ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌ କରିବାକୁ ଚାହିଁଲେ। କଥାବାର୍ତ୍ତା ସମୟରେ ବେଶ୍‌ କୁଲ୍‌ ମାଇଣ୍ଡରେ କାହାଣୀ ଏବଂ ନିଜ ଭୂମିକା ବିଷୟରେ ଶୁଣିଲେ। କିନ୍ତୁ ଯେତେବେଳେ ପାରିଶ୍ରମିକ କଥା ଉଠିଲା, ସେତେବେଳେ ସବୁକିଛି ଅଡୁଆ ତଡୁଆ ହୋଇଗଲା। ଏହି ଫିଲ୍ମଟି ପାଇଁ ସେ ଯେତିକି ରେମ୍ୟୁନେରେଶନ ଦାବି କଲେ ତାହା ଶୁଣି ନୂଆ ପ୍ରଯୋଜକଙ୍କ ଆଖି ଖୋସିହୋଇଯାଇଥିଲା। କାରଣ ତାହା କ୍ରିତିଙ୍କ ଅସଲ ପାରିଶ୍ରମିକର ଦୁଇଗୁଣା ଥିଲା। ଶେଷକୁ ଏପରି ସମସ୍ୟାର ସମାଧାନ ହୋଇପାରି ନ ଥିଲା। ଆଉ ଉପାୟଶୂନ୍ୟ ହୋଇ ପ୍ରଯୋଜକ ଖାଲିହାତରେ ଫେରିଥିଲେ। ସେପଟେ ପାରିଶ୍ରମିକ ପାଇଁ ଭଲ ଅଫରଟି ହାତଛଡ଼ା ହେବା ପରେ କ୍ରିତି କୁଆଡ଼େ ଅନୁତାପ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଡିଭା ମଲାଇକା ଅରୋରା। ସେ ନିଜ କାର୍‌ରେ ଯାଉଥିବା ବେଳେ ଖୋପୋଲି ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।...

‘ଦିଲ୍ଲୀ କ୍ରାଇମ୍‌-୨’ର ଟ୍ରେଲର ରିଲିଜ୍‌

ଓ୍ବେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ’ର ସଫଳତା ପରେ ବର୍ତ୍ତମାନ ଦର୍ଶକ ଏହାର ସିଜନ ୨କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହି ୱେବ ସିରିଜର...

ଲେଡି ସିଙ୍ଘମ ହେବେ ଦୀପିକା

ବମ୍ବେ: ଲେଡି ସିଙ୍ଘମ୍‌ ହେବେ ଦୀପିକା ପାଦ୍ୟୁକୋନ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍‌’ରେ ନଜର ଆସିବେ ସେ। ଏନେଇ ଘୋଷଣା ହେବା...

ଓପ୍ରାହଙ୍କ ଗେଷ୍ଟ ହେବେ ପ୍ରିୟଙ୍କା

ନିକଟରେ ବ୍ରିଟେନ ପ୍ରିନ୍ସ ହ୍ୟାରି ଓ ସ୍ତ୍ରୀ ମେଘାନ ମର୍କେଲଙ୍କ ସାକ୍ଷାତ୍‌କାର ନେଇ ଚର୍ଚ୍ଚାରେ ଥିବା ଆମେରିକାର ଜଣାଶୁଣା ଟେଲିଭିଜନ ଉପସ୍ଥାପକ ଓପ୍ରାହ ଓ୍ବିନଫ୍ରି(୬୭)ଙ୍କ ପରବର୍ତ୍ତୀ...

୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ ବାର୍ବି ଡଲ୍‌

ମୁମ୍ବାଇ: ବଲିଉଡ୍‌ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ବ୍ୟାକ୍‌ ଟୁ ବ୍ୟାକ୍‌ ପିଲ୍ମ କରିବା, ନିଜର ସୁନ୍ଦରତା ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି।...

‘ଦ ଫାମିଲି ମ୍ୟାନ୍‌-୨’ର ଏହି ଅଭିନେତା କିଏ କାଣନ୍ତି: ଅଭିନୟ ପାଇଁ ଛାଡ଼ିଥିଲେ ଚାକିରି, ବିକିଥିଲେ ସ୍ତ୍ରୀଙ୍କ ଗହଣା

ବମ୍ବେ: ଆମାଜନ୍‌ ପ୍ରାଇମ୍‌ରେ ରିଲିଜ ହୋଇଛି ଲୋକପ୍ରିୟ ଓ୍ବେବ୍‌ ସିରିଜ୍‌ ‘ଦ ଫାମିଲି ମ୍ୟାନ୍‌’ର ଦ୍ୱିତୀୟ ସିଜିନ। ଏହି ସିଜିନ୍‌ରେ ପୁରୁଣା ଅଭିନେତାଙ୍କ ସହ ଅନେକ...

ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ୭୦ତମ ଜନ୍ମଦିନ ପାଳନ କରିଥିଲେ। ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ମଧ୍ୟରେ ଜଣାଇଥିଲେ।...

ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର...

Advertisement
Archives

Model This Week