Posted inଜାତୀୟ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗାୟିକା ଶାନ୍ତି ହୀରାନନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ,୧୧ା୪(ପି.ଟି): ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶାନ୍ତି ହୀରାନନ୍ଦ ଚାଓ୍ବଲାଙ୍କର ଶୁକ୍ରବାର ସକାଳେ ଗୁରୁଗ୍ରାମ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ରବିବାରଠାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ଗୁରୁବାର ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା ବୋଲି ପୁଅ ନିଶ୍ଚିନ୍ତ ଚାଓ୍ବଲା କହିଛନ୍ତି। ସେ ଲାହୋର, ଇସ୍‌ଲାମାବାଦ, ଟରଣ୍ଟୋ,ବୋଷ୍ଟନ, ନ୍ୟୁୟର୍କ, ଓ୍ବାଶିଂଟନ ସମେତ ବିଶ୍ୱର ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରି ଖ୍ୟାତି ଅର୍ଜନ କରିଥିଲେ। କିମ୍ବଦନ୍ତୀ ଗଜଲ ଗାୟକ ବେଗମ୍‌ ଅଖତରଙ୍କ ପରିବେଷଣ ଢାଞ୍ଚାକୁ ସେ ନିଜ ସଙ୍ଗୀତ ମାଧ୍ୟମରେ ଉଜ୍ଜୀବିତ କରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟରେ ଆତ୍ମହତ୍ୟା କଲେ ସରକାରୀ କର୍ମଚାରୀ

ସାହାରନପୁର,୨।୪: କରୋନା ଭାଇରସ ଏବେ ସଂକ୍ରମିତଙ୍କୁ ଯେତିକି ଡରାଉଛି ସୁସ୍ଥ ଲୋକ ମଧ୍ୟ ଏହାକୁ ସେତିକି ଭୟ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି...

ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ...

ଏକ୍ସପ୍ରେସ୍‌ଓ୍ବେରେ ବିମାନର ଜରୁରୀ ଅବତରଣ

ଗାଜିଆବାଦ,୨୩।୧: ଉତ୍ତରପ୍ରଦେଶ ଗାଜିଆବାଦର ସହରପୁର ଗାଁ ନିକଟରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେରେ ଗୁରୁବାର ଏକ ବିମାନକୁ ଜରୁରୀ ଅବତରଣ କରାଯାଇଛି। ତେବେ ବିମାନରେ ଯାନ୍ତ୍ରୀକ ତୃଟି...

ବିବାହ କଥା ଉଠିବାରୁ ୩ ଦିନ ଧରି କବାଟ ବନ୍ଦ କରି ରହିଥିଲେ ଅଟଳ ବିହାରୀ ବାଜପେୟୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। ୧୯୨୪, ଡିସେମ୍ବର ୨୫ରେ ସେ ଗ୍ବାଲିୟରରେ ଜନ୍ମଗ୍ରହଣ କରିଥିଲେ। ଅଟଳ ଜୀ ସାରା...

୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା...

ଜୀବନକାଳ ମଧ୍ୟରେ ପାଣି କି ବିଜୁଳି ପାଇଲେ ନାହିଁ ଆଦର୍ଶ ମତଦାତା

କୁଲ୍ଲୁ,୫।୮: ହିମାଚଳ ପ୍ରଦେଶର କୁଲୁ ଜିଲାରେ ଥିବା ଶାକ୍ଟି ମରେଡରେ ଆଜି ପର୍ଯ୍ୟନ୍ତ ବିଜୁଳି କି ପାନୀୟ ଜଳର ସୁବିଧା ନାହିଁ। ତେବେ ଗାଁର ବିକାଶକୁ...

ଜେଏନ୍‌ୟୁ ଆକ୍ରମଣ: ଦେଶବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ,୭ା୧(ପି.ଟି./ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ଦିଲ୍ଲୀ...

ଦେଶର ୨୫୫ ଜିଲାର ୭୫୬ ସହରରେ ଜଳ ସଙ୍କଟ: ତାମିଲନାଡୁର ସର୍ବାଧିକ ୧୮୪

ନୂଆଦିଲ୍ଲୀ,୮।୭: ଦେଶର ୨୫୫ ଜିଲାର ୭୫୬ ସହରରେ ତଥା ୧,୫୯୭ ବ୍ଲକ୍‌ରେ ଜଳ ସଙ୍କଟ ଦେଖାଦେଇଛି। ସେଥିମଧ୍ୟରେ ତାମିଲନାଡୁର ସର୍ବାଧିକ ସହର ରହିଛି। ତାମିଲନାଡୁର ୨୭ଟି...

Coronavirus Update


Archives

Model This Week

Why Dharitri