Posted inଜାତୀୟ

ପଞ୍ଜାବ ବିଧାନସଭାରେ ସିଏଏକୁ ବିରୋଧ ପ୍ରସ୍ତାବ

ଚଣ୍ଡିଗଡ଼,୧୭।୧: କେରଳ ପରେ ଏବେ ପଞ୍ଜାବ ବିଧାନସଭାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଏକ ପ୍ରସ୍ତାବ ପାସ୍‌ କରାଯାଇଥିବା ଜଣାପଡିଛି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସରକାର ଉପସ୍ଥାପନ କରିଥିଲେ। ପଞ୍ଜାବ ସରକାର ପୂର୍ବରୁ ସୂଚନା ଦେଇଥିଲେ କି, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌) ସମ୍ବନ୍ଧରେ ଗୃହର ମତ ନେଇ ଆଗକୁ ବଢିବେ। କାରଣ ଏହାଦ୍ୱାରା ରାଜ୍ୟର ଧର୍ମନିରପେକ୍ଷତା ଭଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସରକାର କହିଥିଲେ। ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ଏହା ପୂର୍ବରୁ କେରଳ ସରକାର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ବୟାନ୍‌, ଖୁବଶୀଘ୍ର ଭାଜପାରେ ଯୋଗଦେବେ ଧୋନୀ

ନୂଆଦିଲ୍ଲୀ, ୧୨।୭: ଆଇସିସ ବିଶ୍ୱକପରେ ଭାରତ ବିଶ୍ୱକପରୁ ବିଦାୟ ନେବାପରେ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏହି...

ଲକ୍ଷ୍ମୀପୁର ହିଂସା: ସଞ୍ଜୟ ସିଂ ଟୁଇଟ୍ କଲେ ଭିଡିଓ, କୃଷକଙ୍କ ଉପରେ ମାଡିଯାଉଛି ୨ ଏସ୍‌ୟୁଭି!

ନୂଆଦିଲ୍ଲୀ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ ଆଉ ଏକ ତଥ୍ୟା ସାମ୍ନାକୁ ଆସିଛି । କୃଷକଙ୍କ ଉପରେ ଗାଡି ମାଡି ଯାଉଥିବାର ଏକ ଭିଡିଓ ଏବେ...

ଆଜିଠୁ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନୂଆ...

କମିଛି ଦୁର୍ନୀତିି; ଲାଞ୍ଚ କାରବାର ୧୦ ପ୍ରତିଶତ ହୋଇଛି କମ୍‌: ସର୍ଭେ

ନୂଆଦିଲ୍ଲୀ,୨୭।୧୧: ଗତ ଏକ ବର୍ଷ ମଧ୍ୟରେ ଦେଶର କେତେକ ରାଜ୍ୟରେ ଦୁର୍ନୀତି କମିଛି। ସେହିପରି ଏହି ସମୟ ମଧ୍ୟରେ ଲାଞ୍ଚ କାରବାର ୧୦ ପ୍ରତିଶତ କମ୍‌...

ନିଶୁଳ୍କ ହେବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର…

ଲକ୍ଷ୍ନୌ,୮।୫: ଏଣିକି କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନିଶୁଳ୍କ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଜାରି କରିଛନ୍ତି। ସହର ଅବା ଗ୍ରାମୀଣ...

ଲାଇଭ ଷ୍ଟ୍ରିମିଂ ପାଇଁ ସମସ୍ତ କୋର୍ଟରେ ସମାନ ପ୍ଲାଟଫର୍ମ ଲାଗି ଆମେ ଆଗ୍ରହୀ: ସିଜେଆଇ…

ନୂଆଦିଲ୍ଲୀ,୧୪।୧ : ଦେଶର ସମସ୍ତ କୋର୍ଟର ନ୍ୟାୟିକ ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କୋର୍ଟରେ ଏଥି ପାଇଁ ସମାନ ପ୍ଲାଟଫର୍ମ...

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ କେହି ବିଦେଶୀ ଅତିଥି

ନୂଆଦିଲ୍ଲୀ,୧୫ ।୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ । ଏଥର ମାତ୍ର ୨୪ ହଜାର...

ରୋହିଙ୍ଗ୍ୟାଙ୍କୁ ନିର୍ବାସିତ କରିବାର ଯୋଜନା ଏବେ ନାହିଁ, ସୁପ୍ରିମ୍‌କୋର୍ଟରେ ଉତ୍ତର ରଖିଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨୬।୧୦: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ...

Advertisement
Archives

Model This Week