ପୁଷ୍ଟି ବଗିଚା ସମ୍ପର୍କିତ କର୍ମଶାଳା

ଜି.ଉଦୟଗିରି,୮ା୯(ଡି.ଏନ.ଏ.): ଜି.ଉଦୟଗିରିର ସମନ୍ବିତଠାରେ ଓଡ଼ିଶା ଜୀବନ ଜୀବିକା ମିଶନ କନ୍ଧମାଳ ପକ୍ଷରୁ ପୁଷ୍ଟି ବଗିଚା ସମ୍ପର୍କିତ ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲା ଜୀବିକା ମିଶନର ପ୍ରକଳ୍ପ ମ୍ୟାନେଜର ସନ୍ତୋଷ କୁମାର ରଥ, ସମନ୍ବିତର ପ୍ରକଳ୍ପ ନିର୍ଦ୍ଦେଶକ ନିରଞ୍ଜନ ନନ୍ଦ, ଓଏଲଏମର ଉପଦେଷ୍ଟା ଅଭିରାମ ନନ୍ଦ ଅତିଥି ଭାବେ ଯୋଗଦେଇ ବଗିଚାରେ କିପରି ପୁଷ୍ଟିକର ପନିପରିବା ଚାଷ ହୋଇପାରିବ ଓ ଜୈବିକ ଖତର ବ୍ୟବହାର ଉପରେ କହିଥିଲେ। ମୁଖ୍ୟ ପ୍ରଶିକ୍ଷକ ଦେବେନ୍ଦ୍ର ପଣ୍ଡା, ଲିଙ୍ଗରାଜ ହୋତା, ପ୍ରଶିକ୍ଷଣ ସଂଯୋଜକ ପୀତବାସ ମହାନ୍ତି ଜିଲାର ଗ୍ରାମବାସୀଙ୍କ ପାଇଁ ପୁଷ୍ଟିକର ପନିପରିବା ଯୋଗାଇବା ଲାଗି ପୁଷ୍ଟି ବଗିଚା (ନିଉଟି ଗାଡେନ)ର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏଥିରେ ଚକାପାଦ ଓ ଦାରିଙ୍ଗିବାଡ଼ି ବ୍ଲକର ୧୧ ପଞ୍ଚାୟତରୁ ୩୦ ଜଣ କୃଷିମିତ୍ର ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍‌ଘାଟନର ୮ଦିନରେ ଭାଙ୍ଗିପଡ଼ିଲା ଡ୍ରେନ

ଚୌଦ୍ୱାର/ମଙ୍ଗୁଳି-ଜଗତ୍‌ପୁର (ଡି.ଏନ୍‌.ଏ.)୧୭।୩: ଚୌଦ୍ୱାର ପୌରପାଳିକା ଅଧୀନ ୧୯ନମ୍ବର ୱାର୍ଡ ହାଉସିଂ ବୋର୍ଡ କଲୋନୀରେ ଗତ ୮ଦିନ ତଳେ ଉଦ୍‌ଘାଟିତ ହୋଇଥିବା ଏକ ଡ୍ରେନ୍‌ ଏବଂ ଏଥିରେ...

ବରୁଣେଇ ପୁରୁଣା ଡିଆରଡିଏ କୋଠା ଜବରଦଖଲ ମୁକ୍ତ ଦାବିରେ ଧାରଣା

ଖୋର୍ଦ୍ଧା ଅଫିସ,୧୫।୩: ରାଜ୍ୟ ସରକାର ୧୯୯୮ ମସିହାରେ ପ୍ରାୟ ୫୦ ଲକ୍ଷ ବ୍ୟୟ ଅଟକଳରେ ବରୁଣେଇ ପାହାଡ଼ ପାଦଦେଶରେ ୧.୮୩୨ ଏକର ଜାଗା ଉପରେ ଏକ...

ତହସିଲଦାରଙ୍କ ନାଁରେ ମାମଲା, ଲିଜ୍‌ଧାରୀ ଗିରଫ

ବାରିପଦା ଅଫିସ,୩।୫ ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଘଟଣା ଭିନ୍ନମୋଡ଼ ନେଇଛି। ଜାତୀୟ...

‘ଟିଏମ୍‌ସି, ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖ’

ପୁରୀ ଅଫିସ,୨୩।୪: ପୁରୀ ଜିଲାରେ କୋଭିଡ୍‌ ସ୍ଥିତି ପରିଚାଳନା ଓ ମୁକାବିଲା ସମ୍ବନ୍ଧିତ ବୈଠକ ଗୁରୁବାର ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ...

ନାବାଳିକାକୁ ବଳାତ୍କାର ପରେ ହତ୍ୟା ଘଟଣା: ଜେଲ ଗଲେ ଅଭିଯୁକ୍ତ ଯୁବକ

ବ୍ରହ୍ମପୁର ଅଫିସ ,୨୬।୬: ଗଞ୍ଜାମ ଜିଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣକରି ବଳତ୍କାର ଓ ପରେ ହତ୍ୟା ଘଟଣାରେ ପୋଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ...

ଲୁହାପଥର ଗୁଣ୍ଡରେ ହେଉଛି ରାସ୍ତା ମରାମତି : ସରକାର ହରାଉଛନ୍ତି ରାଜସ୍ବ

ଯୋଡ଼ା,୧୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ରାସ୍ତାରେ ଥିବା ଖାଲଢିପକୁ ପୋତିବା ପାଇଁ ଖଣିଜ ପଦାର୍ଥ ବ୍ୟବହାର କରାଯାଉଛି। ଯୋଡ଼ା ଖଣିମଣ୍ଡଳର ଜୁରୁଡ଼ି-ବାମେବାରୀ ରାଜ୍ୟ ରାଜପଥ ନଂ...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ସରିଲା ପ୍ରସ୍ତାବ ଗ୍ରହଣ ଅବଧି

ପୁରୀ ଅଫିସ,୧୬ା୧: ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡ଼ର। ଏହାର ଚିଠା ଡିଜାଇନ ଗତ ମାସ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ନକ୍ସାରେ...

ବିଶ୍ୱବିଦ୍ୟାଳୟ ଘୋଷଣା ବର୍ଷରେ ଅର୍ଥନୀତି: ଏମ୍‌.ଫିଲ୍‌ ପାଠ୍ୟକ୍ରମ ବନ୍ଦ

ବଲାଙ୍ଗୀର ଅଫିସ, ୪ା୮-ଏହାକୁ ବିଡମ୍ବନା କୁହାଯିବ କି ଆଉ କ’ଣ। ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବାର ମାସ କେଇଟା ପରେ ଏହି କଲେଜରୁ...

Advertisement
Archives

Model This Week