Posted inଖେଳ

ପାକିସ୍ତାନ ଫ୍ୟାନ୍‌ଙ୍କ ମୁହଁରେ ଇଣ୍ଡିଆ..ଇଣ୍ଡିଆ..

ବର୍ମିଂହାମ, ୩୦।୬: ଚଳିତ ଆଇସିସି ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ୩୮ତମ ମ୍ୟାଚରେ ଦୁଇ ଫେଭରାଇଟ୍‌ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଭେଟାଭେଟି ହୋଇଛନ୍ତି। ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି ହୋଇଥିବାବେଳେ ଏପର୍ଯନ୍ତ ବିଶ୍ୱକପରେ ଅପରାଜିତ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସେମିଫାଇପାଲରେ ସ୍ଥାନ ପକ୍କା କରିବା ଲକ୍ଷରେ ରହିଛି। ଏହି ମ୍ୟାଚ୍‌ କେବଳ ଇଂଲଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ତା’ନୁହେଁ, ପାକିସ୍ତାନ ଟିମ୍‌ ପାଇଁ ମଧ୍ୟ ଏହି ମ୍ୟାଚ୍‌ ଗୁରୁତ୍ୱ ବହନ କରୁଛି। ଇଂଲଣ୍ଡ ଯଦି ଏହି ମ୍ୟାଚରେ ପରାସ୍ତ ହୁଏ, ତେବେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିପାରିବ। ତେଣୁ ପାକିସ୍ତାନ ଦଳ ସହ ଏହି ଦେଶର ସମର୍ଥକମାନେ ମଧ୍ୟ ଭାରତୀୟ ଦଳ ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ମିଂହାମ ଷ୍ଟାଡିୟମ ବାହାରେ କିଛି ପାକିସ୍ତାନ ସମର୍ଥକ ଇଣ୍ଡିଆ..ଇଣ୍ଡିଆ..କରୁଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କୁ ଏବେ ଏହି ନାମରେ ଡାକିବେ କୋହଲି: କହିଲେ…

ଅହମ୍ମଦାବାଦ,୨୬।୨: ଭାରତୀୟ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ବେଶ୍‌ ସ୍ବତନ୍ତ୍ର ଥିଲା। କାରଣ ମ୍ୟାଚ୍‌ରେ ସେ ୪୦୦ ଉଇକେଟ ନେଇ...

ଭାରତ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ  ଚିନ୍ତା କରୁଛି ଅଷ୍ଟ୍ରେଲିଆ

ସିଡନୀ,୨୧।୪ (ପି.ଟି.)- ଚଳିତ ବର୍ଷ ଶେଷ ଆଡକୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।...

ଧାଓ୍ବନଙ୍କୁ ମିଳିଲା ପଞ୍ଚମ ଆଇପିଏଲ୍‌ ଟିମ୍‌: ଜାଣନ୍ତୁ କେତେରେ ହେଲେ ବିକ୍ରି

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୫ ସଂସ୍କରଣର ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ...

କିମ୍ବଦନ୍ତୀ ସ୍ପିନର ଅବ୍‌ଦୁଲ କାଦିରଙ୍କ ଦେହାନ୍ତ

କରାଚୀ/ନୂଆଦିଲ୍ଲୀ, ୭ା୯ (ପି.ଟି.)-ପାକିସ୍ତାନର ପୂର୍ବତନ ମହାନ ସ୍ପିନର ଅବ୍‌୍‌ଦୁଲ କାଦିରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ତାଙ୍କର ୪ ପୁଅ ଏବଂ...

ଇତିହାସ ରଚିଲା ଜିମ୍ବାଓ୍ବେ, ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ…

ଟାଉନ୍ସଭିଲ୍‌, ୩।୯: ଇତିହାସ ରଚିଛି ଜିମ୍ବାଓ୍ବେ। ଶନିବାର ଦଳ ପାଇଁ ଏକ ଐତିହାସିକ ଦିନ ବୋଲି କହିଲେ ଭୁଲ ହେବ ନାହିଁ। କାରଣ ଏହି ଦିନ...

‘୪ ଓଭର ବୋଲିଂ କରି ଥକି ପଡ଼ୁଛନ୍ତି ପେସର’

ନୂଆଦିଲ୍ଲୀ,୧।୭: ମାତ୍ର ୪ ଓଭର ବୋଲିଂ କରିବା ପରେ ବର୍ତ୍ତମାନ ପୀଢ଼ିର ବୋଲରମାନେ ଥକି ପଡ଼ୁଛନ୍ତି। କାର୍ଯ୍ୟଭାର ଯୋଗୁ ସେମାନଙ୍କୁ ୪ ଓଭରରୁ ଅଧିକ ବୋଲିଂ...

ପୁନିଆଙ୍କ ସମେତ ୩ ରେସ୍‌ଲରଙ୍କୁ କୋଭିଡ୍‌

ନୂଆଦିଲ୍ଲୀ, ୪ା୯ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଦୀପକ ପୁନିଆଙ୍କ ସମେତ ୩ ଜଣ ସିନିୟର ପୁରୁଷ ରେସ୍‌ଲରଙ୍କ ଫଳାଫଳ ପଜିଟିଭ୍‌...

Advertisement
Archives

Model This Week