ନେତ୍ରୋତ୍ସବ ଦର୍ଶନ ନୀତି ନିର୍ଘଣ୍ଟ

ଚକା ଅପସର ମଧ୍ୟାହ୍ନ ୧୨ଟା ୧୫
ମଙ୍ଗଳ ଆଳତି ୧୨ଟା ୩୦
ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ଅପରାହ୍ନ ୧ଟା ୩୦
ତାଟି ଫିଟିବା ଅପରାହ୍ନ ୨ଟା
ପରିମାଣିକ ଦର୍ଶନ (ଭିତରକାଠ) ୨ଟା ୩୦ରୁ ୩ଟା ୩୦
ସର୍ବସାଧାରଣ ଦର୍ଶନ (ଭିତରକାଠ) ୩ଟା ୩୦ରୁ ୪ଟା ୩୦
ଦଇତାପତି ସର୍ବାଙ୍ଗ, ବନ୍ଦପନା ସନ୍ଧ୍ୟା ୬ଟା
ନେତ୍ରୋତ୍ସବ ବନ୍ଦାପନା ସନ୍ଧ୍ୟା ୬ଟା ୩୦
ଭୋଗମଣ୍ଡପ ରାତି ୯ଟା ୧୦
ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ୧୧ଟା ୩୦ରୁ ୧୨ଟା ୩୦
ଦ୍ୱିତୀୟ ଭୋଗମଣ୍ଡପ ୧୧ଟା ୪୦ରୁ ୧ଟା
ସନ୍ଧ୍ୟା ଆଳତି ରାତି ୨ଟା ୧୦
ସନ୍ଧ୍ୟା ଧୂପ (କେବଳ କୋଠଭୋଗ) ରାତି ୨ଟା ୩୦ରୁ ୩ଟା ୩୦
ଦତ୍ତ ବନକଲାଗିକୁ ପ୍ରବେଶ ରାତି ୪ଟା


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୫।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧିି ପାଇବାରେ ଲାଗିଛି। ଏଥିସହ ମୃତ୍ୟୁ ସଂଖ୍ୟାରେ ବି...

ସ୍ନାନବେଦିରେ ବିଶୃଙ୍ଖଳା ଘଟଣା: ସିସିଟିଭି ଯାଞ୍ଚ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୦ା୬: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ବେ ସ୍ନାନବେଦିରେ ବିଶୃଙ୍ଖଳା ହୋଇଛି। ସଂଖ୍ୟାଧିକ ସେବାୟତ ପ୍ରଶାସନର...

ଆଇଆଇସି ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସ୍ତ୍ରୀ

ଗୁଣପୁର/ରାମନାଗୁଡ଼ା,୨୭ା୩(ଡି.ଏନ୍‌.ଏ.): ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ୍‌ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ଶନିବାର ମୁହଁ ଖୋଲିଛନ୍ତି ସ୍ତ୍ରୀ କିରଣ...

ଟିମ୍‌ ପ୍ରାଇଡ୍‌କୁ ପ୍ରଶଂସା, ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା

ଭୁବନେଶ୍ୱର, ୧୨।୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ଓ ଭୁବନେଶ୍ୱର କରିବା ପାଇଁ ବିଡିଏ, ବିଏମ୍‌ସି ଏବଂ ଓଡ଼ିଶା ପୋଲିସ ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଇଛି।...

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଖୋଲାଯିବ। ଆସନ୍ତା ୨୭ ତାରିଖରୁ ମନ୍ଦିର ଖୋଲିବ। ଏନେଇ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୭ରୁ...

ଆଗକୁ ଆହୁରି ବଢିବ ତାତି!

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। କେତେ ଜିଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ତେବେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପାଗରେ କୌଣସି...

ଟ୍ରେନ ଲାଇନରେ କଟି ଯୁବକଙ୍କ ମୃତ୍ୟୁ: ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା ଅଫିସ/ବୋଲଗଡ଼,୮।୬(ଡି.ଏନ୍‌.ଏ.): ଖୋର୍ଦ୍ଧା-ବଲାଙ୍ଗୀର ପୂର୍ବତଟ ରେଳପଥର ବୋଲଗଡ଼ ଟାଉନ୍‌ ପି.ଏଚ୍‌ ନିକଟରେ ଶନିବାର ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଯୁବକଙ୍କ...

ପ୍ରତି ଶୁକ୍ରବାର ସାଇକେଲ ଚଲାଇବାକୁ ଆହ୍ବାନ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ସାଇକେଲ ଚଲାଇଲେ ଶରୀର ସୁସ୍ଥ ରହିବା ସହ ପରିବେଶ ଉପରେ ସୁପ୍ରଭାବ ପଡ଼ିବ। ସାଇକେଲ ପ୍ରତି ଲୋକଙ୍କ ଉତ୍ସାହ ବୃଦ୍ଧି...

Advertisement
Archives

Model This Week