Posted inଜାତୀୟ

ପ୍ରଥମ ଥର ପାଇଁ ମୁମ୍ବାଇ ଆସି ଫଶିଗଲେ ବିଦେଶିନୀ

ମୁମ୍ବାଇ,୨୮।୬: ମାୟାନଗରୀ ମୁମ୍ବାଇରେ ଶୁକ୍ରବାର ମୌସୁମୀ ବର୍ଷା ହୋଇଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଗୋଟିଏ ଦିନର ବର୍ଷାରେ ଲୋକେ ବେହାଲ ହୋଇପଡ଼ିଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ବହୁ ସ୍ଥାନରେ ପାଣି ଭର୍ତ୍ତି ଯୋଗୁ ଲୋକମାନେ ଫଶି ରହୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ପ୍ରସିଦ୍ଧ ସବଓ୍ବେରେ ଜଣେ ମହିଳା ଫଶିଯାଇଥିବା ନଜର ଆସିଛନ୍ତି। ସବଓ୍ବେ ନିକଟରୁ ମହିଳା ଜଣକ ଯାଉଥିବା ସମୟରେ ସେଠାରେ ବହୁତ ପାଣି ଭର୍ତ୍ତି ହୋଇଯାଇଥିବାରୁ ସେ ହାଠତ୍‌ ତଳେ ପଡ଼ିଯାଇଥିଲେ। ତାଙ୍କୁ ପାଣିରେ ଫଶିଯାଇଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତେବେ ମହିଳା ଜଣକ ବିଦେଶିନୀ ହୋଇଥିବା ବେଳେ ସେ ପ୍ରଥମ ଥର ପାଇଁ ମାଲେଶିଆରୁ ମୁମ୍ବାଇ ଆସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିବ ବାୟୁ ସେନାର ଶକ୍ତି

ନୂଆଦିଲ୍ଲୀ,୧ ।୬: ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଭାରତ ଡାୟନେମିକସ ଲିମିଟେଡ (ବିଡିଏଲ) ସହ ଏୟାର-ଟୁ-ଏୟାର ଷ୍ଟ୍ରାଇକ୍ କ୍ଷେପଣାସ୍ତ୍ର ଏବଂ ଆନୁଷଙ୍ଗିକ ଉପକରଣ କ୍ରୟ ପାଇଁ ୨,୯୭୧...

ଝିଅର ମୃତଦେହକୁ ୩୫ କି.ମି ବୋହିନେଲେ ବାପା

ଭୋପାଳ, ୯ା୫ : ବାପା ଝିଅର ମୃତଦେହକୁ କାନ୍ଧେଇ ୩୫ କିମି ଚାଲି ଚାଲି ପହଞ୍ଚିଛି ଶବ ବ୍ୟବଚ୍ଛେଦ ଗୃହରେ। ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲାରୁ ଆସିଛି...

ଭାରତ ବଳାତ୍କାରୀଙ୍କ କ୍ୟାପିଟାଲ: ରାହୁଲ

ଓ୍ବାୟନାଡ,୭।୧୨: କେରଳର କଂଗ୍ରେସ ଏମ୍‌ପି ନିଜ ନିର୍ବାଚନ ମଣ୍ଡଳୀ ଓ୍ବାୟନାଡ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦେଶରେ ଏବେ...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ୯ ମାସ ମଧ୍ୟରେ ରାୟ ଦିଅ; ସ୍ବତନ୍ତ୍ର ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦ା୭(ପି.ଟି.) : ବହୁଚର୍ଚ୍ଚିତ ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଆଗାମୀ ୯ ମାସ ମଧ୍ୟରେ ରାୟ ପ୍ରଦାନ କରିବାକୁ...

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଖୁବ୍‌ଶୀଘ୍ର ଫାଷ୍ଟ ଟ୍ରାକ୍‌ରେ ହେବ ଶୁଣାଣି

ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ଶୁଣାଣି ଖୁବ୍‌ଶୀଘ୍ର କରାଯିବ। ମହବୁବନଗର ଜିଲାରେ ଫାଷ୍ଟ...

ବଢ଼ିବ ରେଳ ଟିକେଟ୍‌

ନୂଆଦିଲ୍ଲୀ,୯ା୧: ରେଲଓ୍ବେ ବୋର୍ଡ ଷ୍ଟେଶନ ଡେଭେଲପମେଣ୍ଟ ଫି (ଏସ୍‌ଡିଏଫ୍‌)କୁ ଅନୁମୋଦନ କରିଛି। ଏହା ଅନୁଯାୟୀ, ରେଳ ଷ୍ଟେଶନ ପୁନଃ ନିର୍ମାଣ ଯୋଜନାରେ ବିକଶିତ ହୋଇଥିବା କିମ୍ବା...

ରାଜନୀତିରୁ ଅବସର ଗୁଜବକୁ ପ୍ରତ୍ୟାଖାନ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ, ୩୧।୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜନୀତିରୁ ଅବସର ନେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ମନ୍ତ୍ରୀ ନିଜେ...

ମୋଦିଙ୍କୁ ଟାର୍ଗେଟ କଲେ ମମତା, କହିଲେ ମତଦାନ ଦିନ ରୋଡ ଶୋ’ କରିବାକୁ ନାହିଁ ଅନୁମତି

ଅହମ୍ମଦାବାଦ,୫।୧୨: ସୋମବାର ଗୁଜୁରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ...

Advertisement
Archives

Model This Week