ପୁଣି ଜମିବ ଯୋଡି: କପିଲଙ୍କ ଶୋ’କୁ ଫେରିବେ ସୁନୀଲ ଗ୍ରୋଭର

ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର। ଏହି ଦୁଇହିଁ ଏକାଠି କରିବାରେ ସଫଳ ହୋଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ଖୁବଶିଘ୍ର ନିଜ ପେଣ୍ଡିଂ କାମ ଶେଷ କରି ସୁନୀଲ ଶୋ’ରେ ଯୋଗରେ ଦେବେ ବୋଲି କପିଲ କହିଛନ୍ତି। ଦୁହିଁଙ୍କ ମଧ୍ୟରେ ଝଗଡା ହୋଇ ସୁନୀଲ କପିଲଙ୍କ କମେଡି ଶୋ’ ଛାଡି ଦେଇଥିଲେ। ଯାହା ପରେ କପିଲଙ୍କ ସୋ’ର ଟିଆରପି କମିବା ଶୋ’ ଧୀରେ ଧୀରେ କପିଲଙ୍କ ସୋ’ ବନ୍ଦ ହୋଇ ଯାଇଥିଲା। ଅନେକ ଦିନର ବ୍ୟବଧାନ ପରେ କପିଲ ପୁଣି ଥରେ ଡିସେମ୍ବରରେ ନିଜର ନୂଆ ଶୋ’ ଆରମ୍ଭ କରିଥିଲେ। ବିବାହ ପରେ ତାଙ୍କ ଶୋ’ର ପ୍ରସାରଣ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ଦର୍ଶକ ପୁଣି ଥରେ କପିଲଙ୍କୁ ଆପଣେଇବା ଆରମ୍ଭ କରିବା ସହ ତାଙ୍କ ଶୋ’ର ଟିଆରପି ବି ବଢିଥିଲା ଥିଲା। ଏବେ ଶୋ’ର ଟିଆରପି ବଢିବା ସହ ସୁନୀଲଙ୍କ ସହ ତାଙ୍କ ଶତ୍ରୁତାର ଅନ୍ତ ଘଟିଥିବା ଜଣାପଡିଛି। ସୁନୀଲଙ୍କୁ ଶୋ’କୁ ଆଣିବା ପାଇଁ ସଲମାନ ବାରମ୍ବାର କପିଲଙ୍କୁ କହୁଥିଲେ ସୁଦ୍ଧା ଦୁହିଁଙ୍କ ମଧ୍ୟରେ କୌଣସି ସମାଧାନ ବାହାରି ପାରୁ ନ ଥିଲା। ସଲମାନଙ୍କ ନିଜ ଫିଲ୍ମ ‘ଭାରତ’ର ପ୍ରମୋଶନବେଳେ ଉଭୟଙ୍କ ସହ ଏକାଠି କଥା ହୋଇ ଶୋ’କୁ ପୁଣି ଥରେ ଫେରିବାକୁ ସୁନୀଲଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ପାଇଁ ଚାକିରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତର ଭେଟେରାନ କ୍ରିକେଟର ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବଲିଉଡ ଅଭିନେତା ରଣବୀର ସିଂ ଏକ ବଡ଼ ଖୁଲାସା କରିଛନ୍ତି। ସେ...

ଦ୍ୱିତୀୟ ବିବାହ କରିବେ ଅନୁପମା

ବମ୍ବେ: ଦ୍ୱିତୀୟ ବିବାହ କରିବେ ଅନୁପମା। ଖୁବ୍‌ଶୀଘ୍ର ଧାରାବାହିକରେ ଦେଖିବାକୁ ମିଳିବ ଅନେକ ଟୁଇଷ୍ଟ ଆଣ୍ଡ ଟର୍ନ। ଏବେ ଅନୁପମା ଶାଶୁଘର ଛାଡ଼ି ଚାଲିଯାଇଥିବା ବେଳେ...

ବିବାହ ପରେ ବି ବଦଳିନି ସର୍‌ନେମ୍‌…

ମୁମ୍ବାଇ: ବିବାହର ବନ୍ଧନ ସମସ୍ତଙ୍କ ପାଇଁ ସ୍ବତନ୍ତ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ବିବାହକୁ ସ୍ମରଣୀୟ କରିବାକୁ ଇଚ୍ଛା କରିଥାନ୍ତି। ବିବାହ ପରେ ଅନେକ ସମୟରେ ଲୋକଙ୍କ...

ସାଥୀ ଅଭିନେତ୍ରୀଙ୍କ ସହ ସମୟ ବିତାଇଲେ ପ୍ରକୃତି

ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାର ୫ମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି...

ଜନ୍ ଅବ୍ରାହମ୍ ଆହତ

ମୁମ୍ବାଇ: ଅଭିନେତା ଜନ୍ ଅବ୍ରାହମ୍ ଏବେ ବାରାଣସୀରେ ଫିଲ୍ମ ‘ସତ୍ୟମେବ ଜୟତେ ୨’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଆକ୍ସନ୍ ଫିଲ୍ମର ଶୁଟିଂ...

ଦୀପକ ଯାହା ଚାହୁଁଥିଲେ..

ବେଳେ ବେଳେ ଖୋଜିବା ଚିଜ ବି ହାତପାହାନ୍ତାରେ ମିଳିଯାଏ। ୨୦୦୬ରୁ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଅଭିନୀତ ‘ହର୍‌ କିସେ କି...

୧୭ ବର୍ଷ ବୟସରେ ପ୍ରଥମ ବିଶ୍ୱ ସୁନ୍ଦରୀ ହୋଇଥିଲେ ଏହି ଯୁବତୀ, ଆଉ ତା ପରେ..

ବମ୍ବେ: ଫିନ୍‌ଲ୍ୟାଣ୍ଡର ଆର୍ମି ହେଲେନା କୁସେଲା ୧୯୫୨ ମସିହାରେ ପ୍ରଥମ ବିଶ୍ୱସୁନ୍ଦରୀ ହେବାର ଗୌରବ ଅର୍ଜନ କରିଥିଲେ। ଅଗଷ୍ଟ ୨୦ରେ ସେ ୮୬ ବର୍ଷର ହୋଇଛନ୍ତି।...

କରୋନାରେ ଡ୍ରିମ୍‌ଗର୍ଲ ଫେମ୍‌ ରିଙ୍କୁ ସିଂଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍‌ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

Advertisement
Seven Jackpot


Archives

Model This Week