ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ

ପାଲଲହଡା,୧୫।୭(ଡି.ଏନ.ଏ.)  ସ୍ଥାନୀୟ ବଜାଜ ଶୋ ରୁମ୍‌ଠାରେ ନୂଆ ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ ହୋଇଛି I କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବଜାର ପ୍ରବେଶ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଲ ଯୋଗଦେଇ ଗାଡ଼ିର ବଜାର ପ୍ରବେଶ କରାଇଥିଲେ। ଏଥିରେ ପ୍ରଥମ ଥର ପାଇଁ ୫ଟି ଗିଅର ଥିବାବେଳେ ଏହାର ମାଇଲେଜ ଲିଟର ପିଛା ୮୦ରୁ ୯୦ କିମି ରହିଛି ବୋଲି କମ୍ପାନୀର ଅଧିକୃତ ବିକ୍ରେତା ସନ୍ତୋଷ କୁମାର ଗଡନାୟକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବଜାଜ କମ୍ପାନୀର ସେଲ୍‌ସ ମ୍ୟାନେଜରଙ୍କ ସହ ଗ୍ରାହକମାନେ ଉପସ୍ଥିତ ଥିଲେ I


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri