ପୁଣି ବଡ ପରଦାକୁ ଫେରିବେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୁଣି ଥରେ ବଡ ପରଦାକୁ ଫେରିବେ। ଏକ କମେଡି ଫିଲ୍ମ ଜରିଆରେ ସେ ପୁଣି ନିଜର ଜଲଓ୍ବା ଦେଖାଇବେ। ଶେଷଥର ପାଇଁ ୨୦୦୭ରେ ଶିଳ୍ପାଙ୍କୁ ବଡ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମ ନିର୍ମାତା ଅଜିଜ ମିର୍ଜାଙ୍କ ପୁଅ ହାରୁନ ଏ ମିର୍ଜାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନାମକରଣ କରାଯାଇ ନ ଥିଲେ ମଧ୍ୟ ଏହାକ ଏକ କମେଡି ଫିଲ୍ମ ବୋଲି ଜଣାପଡିଛି। ଫିଲ୍ମରେ ଶିଳ୍ପା ଜଣେ ଲେଖକ ଭୂମିକାରେ ଅବତୀର୍ଣ୍ଣ ହେବେ। ଫିଲ୍ମର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିଟି ଅକ୍ଷରରେ ତାଙ୍କ ଫିଲ୍ମର ଚରିତ୍ର ତିଆରିକଲେ ଚିତ୍ରକାର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସିନେଜଗତ। ପ୍ରଶଂସକଙ୍କଠାରୁ ଆରମ୍ଭକରି ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି। କେହି...

କୋଟି କୋଟି ଟଙ୍କାର ମାଲିକାଣୀ ସୁସ୍ମିତା,ସମ୍ପତ୍ତି ଜାଣିଲେ…

ମିସ୍‌ ୟୁନିଭର୍ସ ତଥା ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଆଇପିଏଲ୍‌ର ପୂର୍ବତନ ପ୍ରତିଷ୍ଠାତା ଲଲିତ ମୋଦିଙ୍କୁ ବିବାହ କରିବେ। ଦୁହିଁଙ୍କ ବିବାହକୁ...

ପ୍ରଥମେ ପାନ ମସଲା ଆଉ ଏବେ ରାମ ସେତୁ ପୋଷ୍ଟରକୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏବେ ପ୍ରାୟ ରହୁଛନ୍ତି ଚର୍ଚ୍ଚାରେ । ଅଭିନେତା ପ୍ରଥମେ ତମାଖୁ ବ୍ରାଣ୍ଡରର ବିଜ୍ଞାନ ଦେଇ ଚର୍ଚ୍ଚାକୁ ଆସିଥିବା...

ତୃତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଗାଲ ଗାଡୋଟ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ୩୫ ବର୍ଷୀୟା ଗାଲ ଇନଷ୍ଟାଗ୍ରାମ ଫଟୋ ଶେୟାର କରି ଏହି...

ଶାହାରୁଖ୍‌ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ସ୍ତ୍ରୀ ଗୌରୀ ଖାନ୍‌ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର...

୧୦ ବର୍ଷ ପରେ ସ୍ବାମୀଙ୍କ ସହ ପରଦାକୁ ଫେରୁଛନ୍ତି ଜେନେଲିଆ

ବଲିଉଡ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ପ୍ରାୟ ଦଶ ବର୍ଷ ପରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ଏକ...

ଶେଷରେ ଅନନ୍ୟା

ଯାହାହେଉ ଶେଷରେ କରନ୍‌ ଟେନସନରୁ ମୁକ୍ତ ହେଲେ। କଥା କ’ଣ କି ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ର ନାୟିକା କିଏ ହେବ ସେ ନେଇ ଅଡୁଆରେ...

ସର୍ଜରୀ ପରେ ଡରି ଯାଇଥିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀ ନିଜ ଚେହେରାକୁ ନେଇ ଖୁବ୍‌ ସଚେତନ। ଅନେକ ଅଭିନେତ୍ରୀ ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ସେମାନଙ୍କ ଚେହେରାର ଅସ୍ତ୍ରୋପଚାର କରାଇଛନ୍ତି।...

Advertisement
Archives

Model This Week