Posted inଖେଳ

ପ୍ରଜନେଶଙ୍କ ବିଜୟ ଅଭିଯାନ

ନର୍ଥ କାରୋଲିନା,୧୯।୮(ପିଟି): ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓ୍ବିନଷ୍ଟନ ସାଲେମ ଓପନ ଏଟିପ ଟୁର୍ନାମେଣ୍ଟରେ ବିଜୟ ସହ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ କେଡ୍ରିକ ମାର୍ସେଲ ଷ୍ଟିବଙ୍କୁ ହରାଇଛନ୍ତି। ବିଶ୍ୱର ୮୯ତମ ର଼୍ୟାଙ୍କ ଖେଳାଳି ପ୍ରଜନେଶ ୬-୩, ୬-୪ ସେଟ୍‌ରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ। ବିଜୟ ପାଇଁ ଏକଘଣ୍ଟା ୧୩ ମିନିଟ୍‌ ଲାଗିଥିଲା। ସେ ପରବର୍ତ୍ତୀ ମ୍ୟାଚ୍‌ରେ ଫ୍ରାନ୍ସର ବେନୋଇଟ ପାଇରେଙ୍କୁ ଭେଟିବେ। ଚଳିତ ବର୍ଷ ପ୍ରଜନେଶ ଇଣ୍ଡିଆନ ଓ୍ବେଲ୍ସଠାରେ ଫ୍ରାନ୍ସର ପାଇରେଙ୍କୁ ହରାଇଥିଲେ, ଯାହାକି ତାଙ୍କ କ୍ୟାରିୟରର ବୃହତ୍‌ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବର୍ଷରେ ସର୍ବାଧିକ ଶତକ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ...

ଇତିହାସ ରଚିଲା ବାଂଲାଦେଶ

ସେଞ୍ଚୁରିଆନ,୨୩।୩: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଦଳ। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ଏଥର ସିରିଜ୍‌...

ଚେନ୍ନାଇରେ ଧୋନୀ: ଆଇପିଏଲ୍‌ ପାଇଁ ସିଏସ୍‌କେ ଟ୍ରେନିଂ କ୍ୟାମ୍ପ ୯ରୁ

ଚେନ୍ନାଇ, ୫ା୩ (ପି.ଟି.)-ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ ପାଇଁ ଚେନ୍ନାଇନ ସୁପର କିଙ୍ଗ୍ସ (ସିଏସ୍‌କେ)ର ଟ୍ରେନିଂ କ୍ୟାମ୍ପ ମାର୍ଚ୍ଚ ୯ରୁ ଆରମ୍ଭ ସମ୍ଭାବନା...

ଆଇସିସି ବିଶ୍ୱକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା; ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଇସିସିି ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ରବିବାର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ମୁକାବିଲା ହେବ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ...

ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା...

ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ : ଝେଙ୍ଗ୍‌- ସାବାଲେଙ୍କା ଫାଇନାଲ

କାର୍ଲିଫର୍ନିଆ,୪।୮: ଏଠାରେ ଚାଲିଥିବା ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟରେ ଚାଇନାର ଝେଙ୍ଗ୍‌ ସାଇସାଇ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୫୫ ନମ୍ବର ଅଣସିଡ ଖେଳାଳି...

ଆହତ ହୋଇଛନ୍ତି କି କୋହଲି? ରୋହିତ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରଶ୍ନରେ…

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି ଭାରତ। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହା ଏକାଧିକ ଘଟଣାକ୍ରମକୁ ନେଇ...

ଭାରତ ସମ୍ମୁଖରେ ଇଂଲଣ୍ଡ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫ା୧(ସ୍ପୋଟର୍‌ସ ବ୍ୟୁରୋ): ରବିବାର ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡ ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌। ସ୍ପେନ୍‌ ବିପକ୍ଷରେ ଚମତ୍କାର ବିଜୟ...

Advertisement
Archives

Model This Week