Posted inଜାତୀୟ

ପୂର୍ବତନ ଭାଜପା ଅଧ୍ୟକ୍ଷ କମଲ ଶର୍ମାଙ୍କ ପରଲୋକ

ଚଣ୍ଡିଗଡ,୨୭।୧୦: ପଞ୍ଜାବ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଅଧ୍ୟକ୍ଷ କମଲ ଶର୍ମାଙ୍କର ରବିବାର ସକାଳେ ପରଲୋକ ହୋଇଛି। ସକାଳେ ତାଙ୍କୁ ହୃଦଘାତ ହେବା ପରେ ଫିରୋଜପୁର ଜିଲାରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀପାବଳି ଥିବାରୁ ସେ ରବିବାର ସକାଳେ ଫେସ୍‌ବୁକ୍‌ ମାଧ୍ୟମରେ ତାଙ୍କ ଫ୍ରେଣ୍ଡମାନଙ୍କୁ ଶୁଭେଚ୍ଛା ଜଣାଉଥିଲେ। ଏହି ସମୟରେ ହୃଦଘାତ ହେବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଫିରୋଜପୁରରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିହାର ଜେଲ୍‌ ଗଲେ ସେନଗର: ୭ ଅଗଷ୍ଟରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୫।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ହାଜର...

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ...

ସ୍ତ୍ରୀଙ୍କୁ ପିଟୁଥିଲେ ଡିଜି: ନ୍ୟାୟ ମାଗିଲେ ପୁଅ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଡିଜି ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟୁଥିବା ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏହି ଭିଡିଓଟି ସ୍ପେଶାଲ ଡିଜି ପରୁଷୋତ୍ତମ ଶର୍ମାଙ୍କ...

ସବୁ ଜିଲାରେ ହେବ କୋଭିଡ-୧୯ ଟେଷ୍ଟିଂ ଲ୍ୟାବ: ଯୋଗୀ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ସମସ୍ତ ଜିଲାରେ ହେବ କୋଭିଡ-୧୯ ଟେଷ୍ଟିଂ ଲ୍ୟାବ। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଘୋଷଣା କରିଛନ୍ତି।...

ନିର୍ବାଚନ ପ୍ରଚାର କରିବାକୁ ବାରଣ ପରେ ହନୁମାନଙ୍କ ଶରଣ ନେଲେ ଯୋଗୀ

ଲକ୍ଷ୍ନୌ,୧୬।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ବାରଣ କରିବା ପରେ ସେ...

କେନ୍ଦ୍ର କ୍ୟାବିନେଟର ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୧୫।୧୨: ସେମିକଣ୍ଡକ୍ଟର ଏବଂ ଡିସ୍‌ପ୍ଲେ ବୋର୍ଡର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପିଏଲ୍‌ଆଇ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ସମ୍ପର୍କରେ ସୂଚନା...

ମଝି ରାସ୍ତାରେ ଟ୍ୟାଙ୍କରରେ ଲାଗିଲା ନିଆଁ

ମୁମ୍ବାଇ,୨୭।୫: ମହାରାଷ୍ଟ୍ର ଗୁୁରୁଗାଓଁରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସୋମବାର ନିଆଁଲାଗିଯାଇଛି। ସ୍ଥାନୀୟ ଏକ ବ୍ରିଜ୍‌ ଉପରେ ଯାଉଥିବାବେଳେ ମଝି ରାସ୍ତାରେ ହଠାତ୍‌ ଟ୍ୟାଙ୍କର ଜଳି...

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୭୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ୧୯...

Advertisement
Archives

Model This Week