Posted inଜାତୀୟ

‘ନିର୍ଲଜ୍ଜ ଘୋଡ଼ାବେପାର କରୁଛି ଭାଜପା’

ଜୟପୁର,୧୨ା୩(ପି.ଟି.): ମଧ୍ୟପ୍ରଦେଶରେ ଭାଜପା ଅର୍ଥ ବଳରେ ନିର୍ଲଜ୍ଜ ଭାବେ ଘୋଡ଼ାବେପାର ଚଳାଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର କହିଛନ୍ତି। ଯେଉଁମାନେ ଦେଶକୁ ଶାସନ କରୁଛନ୍ତି, ସେମାନେ ଗଣତନ୍ତ୍ରର ହତ୍ୟା କରୁଛନ୍ତି। ଦେଶ ସେମାନଙ୍କୁ ଉଚିତ ଶିକ୍ଷା ଦେବ ବୋଲି ଗେହଲଟ ଜୟପୁର ବିମାନବନ୍ଦରରେ ଖବରଦାତାମାନଙ୍କୁ କହିଛନ୍ତି।

‘କମଲନାଥ ଜିତିବେ ଆସ୍ଥାଭୋଟ’
ମଧ୍ୟପ୍ରଦେଶ ବିଧାନସଭାରୁ ଏହି ଦଳର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଏହା ସତ୍ତ୍ୱେ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଆସ୍ଥାଭୋଟ ଜିତିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୨ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୩ ଜଣ କଂଗ୍ରେସ ଛାଡ଼ି ନ ଥିବା ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜା ହେଲେ ମୁକେଶ ଅମ୍ବାନୀ: ଯମଜ ସନ୍ତାନ ଜନ୍ମ ଦେଲେ ଝିଅ ଇଶା

ମୁମ୍ବାଇ,୨୦।୧୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ...

୨ ଆସନରୁ ଲଢ଼ିବେ ହେମନ୍ତ ସୋରେନ୍‌

ରାଞ୍ଚତ୍,୨୫ା୧୧(ଆଇଏଏନ୍‌ଏସ୍‌) ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ଲଢ଼ିବେ।...

କେନ୍ଦ୍ରୀୟ ମନ୍ତ୍ରୀଙ୍କ ପୁଅ ଓ ପୁତୁରା ପୋଲିସ କର୍ମଚାରୀଙ୍କୁ କଲେ ଗୁଳି

ଭୋପାଳ,୧୮।୬: ମଧ୍ୟପ୍ରଦେଶ ନରସିଂହପୁର ଜିଲା ଗୋଟେଗାଓ୍ବଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ...

ଡିଆର୍‌ଆଇକୁ ଫେରିଲେ ଓ୍ବାଙ୍ଖଡେ

ମୁମ୍ବାଇ, ୪ା୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍‌ଆଇ)କୁ ଫେରିଛନ୍ତି।...

ଧର୍ମଠାରୁ ଜୀବନ ବଡ଼

ନୂଆଦିଲ୍ଲୀ, ୨୧ା୭: ବକ୍‌ର-ଇଦ୍‌ ଉତ୍ସବ ପାଇଁ କରୋନା ଲକ୍‌ଡାଉନ୍‌ ଓ ଅନ୍ୟ କଟକଣା କୋହଳ କରିବାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେରଳ ସରକାରଙ୍କ ଉପରେ ବର୍ଷିଛନ୍ତି।...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୭।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର କ୍ରିଷ୍ଣା ଘାଟି ସେକ୍ଟରେ ଶନିବାର ସକାଳେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରିତି ଉଲ୍ଲଂଘନ କରିଛି। ହେଲେ ଏହାର କଡା ଜବାବ...

୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ଡରାଉଛି ବାତ୍ୟା ‘ବାୟୁ’: ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଗାନ୍ଧୀନଗର, ୧୨।୬: ଧିରେ ଧିରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବସାଗରରୁ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ...

Advertisement
Archives

Model This Week