ପ୍ୟାକେଜ ନେଇ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ, ୬।୪: କରୋନା ଯୋଗୁ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି। ଏଥି ଲାଗି ଏକ ଅର୍ଥନୈତିକ ପ୍ୟାକେଜ ଅର୍ଥ ବ୍ୟବସ୍ଥା ଲାଗି ଆସିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଲକ୍‌ଡାଉନ ଶେଷ ହେବା ପରେ ଉପୁଜିଥିବା ବିଭିନ୍ନ ସ୍ଥିତିକୁ ମଧ୍ୟ ସରକାର ବିଚାର କରିବେ। ପ୍ୟାକେଜକୁ ନେଇ ସରକାର ବର୍ତ୍ତମାନ ଆଲୋଚନା କରିଛନ୍ତି। ମାତ୍ର ଚୂଡାନ୍ତ ନିଷ୍ପତ୍ତି ଏବେ ଯାଏ ଆସିନାହିଁ। ଚାହିଦା ବୃଦ୍ଧି ସହ ଅନ୍ୟ ପଦକ୍ଷେପ ଉପରେ ବିଚାର କରାଯାଉଥିବା ଅଧିକାରୀ ଜଣକ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ପେମେଣ୍ଟ ବୃଦ୍ଧି ଲାଗି ପଦକ୍ଷେପ

ନୂଆଦିଲ୍ଲୀ,୬-୭: କ୍ୟାଶଲେସ ନେଣଦେଣକୁ ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥି ଅନ୍ତର୍ଗତ ଯେଉଁ କମ୍ପାନୀଗୁଡିକର ବାର୍ଷିକ କାରବାର ୫୦ କୋଟି...

୧୦ ଲକ୍ଷ କୋଟିର ଋଣ ପୁନର୍ଗଠନ ହୋଇପାରେ

ନୂଆଦିଲ୍ଲୀ,୭।୯ : ବ୍ୟାଙ୍କଗୁଡିକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣକୁ ପୁନର୍ଗଠନ କରିପାରନ୍ତି। କୋଭିଡ୍‌ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୫ରୁ ୬...

ନୋକିଆ ୮୨୧୦ ୪ଜି ଉନ୍ମୋଚିତ

ନୂଆଦିଲ୍ଲୀ ,୭।୮: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତରେ ନୂଆ ନୋକିଆ ୮୨୧୦ ୪ଜିକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ସ୍ମରଣୀୟ ଡିଜାଇନ୍‌, ଦୀର୍ଘସ୍ଥାୟିତ୍ୱ ଓ ଲମ୍ବା...

ରୋଶନୀ ନାଦାର ଦେଶର ସବୁଠୁ ଧନୀ ମହିଳା

ମୁମ୍ବାଇ,୪।୧୨- ରୋଶନୀ ନାଦାର ମାଲହୋତ୍ରା ଦେଶର ସବୁଠୁ ଧନୀ ମହିଳା ସ୍ଥାନ ହାସଲ କରିଛନ୍ତି। ସେ ବର୍ତ୍ତମାନ ଏଚ୍‌ସିଏଲ୍‌ ଟେେକ୍ନୋଲୋଜିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।...

ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାର କିଣିଲା ମିଡିଆଟେକ୍‌

ନୂଆଦିଲ୍ଲୀ: ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାରକୁ ତାଇଓ୍ବାନ ଭିତ୍ତିକ କମ୍ପାନୀ ମିଡିଆଟେକ୍‌ କ୍ରୟ କରିଛି। ମିଡିଆଟେକ୍‌ର ସହଯୋଗୀ କମ୍ପାନୀ ରିଚ୍‌ଟେକ୍‌ ଦ୍ୱାରା ଏହି କାରବାର...

‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୬ : ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ।...

ଭିଆଇଟିରୁ ୭୪୦୩ ନିଯୁକ୍ତି ଅଫର

ନୂଆଦିଲ୍ଲୀ,୩୧।୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) କ୍ୟାମ୍ପସରୁ ୭୪୦୩ ଜଣ ଛାତ୍ରୀଛାତ୍ରଙ୍କୁ ୩୮୨ କମ୍ପାନୀ ନିଯୁକ୍ତି ଅଫର ଦେଇଛନ୍ତି। କରୋନା...

ପିଏମ୍‌ ସ୍ବନିଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯୋଗଦାନ ଉନ୍ନତ

ନୂଆଦିଲ୍ଲୀ,୧୩।୯:ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ସୁଦ୍ଧା ଉକ୍ତ ବର୍ଗରେ ପ୍ରାୟ ୯୦%ରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର...

Advertisement
Archives

Model This Week