ପାଟକୁରାରେ ଭାଜପା ନିଜସ୍ବ ଢଙ୍ଗରେ ଲଢ଼ି ଜିତିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୭(ବ୍ୟୁରୋ): ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେଡି ରଣନୀତି ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦଳର ମାଳମାଳ ବିଧାୟକ ପାଟକୁରାରେ ବର୍ତ୍ତମାନ ଡେରା ପକାଇ ସାରିଛନ୍ତି। ଏପରି ସ୍ଥିତିରେ ଭାଜପା ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ। ହେଲେ ରାଜ୍ୟ ସଭା ଉପନିର୍ବାଚନରେ ପ୍ରାର୍ଥତ୍ତ୍ୱକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟ ଯେପରି ବୁଝାମଣା ହେଲା ତାହା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ଏକ ପ୍ରକାର ଭିନ୍ନ ଦିଗକୁ ନେଇଯାଇଛି। ତଥାପି ମଧ୍ୟ ପାଟକୁରା ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ନିଶ୍ଚିତ ବିଜୟୀ ହେବେ ା ତାଙ୍କ ପ୍ରତି ନିର୍ବାଚନମଣ୍ଡଳୀ ଲୋକମାନଙ୍କ ସମବେଦନା ରହିଛି। ନିଜସ୍ବ ଢଙ୍ଗରେ ନିର୍ବାଚନ ଲଢିବାକୁ ଭାଜପା ରଣନୀତି ପ୍ରସ୍ତୁତ କରିଥିବା ଧର୍ମେନ୍ଦ୍ର କହିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଦଳ ପକ୍ଷରୁ କେତେଜଣଙ୍କୁ ପାଟକୁରା ନିର୍ବାଚନ ପ୍ରଚାର ଦାୟିତ୍ୱ ଦିଆଯିବାକୁ ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହାକୁ ଅଣନିଃଶ୍ୱାସୀ ଲାଗୁଛି ସେ ବିଜେଡି ଛାଡ଼ି ପଳାନ୍ତୁ, ଅମରଙ୍କୁ ଏପରି କହିଲେ ଲେନିନ

ଭୁବନେଶ୍ୱର,୧୪ା୧୦: ବିଜେଡି କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି କନ୍ଦଳରେ ନିଆଁ ଲଗାଇ ଦେଇଛି ଲେନିନ ମହାନ୍ତିଙ୍କ ବିସ୍ଫୋରକ ବୟାନ। ବିଜେଡିର ବରିଷ୍ଠ...

ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ...

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାକୁ ଗୁରୁତର ସହ ନେଲେ ଓଡ଼ିଶା ସରକାର, ଏହା ଏକ…

ଭୁବନେଶ୍ୱର,୧୪ା୧୦: ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାକୁ ଗମ୍ଭୀରତା ଏବଂ ସମ୍ବେଦନଶୀଳତା ସହିତ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର...

ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର...

ଆଜି ମେଲାଣି ନେବେ ମା’, କଟକଣା ଜାରି

ଭୁବନେଶ୍ୱର,୧୪ା୧୦: ଆଜି ମେଲାଣି ନେବେ ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ଆର ବରଷକୁ ଅପେକ୍ଷା କରିବେ ଭକ୍ତ। ମା’ଙ୍କ ଭସାଣି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ...

ଦର୍ପଣ ଭାଙ୍ଗୁଥିବା ମାଙ୍କଡ଼ ଧରାପଡ଼ିଲା: ଗ୍ରାମବାସୀ ଆଶ୍ୱସ୍ତ

କଣ୍ଟାପଡ଼ା,୧୩।୧୦(ସୁରନାରାୟଣ ସାହୁ): ଗତ କିଛି ଦିନହେଲା କଟକ ଜିଲା ବାଗଲପୁର ପଞ୍ଚାୟତର କୁଅଁରପୁର  ଗ୍ରାମରେ ଉତ୍ପାତ  କରୁଥିବା ଏକ ଅଣ୍ଡିରା ମାଙ୍କଡ ଧରାପଡିଛି। ରବିବାର କଟକ...

ପାରାଦୀପରେ ରାବଣ କିଏ? ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି….

  ଭୁବନେଶ୍ୱର,୧୩।୧୦: ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପ...

ଭୁବନେଶ୍ୱରର ୧୦ଟି ସ୍ଥାନରେ ରାବଣପୋଡି: ଜାଣନ୍ତୁ କେଉଁଠି କେଉଁଠି 

ଭୁବନେଶ୍ୱର,୧୩।୧୦: ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ରାବଣପୋଡି ହେବ। ୧୦ଟି ମଣ୍ଡପକୁ ରାବଣପୋଡ଼ି  ପାଇଁ ଅନୁମତି ମିଳିଛି। କମିଶନରେଟ ପୋଲିସ ପକ୍ଷରୁ ଏହି ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri