Posted inପୁରୀ

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ ଅଫିସ,୪ା୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ଗୁରୁବାର ପୁରୀରେ ପହଞ୍ଚତ୍ଛି ରଥ ଦଉଡ଼ି। ଓଡ଼ିଶା ସମବାୟ କତା ନିଗମରୁ ୨୦ଟି ଦଉଡ଼ି ଏକ ଗାଡ଼ିିରେ ଆସିଛି। ଏହାକୁ ଶ୍ରୀମନ୍ଦିର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ଦାୟିତ୍ୱରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ତତ୍ତ୍ବାବଧାରକ କହିଛନ୍ତି, ଏଥିରେ ୧୪ଟି ରଥଟଣା ଦଉଡ଼ି ଏବଂ ୬ଟି କର୍ଡନ (ଘେର) ଦଉଡ଼ି ରହିଛି। ଗୋଟିଏ ଟଣା ଦଉଡ଼ିର ଲମ୍ବ ପ୍ରାୟ ୨୨୦ ଫୁଟ ଓ ମୋଟେଇ ୮ ଇଞ୍ଚ ହୋଇଥିବାବେଳେ ଘେର ଦଉଡ଼ି ୪୫୦ ଫୁଟ ଲମ୍ବ ଏବଂ ମୋଟେଇ ୪ଇଞ୍ଚ (୩ଟିର) ଓ ୩ ଇଞ୍ଚ ରହିଛି। ୬ଲକ୍ଷ ୭୦ ହଜାର ୮୪୮ ଟଙ୍କାରେ ଏହି ରଥ ଦଉଡ଼ି ଅଣାଯାଇଥିବା ତତ୍ତ୍ବାବଧାରକ ମେକାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରୁବିଗ୍ରହଙ୍କୁ ଲାଗି ହେଲା ତୁଳସୀ

ପୁରୀ ଅଫିସ, ୧୮ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଠାକୁରଙ୍କ...

ତେଇଶିପୁର, ସୁଆବରାଇରେ ଖୋଲିବ ମୁଗ ଓ ବିରି ମଣ୍ଡି

ପିପିଲି, ୨୪ା୪(ସ୍ବ.ପ୍ର/ଡି.ଏନ.ଏ): ବର୍ତ୍ତମାନ ମୁଗ, ବିରି ଆଦି ରବି ଫସଲ ବିକ୍ରି ପାଇଁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ିିବନି। ସେମାନେ ଅମଳ କରିଥିବା ଫସଲକୁ ସରକାର...

ନିମାପଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବି ତେଜୁଛି

ଗୋପ,୧୬।୧୨(ଡି.ଏନ୍‌.ଏ.): ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୭୬ ମସିହାରେ ନବ ଦାଶ କମିଶନ ବସାଇ ଜିଲା ସଂଖ୍ୟା ବୃଦ୍ଧି ସହ ସବ୍‌ଡିଭିଜନ ସଂଖ୍ୟା ବୃଦ୍ଧି କରିବାକୁ...

କାକଟପୁର ଅଞ୍ଚଳ ହେଲା ବିଶୋଧନ

କାକଟପୁର,୧୮।୫(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଆରଏସ୍‌ଏସ୍‌ ଓ ଏବିଭିପି ମିଳିତ ଆନୁକୂଲ୍ୟରେ କାକଟପୁର ନଗର ଶାଖା ତରଫରୁ ସୋମବାର କାକଟପୁର ଅଞ୍ଚଳକୁ ବିଶୋଧନ କରାଯାଇଛି।...

ଆଜିଠୁ ଆଡ଼ପ ଦର୍ଶନ ସାଙ୍ଗକୁ ମିଳିବ ଅବଢ଼ା

ପୁରୀ ଅଫିସ,୩।୭: ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରଦ୍ଧାଳୁ ଆଜିଠାରୁ ଜନ୍ମବେଦୀ ଆଡ଼ପ ମଣ୍ଡପରେ ଦର୍ଶନ କରିବେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ,...

ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ ଯାଏ ସାଧାରଣ ଦର୍ଶନ ମନା

ପୁରୀ ଅଫିସ,୨୧।୩: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ । ଏ ନେଇ ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ...

ନଳକୂପରୁ ବାହାରୁଛି ଲୁଣିପାଣି

କଣାସ, ୨୪ା୪ (ସ୍ବ.ପ୍ର.): ପୁରୀ ଜିଲାର ଚିଲିକା ଉପକୂଳରେ ଅବସ୍ଥିିତ କଣାସ ବ୍ଲକରେ ବର୍ଷସାରା ପାନୀୟଜଳ ସଙ୍କଟ ଲାଗି ରହିଥାଏ। କାରଣ ଏଠାରେ ଥିବା ନଳକୂପଗୁଡିକରୁ...

ସେଣ୍ଟ୍ରାଲବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ

ସାକ୍ଷୀଗୋପାଳ,୨୮।୧୨(ଡି.ଏନ୍‌.ଏ): ପୁରୀ ଜିଲା ସାକ୍ଷୀଗୋପାଳ ବଜାର ଚନ୍ଦନପୋଖରୀ ନିକଟ ସେଣ୍ଟ୍ରାଲବ୍ୟାଙ୍କ ଅଳଗୁମ ଶାଖାରୁ ସୋମବାର ରାତିରେ ଲୁଟ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ବ୍ୟାଙ୍କ ପଛପାର୍ଶ୍ୱ ଝରକା...

Advertisement
Archives

Model This Week