚାରଣ ୩୪ ଥର କରିଛନ୍ତି। ଅନ୍ୟ ଶବ୍ଦ ଗୁଡିକ ମଧ୍ୟରେ ସରକାର-୮୩, ଭାରତ-୭୨, ଅର୍ଥବ୍ୟବସ୍ଥା-୨୨, ଆୟକର-୨୦, ସ୍ବାସ୍ଥ୍ୟ-୨୦, ଶିକ୍ଷା-୧୯, ପ୍ରଧାନମନ୍ତ୍ରୀ-୧୫, କୃଷକ-୧୨, ରୋଜଗାର-୭, କର୍ମଚାର-୭, ଜନକଲ୍ୟାଣ- ୭ ଆଦି ଉଚ୍ଚାରଣ କରିଥିବା କୁହାଯାଏ। ଏହାକୁ ଦେଖିବା ପରେ ଏହି ବଜେଟ ସାଧାରଣ ଜନତାଙ୍କ ହିତ ପାଇଁ ଆଦୌ ନୁହେଁ ବୋଲି ବିରୋଧୀ ମତ ଦେଇଛନ୍ତି। କିନ୍ତୁ ଶାସକ କହୁଛି ଏହା ଭାରତୀୟ ଅର୍ଥନୀତିକୁ ଆଗକୁ ବଢାିବାରେ ବେଶ୍‌ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାରେ ଅନ୍ତିମ ସଂସ୍କାର ପାଇଁ ବାହାରିଲେ ପରିବାର ସଦସ୍ୟ: ଦୌଡ଼ି ଆସି ବିଧାୟକ ଦେଲେ କାନ୍ଧ

ଭୋପାଳ,୧୭।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ସ୍ଥାନୀୟ ରୟୋପୁରରେ ପାର୍ବତୀ ନଦୀରେ ବନ୍ୟା ଜଳ ଆସିଛି। ଫଳରେ ମାଧୋପୁରକୁ ସଂଯୋଗ...

ସେଲୁନ୍‌ ଖୋଲିବାର ପ୍ରଶ୍ନ ଉଠୁନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏହା ଜୁନ୍‌ ୩ରେ ଶେଷ ହେବ ବୋଲି ଘୋଷଣା କରାଯାଇଛି। ଏହା...

ଆଇଏନ୍‌ଏସ୍ ବିରାଟ ହୋଇପାରିବନି ମ୍ୟୁଜିୟମ!

ଅହମଦାବାଦ,୨୫ ।୧୦: ଭାରତୀୟ ନୌସେନାରୁ ସେବା ନିବୃତ୍ତ ହୋଇ ସାରିଥିବା ଆଇଏନ୍‌ଏସ୍ ବିରାଟକୁ ମ୍ୟୁଜିୟମ ବା ସଂଗ୍ରହାଳୟ କରିବାର ଆଶା ବେଳକୁ ବେଳ କ୍ଷୀଣ ହେବାରେ...

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଦେଖାଇ ଗିରଫ ହେଲେ ନ୍ୟୁଜ୍‌ ଆଙ୍କର

ନୂଆଦିଲ୍ଲୀ,୫।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବା ଅଭିଯୋଗରେ ନୋଏଡା ପୋଲିସ ମଙ୍ଗଳବାର ସକାଳେ ନ୍ୟୁଜ୍‌ ଆଙ୍କର ରୋହିତ ରଞ୍ଜନଙ୍କୁ...

୧୮ ମାସ ହେଲା ଟଏଲେଟ୍‌ ଯାଇନାହାନ୍ତି ଏହି ଯୁବକ, ପ୍ରତିଦିନ ଖାଉଛନ୍ତି ୧୮ରୁ ୨୦ ପଟ ରୁଟି

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜଣେ ଯୁବକଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖିବାକୁ ମିଳିଛି। ସେ ଗତ ୧୮ ମାସ ଧରି ଟଏଲେଟ୍‌ ବା ଶୌଚ ଯାଇନାହାନ୍ତି।...

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭୫ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୩୮୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୦ ଜଣଙ୍କ...

ମଣ୍ଡପରୁ ଖସି ପଳାଇଲା ବର, କନ୍ୟାଙ୍କ ହାତ ଧରିଲେ ଅତିଥି

ବାଙ୍ଗାଲୁରୁ,୭।୧- କର୍ନାଟକର ଚିକାମାଗାଲୁରୁ ଜିଲାରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଦେଖିବାକୁ ପାଇଛନ୍ତି ବଲିଉଡ୍‌ର ପୁରୁଣା ଫିଲ୍ମ ଭଳି ଦୃଶ୍ୟ। ମଣ୍ଡପରେ କନ୍ୟାକୁ...

ହୋଲି ମିଳନ ବନ୍ଦ

ପାଟନା,୧୬।୩: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ହୋଲି ମିଳନ ଉପରେ କଟକଣା ଜାରି କରାଯାଇଛି। ସାର୍ବଜନୀନ ସ୍ଥଳରେ ହୋଲି ମିଳନ...

Advertisement
Archives

Model This Week