Posted inଜାତୀୟ

ପ୍ରେମିକଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଖାଇବାକୁ ଦେଉଥିଲେ ପ୍ରେମିକା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୩୦।୬: ଅନ୍ଧବିଶ୍ବାସକୁ ଯଦି ଆସ୍ଥା ମିଳିଯାଏ, ତେବେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସେ। ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ। ଏଠାରେ ଲିଭ୍‌-ଇନ୍‌-ରିଲେଶନ୍‌ଶିପ୍‌ରେ ରହୁଥିବା ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ବଶୀଭୂତ କରି ରଖିବା ପାଇଁ ତାଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଦେଉଥିବାର ଅଭିଯୋଗ ହୋଇଛି। ନିଜ ପ୍ରେମିକଙ୍କ ବଶୀଭୂତ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଥିଲେ ଯୁବତୀ। ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଯୁବକ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଏହି ଘଟଣାରେ ଯୁବକଙ୍କୁ ଗିରଫ କରିଛି। ଉଭୟଙ୍କ ଘର ବିହାରରେ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟୀକା ଧାର୍ଯ୍ୟ ସମୟ ମଧ୍ୟରେ ଦିଆଯିବା ଅପରିହାର୍ଯ୍ୟ: ମୋଦି

ନୂଆଦିଲ୍ଲୀ, ୩୦।୬: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଏବଂ ଦିଆଯିବା ଯୋଜନାର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିରୋଧୀ ଏକତା ଲକ୍ଷ୍ୟ

ପାଟନା,୧୧ା୮: ମହାମେଣ୍ଟ ସମର୍ଥନରେ ପୁନର୍ବାର କ୍ଷମତାସୀନ ହୋଇଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ରୂପେ...

ଡ୍ୟାନ୍ସରଙ୍କ ଉପରେ ଖସି ପଡ଼ିଲା ଡ୍ରୋନ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ଜବଲପୁରରେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଇଭେଣ୍ଟରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଡ୍ୟାନ୍ସରଙ୍କ ଉପରେ ଡ୍ରୋନ...

ଯୋଗୀ ୨.୦: ଉତ୍ତର ପ୍ରଦେଶରେ ହୋଇପାରନ୍ତି ୨ରୁ ଅଧିକ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୩: ଉତ୍ତର ପ୍ରଦେଶରେ ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବିପୁଳ ବିଜୟ ମିଳିବା ପରେ ଏବେ ସେଠାରେ ଯୋଗୀ ଆଦିତ୍ୟନାଥ ସରକାର...

ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଆସାମ ବନ୍ୟାପୀଡ଼ିତଙ୍କୁ ୫୧ଲକ୍ଷ ଟଙ୍କା ସହାୟତା

ଗୁଆହାଟୀ,୨୯।୬: ଆସାମର ଗୁଆହାଟୀର ଟ୍ରାଡିସନ୍‌ ବ୍ଲୁ ହୋଟେଲରେ ଗତ ସପ୍ତାହରୁ ଡେରା ପକାଇଥିବା ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକମାନେ ରାଜ୍ୟର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ...

କ୍ୟାପଟେନ୍‌ଙ୍କ ହାତ ଛାଡ଼ିଲେ ପିକେ…

ଚଣ୍ଡିଗଡ଼,୫।୮: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦବୀରୁ ପ୍ରଶାନ୍ତ କିଶୋର(ପିକେ) ଇସ୍ତଫା ଦେଇଛନ୍ତି। ନିଜ...

ଉତ୍ତେଜନା ମଧ୍ୟରେ ମସ୍କୋ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ଲଦାଖ ଏଲ୍‌ଏସିରେ ଚାଇନା ସହ ଦେଖାଦେଖଇଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ଯାତ୍ରା କରିବେ। କିନ୍ତୁ ଏହି ଗସ୍ତ ସମୟରେ ରାଜନାଥ...

୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭାଜପା ଭରସା

ନୂଆଦିଲ୍ଲୀ,୨୨ା୫(ପି.ଟି.): ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭାଜପା ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିବାବେଳେ ୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭରସା କରିଛି ଗୈରିକ ଦଳ। ୨୦୧୪ ସାଧାରଣ...

Advertisement
Archives

Model This Week