Posted inଜାତୀୟ

ନଭେମ୍ବର ୧୧, ୧୨ରେ ଲାଗୁ ହେବନାହିଁ ଅଡ୍‌ ଇଭିନ୍‌ ନମ୍ବର: କେଜରିଓ୍ବାଲ

ନୂଆଦିଲ୍ଲୀ,୮।୧୧: ଅଡ୍‌-ଇଭିନ ନମ୍ବରକୁ ନେଇ ଦିଲ୍ଲୀବାସିଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। କାରଣ ନଭେମ୍ବର ୧୧ ଓ ୧୨ରେ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ ତମ ଜନ୍ମଦିବସ ଥିବାରୁ ଏହିଦିନ ଅଡ୍‌ ଇଭିନ ନମ୍ବର ଲାଗୁ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ସୂଚନା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ କେଜରିଓ୍ବାଲ କହିଛନ୍ତି ଶିଖ୍‌ମାନେ ଏହା ଦାବି କରିଥିବାରୁ ସେମାନଙ୍କ ଦାବି ପୂରଣ କରାଯାଇ ୨ ଦିନ ଅଡ୍‌-ଇଭିନ ନମ୍ବରୁ ଜନତାଙ୍କୁ ଛୁଟି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ…

ଶ୍ରୀନଗର, ୨୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜମ୍ମୁ-କଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଧାରା ୩୭୦କ ହଟିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ...

ଗୁଜରାଟରେ ୧୦ ଲକ୍ଷଙ୍କୁ ନିଯୁକ୍ତି ମିଳିବ

ରାଜକୋଟ,୨୪।୮: ଗୁଜରାଟରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଗଢ଼ିଲେ ରାଜ୍ୟର ୧୦ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଟିକା ଦିଅ, ଇଲିଶି ନିଅ

ନୂଆଦିଲ୍ଲୀ, ୨୪।୬: ଭାରତର ଇଲିଶି ଚାହିଦା ମେଣ୍ଟାଇବା ପାଇଁ ବାଂଲାଦେଶରୁ ଏହି ମାଛକୁ ଆମଦାନୀ କରାଯାଇଥାଏ। ତେବେ ଭାରତ ପଡ଼ୋଶୀ ଦେଶକୁ କୋଭିଡ୍‌ ଟିକା ଯୋଗାଇବାରେ...

ବିଦେଶୀ ଅନୁଦାନ ସଂଶୋଧନ ବିଲ୍‌କୁ ଅନୁମୋଦନ

ନୂଆଦିଲ୍ଲୀ,୨୪।୯: ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍‌-୨୦୨୦ ରାଜ୍ୟ ସଭାରେ ବୁଧବାର ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାରୁ ଏହି ସଂଶୋଧନ...

ଶୋଭାବର୍ଦ୍ଧକ ଅବା ରାଜନୈତିକ ନୁହେଁ ରାଜ୍ୟପାଳଙ୍କ ପଦବୀ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୮।୭ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଏକ ମାସ ପୂର୍ବରୁ ରାଜ୍ୟପାଳମାନଙ୍କୁ ରାଜ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ଭାବରେ କାର୍ଯ୍ୟ...

ଆର୍‌ଜେଡିକୁ ଆଇନର ପାଠ ପଢାଇଲେ ନଡ୍ଡା

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଗୁରୁବାର ୧୫ ଜିଲାର ୭୮ ଆସନ ପାଇଁ...

ହସ୍ପିଟାଲ୍‌ରେ ଲାଲୁ ଯାଦବ: ଫଟୋ ଶେୟାର କରି ଭାବପ୍ରବଣ ହେଲେ ଝିଅ

ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଲାଲୁ ପାରସ ହସ୍ପିଟାଲ ବେଡ୍‌ରେ ଥବା ବେଳର ଫଟୋ...

ଚାଇନା ଜାହାଜକୁ ମିଳୁନି ଅନୁମତି

ନୂଆଦିଲ୍ଲୀ,୬ା୩(ପି.ଟି.): ୧୬,୦୭୬ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଆସିଥିବା ଚାଇନାର କେତେକ ଜାହାଜ ତଥା ପୂର୍ବରୁ ଚାଇନା ଯାଇଥିବା ଜାହାଜଗୁଡ଼ିକୁ ଭାରତୀୟ ବନ୍ଦର ମଧ୍ୟରେ ପ୍ରବେଶ...

Advertisement
Archives

Model This Week