Posted inଫୁରସତ

ଫିସ୍‌ ପେଡିକ୍ୟୁୟୋର ପରେ କାଟିବାକୁ ପଡିଲା ଆଙ୍ଗୁଳି

ବେଳେ ବେଳେ ହାତ ଗୋଡ଼ ସୁନ୍ଦର ଦେଖିଯିବା ପାଇଁ ଅଧିକାଂଶ ମହିଳା ପେଡିକୁୟୋର ଓ ମେନିକ୍ୟୁୟୋରର ସାହାରା ନେଇଥାଆନ୍ତି। ଏବେକା ଫ୍ୟାଶନ୍‌ ପାଲଟିଛି ଫିସ୍‌ ପେଡିକ୍ୟୁୟୋର। ହେଲେ ଏହା ଯେ ପ୍ରାଣଘାତି ଏକଥା ଅନେକଙ୍କୁ ଜଣା ନ ଥିବ। କାରଣ ଅଷ୍ଟ୍ରେଲିୟାର ଜଣେ ମହିଳା ଥାଇଲାଣ୍ଡ ବୁଲି ଆସିଥିବା ବେଳେ ସେଠାରେ ସେ ଫିସ୍‌ ପେଡିକ୍ୟୁୟୋର କରାଇଥିଲେ। ପରେ ତାଙ୍କ ହାଡରେ ସଂକ୍ରମଣ ହେବାରୁ ତାଙ୍କୁ ଶେଷରେ ଗୋଡର ଆଙ୍ଗୁଳି ଗୁଡିକୁ କାଟିବାକୁ ପଡିଥିଲା। ସୂଚନା ଅନୁଯାୟୀ ମହିଳା ଜଣକ ଥାଇଲାଣ୍ଡ ଭ୍ରମଣରେ ଆସିଥିବା ବେଳେ ସେଠାରେ ଫିସ୍‌ ପେଡିକ୍ୟୁୟୋର କରାଇଥିଲେ। ଯାହା ସେ ସମୟରେ ତାଙ୍କୁ ଆରାମ ଲାଗିଥିଲା। ହେଲେ ପରେ ତାଙ୍କ ଗୋଡ଼ରେ ସଂକ୍ରମଣ ହେବାରୁ ଜଣାପଡିଥିଲା କି ସେ ଯେଉଁ ପାଣିରେ ଫିସ୍‌ ପେଡିକ୍ୟୁୟୋର କରାଇଥିଲେ ତାହା ଦୂଷିତ ପାଣି ଥିଲା। ଏହାସହ ସେ ପୂର୍ବରୁ ହାଡ଼ ଇନଫେକ୍ସନ ସମସ୍ୟାରେ ପୀଡିତ ଥିବାରୁ ଏହା ଅଧିକ ପରିମାଣରେ କ୍ଷତି କରିଥିଲା। ଶେଷରେ ୨ ବର୍ଷର ଚିକିତ୍ସା ପରେ ତାଙ୍କୁ ଦୁଇ ଗୋଡ଼ର ଆଙ୍ଗୁଳି ଗୁଡିକୁ କାଟିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri