Posted inଖେଳ

ପ୍ରଦୀପ ସିଂଙ୍କୁ ସ୍ବର୍ଣ୍ଣ

ଆପିଆ(ସାମୋଆ),୧୩।୭- ପ୍ରଦୀପ ସିଂ ନୂଆ ରାଜ୍ୟଗୋଷ୍ଠୀ ରେକର୍ଡ ସୃଷ୍ଟି କରିଛନ୍ତି। ୧୦୯ କେଜି ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦୀପ କ୍ଲିନ୍‌ ଓ ଜର୍କ ଇଭେଣ୍ଟରେ ରେକର୍ଡ ଭାଙ୍ଗିଛନ୍ତି। ଏହି ଇଭେଣ୍ଟରେ ସେ ୨୦୨ କେଜି ଭାର ଉଠାଇଛନ୍ତି। ପୂର୍ବରୁ ସ୍ନାଚ୍‌ ଇଭେଣ୍ଟରେ ୧୪୮ କେଜି ଭାରୋତ୍ତୋଳନ କରିଥିଲେ। ମୋଟରେ ସେ ୩୫୦ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକଧାରୀ ବିକାଶ ଠାକୁର ୯୬ କେଜି ବର୍ଗରେ ରୌପ୍ୟପଦକ ଜିତିଛନ୍ତି। ଭାରତୀୟ ଭାରୋତ୍ତୋଳକମାନେ ଚଳିତ ଥର ଯୁବ, ଜୁନିୟର ଓ ସିନିୟର କାଟାଗୋରିରେ ମୋଟ ୩୫ ପଦକ ସହ ଅଭିଯାନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)- ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌...

ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…

ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍‌...

‘କୋହଲି ଦିନେ ନା ଦିନେ ସନ୍ନ୍ୟାସ ନେବେ, ତାଙ୍କ ଉପରେ ନିର୍ଭର କରିବା ଉଚିତ ନୁହେଁ ’

ନୂଆଦିଲ୍ଲୀ,୨୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟର ପ୍ରଥମ ପାଳିରେ ଇଂନିସ ଅଗ୍ରଣୀ ହାସଲ କରିବା ପରେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍‌...

ରାଜ୍ୟ ଟେନିସ୍‌ ବଲ୍‌ ଦଳରେ ଭଦ୍ରକରୁ ୫

ଭଦ୍ରକ ଅଫିସ, ୯।୩: ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍‌ ବଲ୍‌ ପ୍ରତିଯୋଗିତା ନିମନ୍ତେ ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲାରୁ ୫ଜଣ ଖେଳାଳି ସାମିଲ...

ଅନ୍ତର୍ଜାତୀୟ ଟି-୨୦ ଇତିହାସରେ ପ୍ରଥମଥର ଘଟିଲା ଏମିତି

ୟୁଏଇ,୧୮।୮: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୧୭ ଅଗଷ୍ଟରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ...

ଗୋଟିଏ ଓଭରରେ ଦୁଇ ଉଇକେଟ ହରାଇଲା ଭାରତ

କେପ୍‌ ଟାଉନ,୨୩।୧: ସମ୍ମାନ ବଞ୍ଚାଇବା ପାଇଁ ୨୮୮ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆକୁ ଶିଖର ଧାଓ୍ବନ ଓ ବିରାଟ କୋହଲି ଭଲ ଆରମ୍ଭ...

ଟସ୍‌ ଜିତି ବ୍ୟାଟିଂ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ନିଷ୍ପତ୍ତି

ଦୁବାଇ, ୨୦।୧୦: ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି...

ଡ୍ରେସିଂ ରୁମ୍‌ରୁ ଓହ୍ଲାଇ ଆସି ଦୀପକଙ୍କୁ ମେସେଜ ଦେଇଥିଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୧୭।୭: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ ସିରିଜ୍‌ ବିଜୟ ସହ ଭାରତୀୟ ଦଳର କୋଚ୍‌ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ...

Advertisement
Archives

Model This Week