Posted inUncategorized

ପ୍ରଥମ ଦରମା ଟଙ୍କା ଖର୍ଚ୍ଚକୁ ନେଇ ଚିନ୍ତିତ କି…

ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କୁ ଚାକିରୀ ଟିଏ ନିତ୍ୟାନ୍ତ ଆବଶ୍ୟକ। ତେବେ ଚାକିର ପ୍ରଥମ ଦରମା ଯେତିକି ଖୁସି ଦେଇଥାଏ, ତାହାକୁ ଖର୍ଚ୍ଚ କରିବା ପାଇଁ ମଧ୍ୟ ସେତିକି ଚିନ୍ତାରେ ପକାଇ ଥାଏ। ପ୍ରଥମ ଦରମାକୁ କିପରି ଖର୍ଚ୍ଚ କରିବେ ସେ ନେଇ ଅନେକ ଚିନ୍ତାରେ ପଡିଯାନ୍ତି। ମାତ୍ର ଏହାକୁ ଭୁଲ ଉପାୟରେ ଖର୍ଚ୍ଚ କରିବା ଫଳରେ ଟଙ୍କା କିପରି ଖର୍ଚ୍ଚ ହୋଇଯାଏ ଜଣାପଡ଼ି ନ ଥାଏ। ଏହି ଭଳି ଅଭ୍ୟାସରୁ ବଞ୍ଚିବାପଇଁ ଯୋଜନା ପ୍ରସ୍ତୁତ କରି ଟଙ୍କା ଖର୍ଚ୍ଚ କରନ୍ତୁ। ତେବେ ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ…

ବଜେଟ୍‌
ପ୍ରଥମେ ଆପଣଙ୍କୁ ବ୍ୟୟ ଓ ଆୟର କଳନା କରିବାକୁ ପଡିବ। ଯଦି ଖର୍ଚ୍ଚ ଅଧିକ ହୋଇଥାଏ ତେବେ ଜାଣିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ କଷ୍ଟ ଅର୍ଜିତ ଟଙ୍କାକୁ କେଉଁଥିରେ ଖର୍ଚ୍ଚ କରିଛନ୍ତି ।

ସଞ୍ଚୟ

ଖର୍ଚ୍ଚର ହିସାବ ରଖିବା ପରେ କିଛି ଟଙ୍କା ସଞ୍ଚୟ ରଖିବା ଜରୁରୀ । ସଞ୍ଚୟ ଟଙ୍କାର ମାତ୍ରା ଯେତେ ଛୋଟ ହେଉଥାଉ ନା କାହିଁକି। ଏହା ଆପଣଙ୍କୁ ଖର୍ଚ୍ଚକୁ କମ୍‌ କରିଥାଏ। ଏହା ସହ ଆବଶ୍ୟକ ବେଳେ ଆପଣଙ୍କୁ କାହାର ସାହାଯ୍ୟ ନେବାକୁ ପଡିବନି।

ନିବେଶ
ଟଙ୍କାକୁ କେବଳ ସଞ୍ଚୟ କରି ନୁହେଁ ବରଂ ଏହାକୁ ଅନ୍ୟ ସ୍ଥାନରେ ନିବବେଶ କରିବା ମଧ୍ୟ ସିଖନ୍ତୁ। ଆପଣ ମ୍ୟୁଚୁଆଲ ଫଣ୍ଡ ଫିକ୍ସ ଡିପୋଜିଟ ଆଦିରେ ନିବେଶ କରିପାରିବେ।

କ୍ରେଡିଟ କାଡ ପ୍ରୟୋଗ ବନ୍ଦ କରନ୍ତୁ

ଅଧିକାଂଶ ଯୁବପିଢ଼ୀଙ୍କ ଏହା ଅଭ୍ୟାସ ହୋଇଗଲାଣି ବ୍ୟାଙ୍କରୁ କ୍ରେଡିଟ କାଡ ନେଇ ଆବଶ୍ୟକରୁ ଅଧିକ ଟଙ୍କା ଖର୍ଚ୍ଚ କରିବା। ଏହାକୁ ବନ୍ଦ କରିବା ଆବଶ୍ୟକ। ନଚେତ କରଜରେ ବୁଢ଼ିବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ପଡିଆକୁ ଆସିବା ପୂର୍ବରୁ ମଦ ପିଉଥିଲେ ଏହି ୪ ଖେଳାଳି

କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା...

ମହିଳା ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର,୯।୨(ବ୍ୟୁରୋ): କାର୍ଯ୍ୟ ସମ୍ପାଦନ କରୁଥିବା ଦୁଇ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ...

କାଗଜକଲମର ଦୁରବସ୍ଥା

ଡ.ସତ୍ୟନାରାୟଣ ମିଶ୍ର   ସଭ୍ୟତାର ବିବର୍ତ୍ତନ ପ୍ରଗତି ଓ ଅଭିନବ ଉତ୍କର୍ଷକୁ ପ୍ରତୀୟମାନ କରିବାକୁ ହେଲେ କାଗଜ ଓ କଲମର ସମନ୍ବୟ ତଥା ଅଭିବୃଦ୍ଧିକୁ ବିଚାର...

ଜମିରେ ଧାନ କାଟୁଛନ୍ତି ଡାବୁଗାଁ ବିଧାୟକ

ନବରଙ୍ଗପୁର,୧୪୧୧(ବି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜର ନିଅାରା କାଯର୍ୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଏବେ ନବରଙ୍ଗପୁର ବ୍ଲକ ଅଧୀନ ପୂଜାରୀଗୁଡାସ୍ଥିତ ନିଜ ଚାଷଜମିରେ...

କଟକରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୬।୮-କଟକ ସହରରୁ ଗୁରୁବାର ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୧୦ ଜଣ...

ସୁଧୁରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ...

ସାହସୀ ସୌମ୍ୟଙ୍କୁ ଭୁଲିଗଲା ପ୍ରଶାସନ

ବରୀ,୨୫।୯(ଡି.ଏନ.ଏ.):୨୦୧୧ ଅକ୍ଟୋବର ୪ ତାରିଖ। ସେଦିନ ଥିଲା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଏଥିପାଇଁ ସମଗ୍ର ବରୀ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ବ୍ଲକ...

ବଗିଚାରେ ଟଳିପଡ଼ିଲେ ନନ୍ଦନକାନନ କର୍ମଚାରୀ

ବାରଙ୍ଗ,୭।୧୦:(ଡି.ଏନ୍‌.ଏ.): ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ନନ୍ଦନକାନନ ଥାନା ରଘୁନାଥପୁରର...

Advertisement
Archives

Model This Week