ପର୍ସରେ ରଖିଲେ କମିବ ଖର୍ଚ୍ଚ

ଟଙ୍କା ରଖିବା ପାଇଁ ସମସ୍ତେ ପର୍ସ ରଖନ୍ତି। ଟଙ୍କା ସହ ସେଥିରେ ଅନେକ ଆବଶ୍ୟକୀୟ ଜିନିଷ ବି ରଖନ୍ତି। ତେବେ ଅନେକେ ଅଭିଯୋଗ କରନ୍ତି ଯେ, ଟଙ୍କା ବହୁତ ଖର୍ଚ୍ଚ ହୋଇଯାଉଛି। ଯଦି ଏମିତି ଆପଣଙ୍କ କ୍ଷେତ୍ରରେ ବି ହେଉଛି ତେବେ ନିମ୍ନୋକ୍ତ ଉପାୟ ଆପଣାନ୍ତୁ, ଯଦ୍ଦ୍ବାରା ଖର୍ଚ୍ଚ କମ୍‌ ହେବା ସହ ଟଙ୍କାର ଅଭାବ ରହିବ ନାହିଁ।

୧. ପର୍ସରେ ଛୋଟ ନଡିଆ ରଖନ୍ତୁ। ଛୋଟ ପର୍ସରେ ଜାଗା ନ ହେଲେ ବଡ ପର୍ସରେ ରଖିପାରିବେ।
୨. ଓସ୍ତପତ୍ରକୁ ନ ମୋଡି ରଖନ୍ତୁ, ଯଦ୍ଦ୍ବାରା ଆପଣଙ୍କର ଅଯଥା ଖର୍ଚ୍ଚ ହେବନାହିଁ କି ଅଭାବ ରହିବ ନାହିଁ।
୩. ପର୍ସରେ ବିଷମ ସଂଖ୍ୟାରେ ଗୋମତି ଚକ୍ର ରଖନ୍ତୁ। ଏହାଦ୍ୱାରା ଟଙ୍କା ପଇସାର ଅଭାବ ରହିବ ନାହିଁ। ଆପଣ ମାନସିକ ରୂପରେ ବି ମଜଭୁତ ରହିବେ। ତାସହ ଭବିଷ୍ୟତରେ ଆପଣଙ୍କ ଆର୍ଥିକସ୍ଥିତି ଭଲ ରହିବ।
୪. ଓଭାଲ ହ୍ବାଇଟ୍‌ ଷ୍ଟୋନ୍‌କୁ ପର୍ସରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ସବୁବେଳେ ଖୁସି ମିଳିବ। ନିଜ କାମକୁ ନେଇ ସବୁବେଳେ ସକାରାତ୍ମକ ରହିବେ। ଆଉ ଖୁସି ରହିଲେ ସଫଳତା ନିଶ୍ଚୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ ବୃଦ୍ଧି କମାଇବା ସହ କୋଷ୍ଠକାଠିନ୍ୟ ଦୂର କରେ ଗୋଲମରିଚ

ଗୋଲମରିଚକୁ କେବଳ ମସଲା ଭାବେ ବ୍ୟବହାର କରିହେବ ତାହା ନୁହେଁ, ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ, ସକାଳେ ଅଳ୍ପ ଉଷୁମ...

ପ୍ରଦୂଷିତ ବାୟୁମଣ୍ଡଳ ଓ କିଡ୍‌ନୀ ଫେଲ୍ୟୁୟର

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ କିଡ୍‌ନୀ ଅନ୍ୟତମ। ହେଲେ କେତେକ କାରଣରୁ ଏହା ଯେତେବେଳେ ପ୍ରଭାବିତ ହୁଏ ସେତେବେଳେ ଆମକୁ ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାର...

ଏଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ...

ଜିଭ ପୋଡ଼ିଯିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାଣନ୍ତୁ କିଛି ଘରୋଇ ଉପଚାର

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ...

୬ ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ କରୋନା ଆଶଙ୍କା ଅଧିକ ନା କମ୍‌ ଜାଣନ୍ତୁ

କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ତେବେ କରୋନା ଏବେ ସବୁ ବୟସର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏକ ଗବେଷଣାରୁ...

ସହଜରେ ଦୂରହେବ ଅବସାଦ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଅନେକେ ଅବସାଦର ଶିକାର ହେଉଛନ୍ତି। ଏହାକୁ ନେଇ ଟେନ୍‌ସନରେ ରହିବା ଅପେକ୍ଷା ସେଥିରୁ କିପରି ରକ୍ଷା ପାଇବେ ସେ ନେଇ ଚିନ୍ତା...

ରାତିରେ ମନା ଏହି ଖାଦ୍ୟ

ଖାଦ୍ୟ ସମସ୍ତଙ୍କ ଜୀବନର ଆଧାର। ହେଲେ ଜାଣନ୍ତି କି, ଯେକୌଣସି ଖାଦ୍ୟ ପ୍ରତ୍ୟେକ ସମୟରେ ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। କାରଣ ଏମିତି କିଛି ଖାଦ୍ୟ...

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ...

Advertisement
Archives

Model This Week