ପ୍ରିୟଙ୍କାଙ୍କ ସହିତ ଫଟୋ ଶେୟାର କରି ନିକ୍‌ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଂଶସକମାନେ ବେଶ୍‌ ପସନ୍ଦ କରିଥାନ୍ତି। ବିବାହପରଠାରୁ ଖାଲି ପ୍ରିୟଙ୍କାଙ୍କୁ ନୁହେଁ, ତାଙ୍କ ସ୍ବାମୀ ନିକ୍‌ ଜୋନାସଙ୍କୁ ମଧ୍ୟ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଯେତେବେଳେ ବି ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି ତାହା ତୀବ୍ର ବେଗରେ ଭାଇରାଲ ହେଉଛି। ଏବେ ନିକ୍‌ ପ୍ରିୟଙ୍କାଙ୍କର ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି।

ନିକ୍‌ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫୋଷ୍ଟ କରି ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଜୋନାସ୍‌ ବ୍ରଦର୍ସ ଆଲବମ୍‌ ‘ସକର’କୁ ବର୍ଷେ ପୂରିଲା। ଫଟୋରେ ନିକ୍‌ ପ୍ରିୟଙ୍କାଙ୍କ ହାତ ଧରି ଆସୁଥିବା ଦେଖିବାକୁ ମିଳିଛି। ନିକ୍‌ କ୍ୟାପଶନ୍‌ ବି ଲେଖିଛନ୍ତି, ମୁଁ ସବୁଠୁ ଭାଗ୍ୟଶାଳୀ। ଆମ ନିକଟରେ ବହୁତ ଭଲ ପ୍ରଶଂସକ ଅଛନ୍ତି। ଆଜି ଆମେ ସମସ୍ତେ ଗୋଟିଏ ପରିବାର ପରି। ଆପଣଙ୍କୁ ଶୁଭେଚ୍ଛା। ମୁଁ ସମସ୍ତଙ୍କୁ ବହୁତ ଭଲ ପାଉଛି। ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ପାଇଁ ଅଙ୍କିତାଙ୍କ ଆଖିରୁ ଝରୁଛି ଲୁହ, ଦୁଃଖରେ ଭାଙ୍ଗିପଡିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ୧୫ ଦିନ ବିତିଛି। ଏବେ ବି ସାଥୀ କଳାକାର ତାଙ୍କୁ ଭୁଲିପାରୁନାହାନ୍ତି। ତାଙ୍କ ଏକ୍ସଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ...

ନୋରାଙ୍କ ନୂଆ କାର୍‌

ମୁମ୍ବାଇ: ୨୦୨୦ ମସିହା ସମଗ୍ର ବିଶ୍ୱବାସୀଙ୍କୁ ନାନା ଦୁଃଖ ଓ ଯନ୍ତ୍ରଣା ଦେଇଛି ବୋଲି ଆଲୋଚନା ହେଉଛି । ହେଲେ ଏହି ୨୦୨୦ ଯିବା ବେଳକୁ...

ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ

କନ୍ନଡ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ହୃତରୋଗରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା...

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ...

ରାମାୟଣରେ ଅପ୍‌ସରା ଚରିତ୍ରରେ ଅଭିନୟ କରିଥିଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ

ମୁମ୍ବାଇ: ଟେଲି ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠିଙ୍କୁ କିଏ ବା ନ ଜାଣେ। ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ। ‘ବନୁ ମେଁ ତେରୀ...

ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ହେଲେ ଅଜୟ ସିଂ

ମୁମ୍ବାଇ,୨୩ ।୧୧: ବେଶ୍ କିଛି ଦିନର ପ୍ରତିଯୋଗୀତା ପରେ ଶେଷରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ଘୋଷଣା କରାଯାଇଛି । ଶୋ’ରେ ଟାଇଗର ପପ୍ ନାମରେ...

ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି...

ଜେନେଲିଆଙ୍କ ସ୍ବାମୀ କହିବାରୁ ରାଗିଯାଇଥିଲେ ରିତେଶ ଦେଶମୁଖ

ଟେଲିଭଜନର ଚର୍ଚ୍ଚିତ କମେଡି ଶୋ’ ‘ଦ କପିଲ୍‌ ଶର୍ମା ଶୋ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିମାନେ ମଧ୍ୟ ନିଜ ଜୀବନର...

Advertisement
Archives

Model This Week