ପ୍ରଥମଥର ଭୋଟ ଦେବେ ଏହି ଷ୍ଟାର କିଡ୍‌ସ

୧୭ତମ ଲୋକ ସଭା ନିର୍ବାଚନ ପାଇଁ ସମଗ୍ର ଦେଶ ଚଳଚଞ୍ଚଳ ହୋଇଉଠିଛି। ପ୍ରତିବର୍ଷ ନୂଆ ନୂଆ ଭୋଟର ଏଥିରେ ଯୋଡ଼ି ହେଉଛନ୍ତି। ପ୍ରଥମଥର ପାଇଁ ଯେଉଁମାନେ ଭୋଟ ଦେବେ ସେମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ ଷ୍ଟାର୍‌ କିଡ୍‌ସ। ମୁମ୍ବାଇରେ ଚଳିତମାସ ୨୯ ତାରିଖରେ ଭୋଟଗ୍ରହଣ ହେବ। ପ୍ରଥମଥର ପାଇଁ କେଉଁ ଷ୍ଟାର କିଡ୍‌ସ ଭୋଟ ଦେବେ ଆସନ୍ତୁ ଜାଣିବା।ସୁହାନା ଖାନ୍‌ : ଶାହାରୁଖ୍‌ଙ୍କ ଝିଅ ସୁହାନାଙ୍କୁ ୧୮ ବର୍ଷ ହୋଇସାରିଛି। ତେଣୁ ସେ ପ୍ରଥମ ଥର ଭୋଟ ଦେବେ।

 

ଖୁସି କପୁର : ବୋନି କପୁରଙ୍କ ଝିଅ ତଥା ଜାହ୍ନବୀଙ୍କ ଭଉଣୀ ଖୁସି ପ୍ରଥମଥର ଭୋଟ ଦେବେ।
ନବ୍ୟା ନନ୍ଦା : ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତାଙ୍କ ଝିଅ ନବ୍ୟା ପ୍ରଥମ ଥର ଭୋଟ ଦେବେ। ତାଙ୍କୁ ୨୨ ବର୍ଷ ହୋଇସାରିଲାଣି। ସେ ଦିଲ୍ଲୀରେ ରହୁଛନ୍ତି। ସେଠାରେ ସେ ଭୋଟ ଦେବେ।
ଜାହ୍ନବୀ କପୁର : ୨୨ ବର୍ଷୀୟା ଜାହ୍ନବୀ ଆଜିପର୍ଯ୍ୟନ୍ତ ଭୋଟ ଦେଇନାହାନ୍ତି। ଚଳିତବର୍ଷ ସେ ନୂଆ କରି ଭୋଟ ଦେବେ। ପ୍ରଥମ ମତଦାତା ଭାବେ ଭୋଟର ଲିଷ୍ଟରେ ତାଙ୍କ ନାମ ପ୍ରକାଶ ପାଇଛି।
ଇନା ଖାନ୍‌ : ସୁପରଷ୍ଟାର ଅମୀର ଖାନ୍‌ଙ୍କ ଝିଅ ଇରାଙ୍କୁ ବି ୨୨ ବର୍ଷ। ଆଜି ପର୍ଯ୍ୟନ୍ତ ସେ ଭୋଟ ଦେଇନାହାନ୍ତି। ସେ ପ୍ରଥମ ଥର ଭୋଟ ଦେବେ। ସେହିପରି ସଞ୍ଜୟ କପୁରଙ୍କ ଝିଅ, ଶାହାରୁଖ୍‌ଙ୍କ ପୁଅ, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଚଳିତବର୍ଷ ପ୍ରଥମଥର ପାଇଁ ଭୋଟ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri