ନୟାଗଡ଼ ଜାତୀୟ ରାଜପଥରୁ ଅଚିହ୍ନା ମୃତଦେହ ଉଦ୍ଧାର

ରଣପୁର, ୨୧।୫(ସ୍ବ.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ନିକଟ ଧୂମାନାଳ ପୋଲ ନିକଟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ତେବେ ମୃତବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେଉଥିବା ବେଳେ ସେ ଉଲଗ୍ନ ଅବସ୍ଥାରେ ପଡ଼ିଥିଲେ। ମୃତ୍ୟୁର କାରଣ ହତ୍ୟା ନା ଦୁର୍ଘଟଣା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ରାଜସୁନାଖଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ତଦନ୍ତ ଚଳାଇଛି। ଏ ପର୍ଯ୍ୟନ୍ତ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨ ମାଲବାହୀ ଟ୍ରେନ୍‌ ମୁଁହାମୁହିଁ

ରାଉରକେଲା ଅଫିସ, ୨୬।୧୨: ରାଞ୍ଚି ଡିଭିଜନରେ ଦୁଇଟି ମାଲ୍‌ବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବ୍ରେକ ଫେଲ୍‌ରୁ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ...

ଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ହାଟଡିହୀ,୪।୭(ଡି.ଏନ୍‌.ଏ.): ଗତ ପଞ୍ଚାୟତ ନିର୍ବାଚନରେ ଆକ୍ରୋଶମୂଳକ ଭାବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ...

ସାହାଯ୍‌ ଲାଗି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଗୁହାରି କଲେ ଗାଁବାସୀ: ବୋନମ୍ୟାରୋ ସମସିଆରେ ପୀଡ଼ିତ ମାନସ

ଲୋଇସିଂହା,୨୫।୭ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ବେଣୁଧର ବିଶ୍ୱାଳକଁର ପୁଓ ମାନସ ବିଶ୍ୱାଳ(୭)। ଏହେଦେ ସେ ବୋନମ୍ୟାରୋ ସମସିଆରେ ପୀଡ଼ିତ ଥିଲାବେଲେ...

କେନ୍ଦୁପଡ଼ାରେ ଝାଡ଼ାବାନ୍ତି ଆତଙ୍କ

ଭବାନୀପାଟଣା,୩ା୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ସେମେଲପଦର ଗ୍ରାମର କେନ୍ଦୁପଡ଼ାରେ ୨ ଦିନ ହେବ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଏଥିରେ...

ଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

ଭୁବନେଶ୍ୱର, ୨୯।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଶନିବାର ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ...

ରିଫିଲିଂ ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୪ ଗୁରୁତର

ରାଉରକେଲା ଅଫିସ,୫।୩: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ରେଲୱେ କଲୋନୀ ଅଞ୍ଚଳରେ ରବିବାର ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶଙ୍କର...

ପୁରୀଘାଟ ଥାନା ଅଧିକାରୀଙ୍କ ଅନୁଭୂତି: ହୋଟେଲ ମାଲିକଙ୍କ ସୂଚନାରୁ ଫିଟିଥିଲା ହତ୍ୟା ରହସ୍ୟ

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁଦାୟିତ୍ୱ...

୩ ହୋଟେଲରେ ପୋଲିସ ଚଢ଼ାଉ

ଢେଙ୍କାନାଳ, ୮।୮ରତନ ନାୟାର): ଢେଙ୍କାନାଳ ସହରରେ ଥିବା ୩ ପ୍ରମୁଖ ହୋଟେଲରେ ମଙ୍ଗଳବାର ରାତି ୧୦ଟାରେ ପୋଲିସ ଅଚାନକ ଚଢ଼ାଉ କରିଛି। ଏକ ହୋଟେଲରୁ ୨...

Advertisement
Archives

Model This Week