Posted inଫୁରସତ

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ ତାଙ୍କର ଚାଲିବାର ଗତି ୭ ପ୍ରତିଶତ କମି ଯାଇଥାଏ। ଆଉ ସେହି ବ୍ୟକ୍ତି ଯଦି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଚାଲନ୍ତି ତେବେ ତାଙ୍କର ଗତି ବୃଦ୍ଧି ପାଇଥାଏ। ଅସଲ କଥା ହେଲା ମହିଳାମାନେ ପୁରୁଷଙ୍କ ଅପେକ୍ଷା ଟିକେ କମ୍‌ ବେଗରେ ଚାଲିଥାଆନ୍ତି। ଆଉ ମହିଳାମାନଙ୍କ ସହ କଥା ବାର୍ତ୍ତା ହୋଇ ଚାଲିବା ବେଳେ ପୁରୁଷଙ୍କ ଗତି ଆପଣାଛାଏଁ କମି ଯାଇଥାଏ। ବିଶେଷ କରି ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲିଲେ ଏମାନଙ୍କ ଗତି ଆହୁରି ଧିମା ହୋଇଯାଇଥାଏ। କାରଣ ଏମାନେ ସେତେବେଳେ ଅଧିକ ପରିମାଣରେ ଝିଅଟି ପ୍ରତି ଧ୍ୟାନ ଦେଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟର ସାଇକେଲର ଦାମ ୭ କୋଟି ୪୦ ଲକ୍ଷ

ଲଣ୍ଡନ, ୧୮।୩: ମୋଟର ସାଇକେଲର ଦାମ ୭ କୋଟି ୪୦ ଲକ୍ଷ ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। କମ୍ପାନୀ...

ସଂସଦର ହୋ ହାଲ୍ଲା ଭିତରେ ପ୍ରେମୀକାଙ୍କୁ ପ୍ରପୋଜ୍‌ କଲେ ସାଂସଦ

ବହୁଥର ଦେଖିବାକୁ ମିଳେ ପ୍ରେମୀକାଙ୍କୁ ନିଜ ମନର କଥା କହିବା ପାଇଁ ପ୍ରେମୀକମାନେ ନିଆରା ଢ଼ଙ୍ଗ ଆପଣାଥାନ୍ତି। ହେଲେ କେବେ ଶୁଣିଛନ୍ତି କି, କେହି ଏମ୍‌ପି...

ଏହି ଦେଶରେ ବିବାହ ପୂର୍ବରୁ ବରକନ୍ୟାଙ୍କୁ ଗଛରେ ବାନ୍ଧି ଫିଙ୍ଗା ଯାଏ ପଚା ମାଛ, ପଚା ଅଣ୍ଡା

ବିବାହକୁ ନେଇ ପ୍ରତି ରାଜ୍ୟ ଏବଂ ପ୍ରତି ଦେଶରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ସାରା ବିଶ୍ୱ ବିବିଧତାରେ ପରିପୂର୍ଣ୍ଣ। ବିବାହକୁ ନେଇ ପ୍ରତ୍ୟେକ ଦେଶରେ...

ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ

ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ...

୫ ବର୍ଷର ଶିଶୁ ପେଟରୁ ବାହାରିଲା ଏମିତି ଜିନିିଷ, ଡାକ୍ତରଙ୍କ ଉଡିଗଲା ହୋସ୍‌

ଚାଇନାରେ ଏକ ଅଦ୍ଭୁତ ଘଟଣା ଘଟିଛି। ଜଣେ କୁନି ଝିଅର ପେଟରୁ ୧୯୦ଟି ଚୁମ୍ବକୀୟ ବଲ ବାହାର କରିଛନ୍ତି ଡାକ୍ତର। ପିଲାଟିର ପେଟ ଯନ୍ତ୍ରଣା ହେବା...

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌...

ବିଶ୍ୱର ସବୁଠୁ ମହଙ୍ଗା ପରିବା : କିଣିବା ତ ଦୂରର କଥା ହାତ ମାରିବାକୁ ବି ଡର

ସାଧାରଣତଃ ପନିପରିବା ମୂଲ୍ୟ ମାଛ,ମାଂସ ମୂଲ୍ୟଠାରୁ କମ। ମାତ୍ର ବିଶ୍ୱରେ ଏପରି ଏକ ପରିବା ଅଛି, ଯାହା ଏତେ ମୂଲ୍ୟବାନ ଯେ, ବଡ଼ ଧନୀ ଲୋକମାନେ...

ଫିଲିପାଇନ୍ସରେ ଦେଖାଗଲା ମଣିଷ ଉଚ୍ଚତାର ବାଦୁଡ଼ି

ନୂଆଦିଲ୍ଲୀ, ୨୮।୬- ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଯୋଗୁ ଇତିମଧ୍ୟରେ ବିଶ୍ୱରେ ଏକ କୋଟିରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୫ ଲକ୍ଷ...

Advertisement


Archives

Model This Week