ପାକିସ୍ତାନରେ ପୋଲିଓ ଆତଙ୍କ

ଇସ୍‌ଲାମାବାଦ,୬।୧୦: ଚଳିତ ବର୍ଷ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି। ଏବେ ସୁଦ୍ଧା ସେଠାରେ ୭୨ ପୋଲିଓ ରୋଗୀ ଚିହ୍ନଟ ହୋଇ ସାରିଲେଣି। ନିକଟରେ ସିନ୍ଧ ଓ ବେଲୁଚିସ୍ତାନରୁ ୨ଟି ନୂଆ ପୋଲିଓ ରୋଗୀ ଚିହ୍ନଟ ହୋଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ ‘ଡନ’। ତେବେ ୭୨ ପୋଲିଓ ରୋଗୀଙ୍କ ମଧ୍ୟରୁ କେବଳ ଖେବର ପଖତୁନଖ୍ବାରେ ୫୩ ଜଣ ରହିଥିବା ସୂଚନା ମିଳିଛି। ୮ ସିନ୍ଧ, ୬ ବେଲୁଚିସ୍ତାନ ଓ ୫ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଦେଖାଯାଇଛନ୍ତି। ରବିବାର ମିଳିଥିବା ସୂଚନା ଅନୁଯାୟୀ, ଆପାତ୍ତକାଳୀନ ସଞ୍ଚାଳନ କେନ୍ଦ୍ର(ଇଓସି)ର ଅଧିକାରୀମାନେ ଆସନ୍ତା ମାସରୁ ୨୦୨୦ ପର୍ଯ୍ୟନ୍ତ ପୋଲିଓ ମିଳୋତ୍ପାଟନ କରିବାକୁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ବିବାଦର ସମାଧାନ ପାଇଁ ଚାଇନା-ଭୁଟାନ ସହମତି…

ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ...

ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ...

ମହିଳାମାନେ ଟପ୍‌ଲେସ୍‌ ହୋଇ ବୁଲିପାରିବେ: ସମର୍ଥନ କଲେ ଗୃହମନ୍ତ୍ରୀ !

ପ୍ୟାରିସ୍‌, ୨୭।୮: ଫ୍ରାନ୍ସ୍‌ରେ ସମୁଦ୍ର କୂଳରେ ଟପ୍‌ ଲେସ୍‌ ହୋଇ ବୁଲିବା ଆଇନର ଉଲ୍ଲଂଘନ ନୁହେଁ। ଏହା ନାଗରିକ ଅଧିକାର ଅନ୍ତର୍ଗତ। ଏହାକୁ କେହି ବାରଣ...

୩୮ ବୋଇଂ ବିମାନରେ ଦେଖାଦେଲା ତ୍ରୁଟି

ନ୍ୟୁୟର୍କ,୧୨।୧୦: ବିମାନ ଓ ରକେଟ୍‌ ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ବୋଇଂ ଏରୋସ୍ପେଶ ଏବେ ପୁଣିଥରେ ଅଡୁଆରେ ପଡିଛି। ଗତବର୍ଷ ଅକ୍ଟୋବର ଓ ଚଳିତ ବର୍ଷ ମାର୍ଚ୍ଚରେ...

ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି: ଟିଟିପି ନୂଆ ସରକାର ଘୋଷଣା କଲା…

ଇସଲାମାବାଦ,୨।୧ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଏବେ ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ...

ଖୁସି ଖବର: ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ଭଲ କାମ କରିବ ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନ!

ୱାଶିଂଟନ,୨ ।୭: କରୋନା ଭାଇରସର ନୂଆ ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏହା ଏମିତି ଏକ ଭାରିଏଣ୍ଟ...

୨୫ ଭାରତୀୟ ଶିକ୍ଷାର୍ଥୀଙ୍କୁ କ୍ୱାଡ ଫେଲୋଶିପ…

ଓ୍ବାଶିଂଟନ,୧୦।୧୨ : ଆମେରିକା ପକ୍ଷରୁ କ୍ୱାଡ ଫେଲୋଶିପ୍‌ ଘୋଷଣା କରାଯାଇଛି। ୨୫ ଜଣ ଭାରତୀୟ ଶିକ୍ଷାର୍ଥୀଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ...

ବାୟୁ ଦ୍ୱାରା ବ୍ୟାପୁଛି କରୋନାଭାଇରସ

ବେଜିଂ,୯।୨: କରୋନାଭାଇରସ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି କହିଲେ ଚଳେ। ଚାଇନାରେ ଏବେ ଏହି କରୋନାଭାଇରସ କବଳରେ ପଡି ୮ଶହ ଲେକଙ୍କ ମୃତ୍ୟୁ...

Advertisement
Archives

Model This Week