Posted inଜାତୀୟ

ନୀରବ ମୋଦିଙ୍କ ୪ ସୁଇସ୍‌ ବ୍ୟାଙ୍କ ଖାତା ଅଚଳ: ଥିଲା ୨୮୩ କୋଟି ଜମା

ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍‌ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି ଦିଆଯାଇଛି। ଏଥିରେ ୨୮୩.୧୬ କୋଟି ଟଙ୍କା ଜମା ଥିବା କୁହାଯାଉଛି। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଠକି ନେଇ ନୀରବ ଭାରତ ଛାଡି ଚାଲିଯାଇଥିଲେ। ଏନେଇ ସୁଇସ୍‌ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତର ଅନୁରୋଧକ୍ରମେ ନୀରବ ଏବଂ ତାଙ୍କ ଭଉଣୀଙ୍କ ବ୍ୟାଙ୍କ ଜମା ଖାତାକୁ ଅଚଳ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ: ସଞ୍ଜୟ ରାଉତ

ମୁମ୍ବାଇ,୨୨।୪: ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଶନିବାର କହିଛନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। କାରଣ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ...

ଅଗଷ୍ଟ ୨୯ରେ ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ ଆସନ୍ତା ୨୯ ତାରିଖରେ କାରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ନାଗରିକଙ୍କୁ ସୁସ୍ଥ...

ଏସ୍‌ସି ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ଲାଗି ୫୯,୦୦୦ କୋଟି

ନୂଆଦିଲ୍ଲୀ, ୨୪।୧୨: ଆଗାମୀ ୫ ବର୍ଷ ନିମନ୍ତେ ଦେଶର ୪ କୋଟିରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି (ଏସ୍‌ସି) ଛାତ୍ରୀଛାତ୍ରଙ୍କୁ ମାଟ୍ରିକ୍‌ ପରବର୍ତ୍ତୀ ମେଧାବୃତ୍ତି ପ୍ରଦାନ ଲାଗି...

ଟାଓ୍ବାରକୁ ଚଢ଼ି କଏଦୀଙ୍କୁ ମୁକ୍ତ କରିବାକୁ ଅଡ଼ି ବସିଲେ ବୃଦ୍ଧ

ଚଣ୍ଡିଗଡ,୩୦।୪: ପଞ୍ଜାବର ମୋଗାସ୍ଥିତ ରୋଡେ ଗ୍ରାମରେ ବଲଓ୍ବିନ୍ଦର ସିଂ ନାମକ ଜଣେ ବୃଦ୍ଧ ମୋବାଇଲ ଟାଓ୍ବାର ଉପରକୁ ଚଢ଼ି ଶିଖ୍‌ ସମ୍ପ୍ରଦାୟର କଏଦୀଙ୍କ ପାଇଁ ନ୍ୟାୟ...

ଟଙ୍କା ଲାଗି କାମ କରୁଥିବା ଜେରା ବେଳେ ସ୍ବୀକାର କଲେ ଅଭିଯୁକ୍ତ

ଲକ୍ଷ୍ନୌ,୧୭ା୭: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଛି। ମହମ୍ମଦ ରାଇସ୍‌...

ଗୋଚାଲାଣକାରୀଙ୍କ ଉପରେ ଫୁଟିଲା ଗୁଳି

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶରେ ଗୋରୁ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ହେଲେ...

ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ରାୟପୁର,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି, ଏଣକି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ...

Advertisement
Archives

Model This Week