ନମସ୍ତେ କହି ଅଭିବାଦନ କଲେ କରୋନାଠାରୁ ରହିହେବ ଦୂରେଇ: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୫।୩: ପୃଥିବି ସାରା କରୋନା ନେଇ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୯୦,୦୦୦ରୁ ଅଧିକ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିବାବେଳେ ୩,୧୦୦ରୁ ଅଧିକଙ୍କ ମୃତ୍ୟୁ ଘଟି ସାରିଲାଣି। ଏଥିରୁ ଦୂରେଇ ରହିବା ଲାଗି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାବିନ୍‌ ନେତାନ୍ୟାହୁଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନେତାନ୍ୟାହୁ କହିଛନ୍ତି କରୋନାଠାରୁ ଦୂରେଇ ରହିବା ଲାଗି ପରସ୍ପରକୁ ନମସ୍ତେ କହି ଅଭିବାଦନ ଜଣାଇବା ଆବଶ୍ୟକ। ଦେଶବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେତାନ୍ୟାହୁ ଏଭଳି କହିଛନ୍ତି। ଭାରତର ଅଭିବାଦନ ଶୈଳୀକୁ ଆପଣେଇବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜହ୍ନରେ ପାଦଦେଲା ଚାଙ୍ଗ୍‌ ଇ-୫: ସଂଗ୍ରହ କରିବ ୨ କିଲୋ ମାଟି

ବେଜିଂ,୨।୧୨: ନଭେମ୍ବର ୨୪ରେ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଚାଇନାର ମହାକାଶ ଯାନ ଚାଙ୍ଗ୍‌ ଇ-୫ ସଫଳତାର ସହିତ ଲ୍ୟାଣ୍ଡିଂ କରିଛି। ନିର୍ଦ୍ଧାରିତ ସ୍ଥାନରେ...

ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବାରୁ ଭଉଣୀକୁ ଗୁଳି ମାରିଲେ ଭାଇ

ଓ୍ବାଶିଂଟନ, ୩।୧୨: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭଉଣୀ ନିଜ ଭାଇଙ୍କୁ ଫେସବୁକ୍‌ରୁ ଅନଫ୍ରେଣ୍ଡ୍‌ କରିବା ମହଙ୍ଗା ପଡିଛି। ଫଳସ୍ବରୂପ...

ଟୁଇଟର ଡିଲ୍‌କୁ ସ୍ଥଗିତ ରଖିଲେ ମସ୍କ

ଓ୍ବାଶିଂଟନ୍‌,୧୩।୫: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲୋନ ମସ୍କ ନିକଟରେ ଟୁଇଟର କିଣିବା ନେଇ ଘୋଷଣା କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ପୁଣି...

ରୁଷିଆ ଖସାଇଥିଲା ଏମ୍‌ଏଚ୍‌୧୭

ଆମ୍‌ଷ୍ଟରଡାମ,୧୮ା୧୧:୨୦୧୪ ଜୁଲାଇ ୧୭ରେ ମାଲେସିଆ ଏୟାରଲାଇନ୍ସର ଏମ୍‌ଏଚ୍‌୧୭ ବିମାନ ଆମ୍‌ଷ୍ଟରଡାମ୍‌ରୁ କୁଆଲାଲମ୍‌ପୁର ଯାତ୍ରା କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଆକାଶରେ ରାଡାର ବାହାରକୁ ଚାଲିଯାଇଥିଲା। ବିମାନଟି...

ଜେଲେନ୍‌ସ୍କିଙ୍କୁ ବାଇଡେନ୍‌ଙ୍କ ବଡ଼ ଝଟ୍‌କା

ଓ୍ବାଶିଂଟନ୍‌/କିଭ୍‌,୩୧।୧: ଗତ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ସହ ମୁକାବିଲା ପାଇଁ ୟୁକ୍ରେନ କ୍ରମାଗତ ଭାବରେ...

କରୋନା ନେଲାଣି ୩୩ ହଜାର ୫୦୯ ଲୋକଙ୍କ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା...

ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା...

୩ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଇମ୍ରାନ

ଇସଲାମାବାଦ,୪ା୧୧: ପାକିସ୍ତାନର ତେହେରିକ-ଏ-ଇନ୍‌ସାଫର ବରିଷ୍ଠ ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁରୁବାର ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ...

Advertisement
Archives

Model This Week