Posted inଜାତୀୟ

ପ୍ରାଇମେରୀ ସ୍କୁଲରେ ଯୋଗୀ ବାଣ୍ଟିବେ ଖଦି ପୋଷାକ

ଲକ୍ଷ୍ନୌ, ୨୦।୬: ଖଦିର ବିକାଶ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରାଇମେରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଖଦି ପୋଷାକ ବଣ୍ଟନ କରାଯିବା ଲାଗି ସରକାର ଚିନ୍ତା କରୁଛନ୍ତି। ପରୀକ୍ଷାମୂଳକ ଭାବେ ଲକ୍ଷ୍ନୌ ସମେତ ରାଜ୍ୟର ୪ଟି ଜିଲାରେ ଏହା କରାଯିବ। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ଏହା ଲାଗୁ କରାଯିବ। ମୁଖ୍ୟ ସଚିବ ରେଣୁକା କୁମାର ଏନେଇ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ରେ ଏନ୍‌କାଉଣ୍ଟର: ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୨୬।୨: ଛତିଶଗଡ଼ କାଙ୍କେରର କୋୟଲିବେଡା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିମୟ ହୋଇଥିଲା। ଏଥିରେ କେହି...

ମନ୍ଦିରରେ ନମାଜ ପାଠ: ୪ ଜଣଙ୍କ ବିରୋଧରେ ମାମଲା ଦାଏର

ମଥୁରା,୨।୧୧: ଦିଲ୍ଲୀରୁ ସଦ୍‌ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍‌ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଥିବା ଖବର ପ୍ରଚାରିତ...

ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ...

ଜୈନ ତୀର୍ଥକ୍ଷେତ୍ରକୁ ବ୍ୟବସାୟିକ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୬।୧(ପି.ଟି.): ଦେଶରେ ଥିବା ଜୈନ ଧର୍ମର ତୀର୍ଥକ୍ଷେତ୍ରଗୁଡ଼ିକୁ ବ୍ୟବସାୟୀକରଣ କରିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଗୁରୁବାର କଂଗ୍ରେସ ଅଭିଯୋଗ କରିଛି। ଗୈରିକ ଦଳର ଏଭଳି...

ମେଓ୍ବାତ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂଙ୍କୁ ହତ୍ୟା

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହ ଜିଲାର ମେ ଓ୍ବାତରେ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କୁ ହତ୍ୟା କରାଯାଇଛି। ଖଣି ମାଫିଆମାନେ ତାଙ୍କ ଉପରେ ଡମ୍ପର ଚଢ଼ାଇ...

ପୁଣି ସଙ୍କଟ ଘନେଇଲା…

ନୂଆଦିଲ୍ଲୀ, ୧୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ମହିଳା ପିନ୍ଧିଥିବା ପୋଷାକକୁ ଦୋଷ ଦେଲେ କୋର୍ଟ, ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର…

ଥିରୁଭାନନ୍ତପୁରମ୍‌, ୧୭।୮ : ଏକ ଯୌନ ଉତ୍ପୀଡ଼ନ ମାମଲାରେ କେରଳର କୋଜିକୋଡେ କୋର୍ଟ ୭୪ ବର୍ଷିୟ ଲେଖକ ତଥା ସମାଜସେବୀ ସିଭିକ ଚନ୍ଦ୍ରନଙ୍କୁ ଜାମିନ ପ୍ରଦାନ...

କୋହିମା ଯୁଦ୍ଧ ସ୍ମାରକୀର ପ୍ରତିଟି କାର୍ଯ୍ୟରେ ଭାରତ ଲୋଡିଥାଏ ବ୍ରିଟେନ୍‌ ସରକାରଙ୍କ ଅନୁମତି

କୋହିମା,୧୮।୭: ଭାରତ ସ୍ବାଧୀନତା ପାଇବାକୁ ଢ଼େର ବର୍ଷ ବିତିଯାଇଛି। ତେବେ ଭାରତରେ ଏପରି ସ୍ଥାନ ରହିଛି ଯାହାର ପ୍ରତିଟି କାର୍ଯ୍ୟରେ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡାଯାଇଥାଏ।...

Advertisement
Archives

Model This Week