ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି ସ୍ଥିତି ଉପୁଜିଛି। ସମସ୍ତ ସାଂସଦଙ୍କ ମତ ନିଆଯାଇ ସଂସଦ ଭଙ୍ଗ କରାଯାଇଛି। ସେପ୍ଟେମ୍ବର ୧୭ରେ ପୁଣି ଏଠାରେ ନିର୍ବାଚନ କରାଯିବ ବୋଲି ଜଣାପଡ଼ିଛି। ପ୍ରକାଶଥାଉ କି, ଗତ ଏପ୍ରିଲରେ ହୋଇଥିବା ନିର୍ବାଚନରେ ନେତାନ୍ୟାହୁଙ୍କ ଲିକୁଡ଼ ପାର୍ଟି ମୋଟ ୧୨୦ ଆସନରୁ ୩୫ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଦୂତାବାସ ଉପରେ ହୋଇଥିବା ଘଟଣାକୁ ନିନ୍ଦା କଲା ଆମେରିକା ସାଂସଦ

ଓ୍ବାଶିଂଟନ୍‌,୭।୬: ଆମେରିକାରେ ଭାରତର ରାଷ୍ଟ୍ରଦୂତଙ୍କ ସମେତ ଅନେକ ସାଂସଦ ସାନ ଫ୍ରାନ୍ସିସ୍କୋରେ ଥିବା କନସୁଲେଟରେ ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା ନିଆଁ ଲଗାଇବା ଘଟଣାକୁ ନିନ୍ଦା କରିଛନ୍ତି।...

ଟ୍ରାକରେ ଫସିଥିବା ଟ୍ରକକୁ ଧକ୍କା ଦେଲା ଟ୍ରେନ, ୧୬ ଆହତ ଥିବା ସୂଚନା…

ସାକ୍ରାମେଣ୍ଟୋ, ୨୯।୬: ଟ୍ରାକରେ ଅଟକି ରହିଥିବା ଟ୍ରକ ସହିତ ମୁହାଁମୁହିଁ ହେବା ପରେ ଦକ୍ଷିଣ କାଲିଫର୍ନିଆରେ ଏକ ଟ୍ରେନ ଟ୍ରାକରୁ ଖସି ପଡିଛି। ଫଳରେ ମୋଟ...

‘ଫ୍ଲୋରିଆ’ ପରିବାର ପକ୍ଷରୁ ଆମେରିକାରେ ଦୁର୍ଗାପୂଜା…

ଓ୍ବାଶିଂଟନ,୧୩।୧୦: ସୁଦୂର ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗାତ୍ସୋବର ଭବ୍ୟ ଆୟୋଜନ କରାଯାଇଛି।...

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ...

ମିଲାନର ବୃଦ୍ଧାଶ୍ରମରେ ଭୀଷଣ ଅଗ୍ନିକାଣ୍ଡ, ୬ମୃତ

ରୋମ,୭।୭: ରୋମର ମିଲାନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଲାନରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁଲାଗି ୬ଜଣ ଜିଅନ୍ତା ଜଳି ଯାଇଛନ୍ତି। ଅଗ୍ନିକାଣ୍ଡରେ ୮୦ରୁୁ ଅଧିକ...

ତିବ୍ଦତରେ ପିତାମାତାଙ୍କଠାରୁ ପିଲାମାନଙ୍କୁ ଛଡ଼ାଇ ନେଇ ବୋର୍ଡିଂ ସ୍କୁଲରେ ରଖୁଛି ଚାଇନା, ଭାଷା-ସଂସ୍କୃତି ନଷ୍ଟ କରୁଥିବା ଅଭିଯୋଗ…

ବେଜିଂ,୧୭।୭ : ତିବ୍ଦତରେ ପିତାମାତାଙ୍କଠାରୁ ପିଲାମାନଙ୍କୁ ଛଡ଼ାଇ ନେଇ ଚାଇନା ସରକାର ବୋର୍ଡିଂ ସ୍କୁଲରେ ରଖୁଛନ୍ତି। ଏଭଳି କରି ଚାଇନା ତିବ୍ଦତର ଭାଷା-ସଂସ୍କୃତି ନଷ୍ଟ କରୁଥିବା...

ଗଧ ମେଳା କରି ଆର୍ଥିକ ସ୍ଥିତି ସୁଧାରିବାକୁ ଚାହୁଁଛି ପାକିସ୍ତାନ

ଇସ୍‌ଲାମାବାଦ,୧୪।୯: ଭାରତରେ କାହାକୁ ଗଧ କହିଦେଲେ ପରିସ୍ଥିତି ଖରାପ ହୋଇଯାଇଥାଏ। ହେଲେ ପାକିସ୍ତାନ ଏବେ ଏହି ଗଧକୁ ତା’ର ରୋଜଗାରର ପ୍ରମୁଖ ମାଧ୍ୟମ ବୋଲି ଧରି...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

Advertisement
Archives

Model This Week