Posted inଖେଳ

ପର୍ତ୍ତୁଗାଲ ନେଶନ୍ସ ଲିଗ୍‌ ଚାମ୍ପିୟନ

ପୋର୍ଟୋ,୧୦।୬- କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଦଳ ନେଶନ୍ସ ଲିଗ୍‌ ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଛି। ଫାଇନାଲରେ ପର୍ତ୍ତୁଗାଲ ୧-୦ ଗୋଲରେ ନେଦରଲାଣ୍ଡକୁ ହରାଇ ଦେଇଛି। ମ୍ୟାଚ୍‌ରେ ବିଜୟୀ ଦଳ ପକ୍ଷରୁ ଗୋଙ୍କାଲୋ ଗେଦେସ (୬୦ତମ ମିନିଟ୍‌) ଗୋଲ ଦେଇଥିଲେ। ମ୍ୟାଚ୍‌ ପରେ ରୋନାଲ୍ଡୋ କହିଛନ୍ତି, ଭଗବାନଙ୍କ ଦୟାରୁ ପର୍ତ୍ତୁଗାଲ ପାଇଁ ସବୁକିଛି ଠିକ୍‌ ହୋଇଛି। ୨୦୧୬ ୟୁରୋକପ୍‌ ପରେ ଆମ ଜାତୀୟ ଦଳ ନେଶନ୍ସ ଲିଗ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଟାଇଟଲ ଜିତିବାରେ ସଫଳ ହୋଇଛି। ଏଥିନେଇ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଶୁଭେଚ୍ଛା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ୟାସ ନେଇ କଲେ ଟୁଇଟ୍‌, ପୁଣି କଲେ ଡିଲିଟ୍‌

ମୁମ୍ବାଇ,୧୪।୫: ଚେନ୍ନାଇ ସୁପର କିଙ୍ଗ୍ସର ତାରକା ଖେଳାଳି ଅମ୍ବାତି ରାୟୁଡ଼ୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି। ୨୦୨୨ ତାଙ୍କର ଶେଷ...

ଶ୍ରେୟାସଙ୍କ ସ୍ଥାନ ପକ୍କା

ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି...

ଫାଙ୍କା ନାହିଁ ଅଧିନାୟକ ପଦ : ଅଷ୍ଟ୍ରେଲିଆ କୋଚ୍‌

ମେଲବୋର୍ନ, ୩୦।୩ : ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ ପୁଣି ଥରେ ଜାତୀୟ ଦଳର ନେତୃତ୍ୱ ନେବା ପାଇଁ ଇଚ୍ଛା ପ୍ରକାଶ କରିବାର କିଛି...

ଧୋନୀଙ୍କୁ ବୋଲର ହିଁ ଭରସା

ମୁମ୍ବାଇ,୧୯।୪ : ରାଜସ୍ଥାନ ରୟାଲ୍ସ ଆଗରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଛିଡ଼ା କରିଛି ୧୮୯ ରନ୍‌ର ବିଜୟ ଲକ୍ଷ୍ୟ। ମୁମ୍ବାଇ...

ଭାରତର ଦମ୍‌ଦାର ବିଜୟ

ଲଣ୍ଡନ, ୯।୬- ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ହାଇ ଭୋଲ୍‌ଟେଜ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତ...

ଭାରତୀୟ ଦଳର ହାର୍ଡ କ୍ୱାରେଣ୍ଟିନ ଆରମ୍ଭ

ମୁମ୍ବାଇ, ୨୫।୫ : ଭାରତୀୟ ଅଧିନାୟକ ବିରାଟ କୋହଲି, ଓପନର ରୋହିତ ଶର୍ମା ଓ ମୁଖ୍ୟକୋଚ୍‌ ରବି ଶାସ୍ତ୍ରୀ ମଙ୍ଗଳବାର ଇଂଲଣ୍ଡ ଗସ୍ତ କରିବାକୁ ଥିବା...

ଖୁସି ଖବର: ୨୦୨୮ ଅଲମ୍ପିକ୍‌ରେ ସାମିଲ ହେବ କ୍ରିକେଟ !…

ନୂଆଦିଲ୍ଲୀ,୨୪।୫: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୦୨୮ ଅଲମ୍ପିକ୍‌ରେ କ୍ରିକେଟ ଖେଳକୁ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଲସ୍‌ ଏଞ୍ଜେଲସ୍‌ରେ...

ମହିଳା ଟି୨୦ ବିଶ୍ୱକପ୍‌: ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

ସିଡ୍‌ନୀ,୫ା୩- ଚଳିତ ଟି୨୦ ମହିଳା ବିଶ୍ୱକପ୍‌ ଫାଇନାଲ ମୁକାବିଲା ଗୁରୁବାର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ଓ...

Advertisement
Archives

Model This Week