Posted inଜାତୀୟ

ନମସ୍ତେ ବାପୁ କହି ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଥିଲେ ଗଡସେ

ନୂଆଦିଲ୍ଲୀ,୨।୧୦:ଅକ୍ଟୋବର ୨ ତାରିଖ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି। ଏହି ପରିପ୍ରେକ୍ଷୀରେ ସବୁଠି ଚାଲିଛି ଗାନ୍ଧିସ୍ମୃତିର ରୋମନ୍ଥନ। ଏଇ ପରିପ୍ରେକ୍ଷୀରେ ମନେ ପଡେ ସେଦିନର କଥା ଯେଉଁଦିନ ବାପୁଙ୍କୁ ହତ୍ୟା କରାଯାଇଥିଲା। ଗାନ୍ଧୀ ୩୦ ଜାନୁୟାରୀ ୧୯୪୮ରେ ଦିଲ୍ଲୀର ବିଡଳା ଭବନର ସନ୍ଧ୍ୟାର ପ୍ରାର୍ଥନା ସଭାରୁ ଉଠୁଥିବା ସମୟରେ ଗଡସେ ତାଙ୍କ ଛାତିରେ ଗୁଳି କରିଥିଲେ। ଗଡସେ ବାପୁଙ୍କ ସାଥିରେ ଛିଡା ହୋଇଥିବା ମହିଳାଙ୍କୁ ହଟାଇଲେ ଏବଂ ନମସ୍ତେ ବାପୁ କହି ନିଜ ସେମି ଅଟୋମେଟିକ ପିସ୍ତଲରେ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ମାରି ହତ୍ୟା କରିଥିଲେ ଗଡସେ। ହତ୍ୟା ପରେ ସେ ନିଜ ଭୁଲ ସ୍ବୀକାର କରିଥିଲେ। କହିଥିଲେ, ମୁଁ ୨ଟି ଗୁଳି ଚଳାଇବାକୁ ଚାହୁଁଥିଲି, କିନ୍ତୁ ତୃତୀୟ ଗୁଳିଟି ହଠାତ୍‌ ବାହାରିଯାଇଥିଲା। ହତ୍ୟା କରିବା ପରେ ପରେ ତାଙ୍କୁ ଗିରଫ କରାଯାଇଥିଲା। ୧୫ ନଭେମ୍ବର, ୧୯୪୯କୁ ନାଥୁରାମ ଗଡସେଙ୍କୁ ଗାନ୍ଧୀଙ୍କ ହତ୍ୟା ଅପରାଧରେ ଫାଶି ଦଣ୍ଡାଦେଶ ଶୁଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କମିଶନରଙ୍କ ସ୍ଥାନରେ କରୋନା ଯୋଦ୍ଧା କଲେ ପତାକା ଉତ୍ତୋଳନ

ବାରାଣସୀ,୧୫।୮: ଦେଶ ପାଳନ କରିଛି ୭୪ତମ ସ୍ବାଧିନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଗର୍ବର ସହ ଜାତୀୟ ପତାକା...

ଅନାଥଙ୍କ ରିପୋର୍ଟ ବିଳମ୍ବ କରନି

ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୦୨୦ ପରେ ଅନାଥ ହୋଇଥିବା ପିଲାମାନଙ୍କ ସଂଖ୍ୟା ବିଷୟରେ ସବିଶେଷ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ...

ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ

ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ...

ହୃଦ୍‌ଘାତରେ ବଢ଼ୁଛି କେଦାରନାଥ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ଡେରାଡୁନ,୨୮।୫: କେଦାରନାଥ ଯାତ୍ରାରେ ଶୁକ୍ରବାର ଆଉ ୨ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟର ପଟେଲ...

ପଶ୍ଚିମବଙ୍ଗ ନିର୍ବାଚନ ଟିଏମ୍‌ସିକୁ ସମର୍ଥନ ଦେବ ଶିବସେନା

କୋଲକାତା, ୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସହ ଛିଡ଼ା ହେବ ଶିବସେନା। ଏ ନେଇ ଶିବସେନା ପକ୍ଷରୁ...

୧୦୨ ମ୍ୟୁନିସିପାଲିଟି ଆସନ ଦଖଲ କଲା ଟିଏମ୍‌ସି

କୋଲକାତା,୨।୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବିପୁଳ ବିଜୟର ୧୦ ମାସ ପରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳ...

ସମର୍ଥକ ମୁହାଁମୁହିଁ

ଚେନ୍ନାଇ, ୧୨ା୭: ଏଆଇଏଡିଏମ୍‌କେ ସାଧାରଣ ପରିଷଦ ବୈଠକରେ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ ହେବା ପରେ ପାଲାନିସ୍ବାମୀ ଓପିଏସ୍‌ଙ୍କୁ ଟାର୍ଗେଟ କରିଥିଲେ। ଇପିଏସ୍‌ କହିଥିଲେ, ପନିରସେଲଭମ୍‌...

ଶସ୍ତା ହେଲା ପେଟ୍ରୋଲ

ନୂଆଦିଲ୍ଲୀ,୧।୧୨: ରାଜଧାନୀ ଦିଲ୍ଲୀବାସୀଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି କେଜ୍‌ରିଓ୍ବାଲ୍‌ ସରକାର। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୧ ଡିସେମ୍ବର ୨୦୨୧ ରେ ରାଜଧାନୀରେ ପେଟ୍ରୋଲ ଉପରେ...

Advertisement
Archives

Model This Week