Posted inଖେଳ

ପ୍ରେସିଡେଣ୍ଟ କପ୍‌ ସେମିରେ ବିଧୁରି

ନୂଆଦିଲ୍ଲୀ, ୨୫।୭ (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ବକ୍ସର ଗୌରବ ବିଧୁରି (୫୬ କିଗ୍ରା) ଫିଲିପାଇନ୍ସଠାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ରେ ହମ୍‌ବର୍ଗରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ବକ୍ସର ଭାବେ ପଦକ ଜିତିଥିବା ଗୌରବ କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଫଗାନିସ୍ତାନର ଓ୍ବାରିସ କରିମିଙ୍କୁ ପରାସ୍ତ କରି ଅନ୍ତିମ-୪’ରେ ପହଞ୍ଚତ୍ଛନ୍ତି। ଏଥିସହ ସେ ଦେଶ ପାଇଁ ମଧ୍ୟ ପଦକ ନିଶ୍ଚିତ କରିଛନ୍ତି। ସେମିଫାଇନାଲରେ ଗୌରବ ଘରୋଇ ବକ୍ସର ଜୁନ୍‌ମିଲାର୍ଡୋ ଓଗାୟରେଙ୍କୁ ଭେଟିବେ। ଦିଲ୍ଲୀର ଏହି ତାରକା ବକ୍ସର ସେପ୍ଟେମ୍ବରେ ରୁଷିଆରେ ହେବାକୁ ଥିବା ଆଗାମୀ ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ସିରିଜରେ ଶୁବମାନ ଗିଲ ନୁହେଁ ବରଂ ସିଏସକେର ଏହି ଷ୍ଟାର ଓପନରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଦଳ ଆସନ୍ତା ମାସ ଜୁଲାଇରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ, ଯେଉଁଠାରେ ଦଳ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ।...

ମୁହଁ ଖୋଲିଲେ ରାହାନେ, କୋହଲିଙ୍କୁ ନେଇ ଏମିତି କହିଲେ

ଚେନ୍ନାଇ,୪।୨: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟରେ ଅଧିନାୟକ ଭାବରେ ଅଜିଙ୍କେ ରାହାଣେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଟେଷ୍ଟ ସିରିଜରେ...

ବିଦାୟ ନେଲା ଦକ୍ଷିଣ ଆଫ୍ରିକା

ରାଉରକେଲା ଅଫିସ,୨୦।୧: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌ ‘ଏ’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।...

କର୍ନାଟକକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ହିରୋ ଜାତୀୟ ବିଚ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଦଳ ସୋମବାର ପ୍ରତିଯୋଗିତାର ଚତୁର୍ଥ ମ୍ୟାଚରେ ଦଳ ୭-୩...

ଦିଲ୍ଲୀ କ୍ୟାପିଟାଲ୍ସର ଶୋଚନୀୟ ପରାଜୟ

ମୁମ୍ବାଇ,୨୨।୪: ଜୋଶ୍‌ ବଟଲରଙ୍କ ଶତକ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ...

କୋଭିଡ୍‌- ୧୯: ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ

ଡକାର (ସେନେଗାଲ),୧।୪ (ଏପି): କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍‌ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍‌ ଡିଓଫ୍‌ ମୃତ୍ୟୁବରଣ କରିଛନ୍ତି। ପେପ୍‌ ୬୮ ବର୍ଷ ବୟସରେ...

କରୋନାଭାଇରସ୍‌ ଆତଙ୍କ ଭାରତୀୟ ବକ୍ସର ଇଟାଲୀରେ ଟ୍ରେନିଂ ଜାରି ରଖିବେ

ନୂଆଦିଲ୍ଲୀ,୨୬।୨(ପି.ଟି.)- କରୋନାଭାଇରସ ଆତଙ୍କ ସତ୍ତ୍ୱେ ଇଟାଲୀର ଅସିସିରେ ଭାରତୀୟ ବକ୍ସର ସେମାନଙ୍କ ପ୍ରଶିକ୍ଷଣ ଜାରି ରଖିବେ। ଆସନ୍ତାମାସରେ ଅଲିମ୍ପିକ୍ସ କ୍ୱାଲିଫାୟର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।...

୫୦୦ତମ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଅଭିନନ୍ଦନ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ,୨୦।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମାଧ୍ୟମରେ ସେ ତାଙ୍କ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ...

Advertisement
Archives

Model This Week