Posted inଜାତୀୟ

ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିଲେ ମହିଳା,ସ୍ବାମୀଙ୍କୁ ୫୦ ଫୁଟ୍‌ ଉଚ୍ଚରୁ ଠେଲିଦେଲେ

ନୂଆଦିଲ୍ଲୀ,୨୧।୧୦:ପ୍ରେମିକଙ୍କ ସହ ରହିବା ପାଇଁ ନିଜ ସ୍ବାମୀଙ୍କୁ ହତ୍ୟା କରିଦେଇଛନ୍ତି ଜଣେ ମହିଳା। ପ୍ରେମିକଙ୍କ ସହ ମିଶି ନିର୍ମାଣାଧୀନ ୫୦ ଫୁଟ ଉଚ୍ଚ କୋଠା ଉପରୁ ସେ ସ୍ବାମୀଙ୍କୁ ଠେଲିଦେଇଛନ୍ତି। ନୂଆଦିଲ୍ଲୀର ପଟେଲ ନଗରରେ ଘଟିଛି ଏଭଳି ଘଟଣା। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀ ଅନିତା(୩୦) ଏବଂ ତାଙ୍କ ପ୍ରେମିକ ଅର୍ଜୁନ ମଣ୍ଡଳ(୩୨)ଙ୍କୁ ଗିରଫ କରିଛି। ପୋଲିସ ପଟେଲ ନଗରର ଏକ ୫୦ ଫୁଟ ଉଚ୍ଚ କୋଠା ତଳୁ ଦୟାରାମ(୪୨)ଙ୍କୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନିତା ପ୍ରେମିକ ଅର୍ଜୁନଙ୍କ ସହ ମିଶି ତାଙ୍କ କୋଠା ଉପରୁ ଦୟାରାମଙ୍କୁ ଠେଲି ଦେଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମିଳିଲାନି ଅକ୍ସିଜେନ, ସାନିଟାଇଜର ପିଇ ଜୀବନ ହାରିଲେ ଝିଅ

ବେଙ୍ଗାଲୁରୁ,୬।୫: ଦେଶରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଛି। ଫଳରେ ପୂରା ଦେଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏହା ମଧ୍ୟରେ ମହାରାଷ୍ଟ୍ରର ନାସିକରୁ ଏକ...

ଆଦାନୀ ପ୍ରସଙ୍ଗ: ସରକାରଙ୍କୁ ପ୍ରତିଦିନ ୩ ପ୍ରଶ୍ନ ପଚାରିବ କଂଗ୍ରେସ

ନୂଆଦିଲ୍ଲୀ,୫।୨ :ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ର ଜାଲିଆତିକୁ ପଦାରେ ପକାଇବା ପରେ ଏହି ଗ୍ରୁପ୍‌ କମ୍ପାନୀର ଶେୟାର ମୂଲ୍ୟ ହ୍ରାସ ପାଇଚାଲିଛି।...

ଥରିଲା ପଶ୍ଚିମବଙ୍ଗ

କୋଲକାତା, ୨୬।୮: ପଶ୍ଚିମବଙ୍ଗରେ ବୁଧବାର ସକାଳ ୭ଟା ୫୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂବିଜ୍ଞାନ ଗବେଷଣା...

ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ, ଦିଆଯିବ ୨୧ ତୋପସଲାମୀ

ନୂଆଦିଲ୍ଲୀ,୨୪ା୭: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ। ତାଙ୍କୁ ୨୧ ତୋପସଲାମୀ ଦିଆଯାଇ ଅଭିବାଦନ...

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ...

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ନେଇ ଗାନ୍ଧୀ ପରିବାରକୁ ଟାର୍ଗେଟ କଲା ଭାଜପା, କହିଲା ଚାଇନରୁ ବି ହୋଇଛି ଫଣ୍ଡିଂ

ନୂଆଦିଲ୍ଲୀ,୨୩ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରବିବାର ୨୩ ଅକ୍ଟୋବରରେ ରାଜୀବ ଗାନ୍ଧୀ ଫାଉଣ୍ଡେଶନର ଏଫସିଆରଏ ଲାଇସେନ୍ସ ରଦ୍ଦ କରି ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି...

ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ...

ବିବାଦରେ ଜୋମାଟୋ ବିଜ୍ଞାପନ

ନୂଆଦିଲ୍ଲୀ,୨୨।୮: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ବିଜ୍ଞାପନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ଦ୍ୱାରା କରାଯାଇଥିବା ଜୋମାଟୋ ଆଡ୍‌କୁ...

Advertisement
Archives

Model This Week