Posted inଖେଳ

ଦ୍ୱିଶତକ ହାସଲ ପରେ କାହିଁକି ଚିକେନ୍‌ ବର୍ଗର ଖାଇଥିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ଏବେ ଶାକାହାରୀ ହୋଇଯାଇଛନ୍ତି, କିନ୍ତୁ ଦେଢବର୍ଷ ପୂର୍ବରୁ ସେ ପ୍ରବଳ ମାଛମାଂସ ଖାଉଥିଲେ। ଏପରିକି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ ପରେ ସେ ଚକୋଲେଟ୍‌ ସେକ୍‌ ସହ ଚିକେନ୍‌ ବର୍ଗର ଖାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ ଏହାର ଖୁଲାସା କରିଛନ୍ତି। କିନ୍ତୁ ଏହାପରେ ସେ ନିଜକୁ ଫିଟ୍‌ ରଖିବା ପାଇଁ ଶାକାହାରୀ ହୋଇଯାଇଥିଲେ ବୋଲି ସେ କହିଛନ୍ତି। ଇଂଲଣ୍ଡ ବିପକ୍ଷରେ ୨୩୫ ରନର ପାଳି ଖେଳିବା ପରେ ଡ୍ରେସିଂ ରୁମ୍‌କୁ ଫେରି ଥକ୍କାପଣ ଅନୁଭବ କରିଥିଲି। ସାଧାରଣତଃ ମ୍ୟାଚ୍‌ ସମୟରେ ଆମେ କଦଳୀ, ଭାତ ଏବଂ ଡାଲି ଖାଇଥାଉ। ଏହାପରେ ମୁଁ ଚିକେନ୍‌ ବର୍ଗର ଖାଇବାକୁ ଆରମ୍ଭ କରିଥିଲି। କିନ୍ତୁ ସେଦିନ ଟ୍ରେନର ଶଙ୍କର ବାସୁ ମୋତେ ଯାହା ଇଚ୍ଛା ତାହା ଖାଇବାକୁ କହିଥିଲେ। ପରେ ମୁଁ ଚିକେନ ବର୍ଗର ମଗାଇ ଖାଇଥିଲି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାହିଁକି

ଚେନ୍ନାଇ,୫।୨: ଚେନ୍ନାଇରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖେଳାଳିମାନେ ହାତରେ ଏକ କଳା ବ୍ୟାଣ୍ଡ୍‌ ପିନ୍ଧି ଖେଳୁଛନ୍ତି। ଇଂଲଣ୍ଡ ଖେଳାଳିମାନେ ବ୍ରିଟିଶ...

ଓ୍ବର୍ନ ଆମକୁ ଦେଖି ଗର୍ବ ଅନୁଭବ କରୁଥିବେ: ବଟଲର୍‌

ଅହମ୍ମଦାବାଦ,୨୮।୫: ଦୀର୍ଘ ୧୪ ବର୍ଷ ପରେ ଆଇପିଏଲ୍‌ ଫାଇନାଲ ମୁକାବିଲା ଖେଳିବାକୁ ଯାଉଛି ରାଜସ୍ଥାନ ରୟାଲ୍ସ। ୨୦୦୮ରେ ଦଳ ଶେନ ଓ୍ବର୍ନଙ୍କ ନେତୃତ୍ୱରେ ଟାଇଟଲ ମୁକାବିଲା...

ଅଭ୍ୟାସ ମ୍ୟାଚ୍‌ ଆରମ୍ଭ: ନିଜ ଦଳ ବିପକ୍ଷରେ ଖେଳୁଛନ୍ତି ୪ ଖେଳାଳି

ଲିସେଷ୍ଟର,୨୩।୬: ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଏଜବେଷ୍ଟନରେ ଏକ ଟେଷ୍ଟ ଖେଳିବ ଭାରତ। ତା’ପରେ ଭାରତୀୟ...

୩ ଭାରତୀୟ ବାସ୍କେଟବଲ ଖେଳାଳି ଅଟକ

ନୂଆଦିଲ୍ଲୀ,୮।୧୧- ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪...

ରାଗିଗଲେ କୋହଲି, ପିଟିଲେ ବ୍ୟାଟ୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୩।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳକୁ ଫେରିଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟରେ ଶୂନ ରେ ଆଉଟ୍‌ ହୋଇଥିଲେ। ତାଙ୍କୁ ଏଜାଜ...

ଏହି କ୍ରିକେଟର୍‌ଙ୍କ ପାଦ ଛୁଇଁଲେ ସୁରେଶ ରାଇନା

ମୁମ୍ବାଇ,୨୩।୪: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ବୁଧବାର କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଭେଟିଥିଲା। ସିଏସ୍‌କେ ଏହି ମ୍ୟାଚକୁ ୧୮ ରନ୍‌ରେ ଜିତିଥିଲା।...

୭ ବର୍ଷ ପରେ ଆଇପିଏଲ୍‌ ଖେଳିବେ ଏହି କ୍ରିକେଟର୍‌: ଦର୍ଶକ କରିଛନ୍ତି ଅପେକ୍ଷା

ନୂଆଦିଲ୍ଲୀ,୩୧।୩: ଭାରତୀୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଦୀର୍ଘ ୭ ବର୍ଷ ପରେ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ୧୪ତମ...

ଏସିଆ ଏକାଦଶ ପାଇଁ ବିସିସିଆଇ ପଠାଇଲା ୪ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୨୨।୨- ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ ଏକାଦଶ ପାଇଁ ୪ ଖେଳାଳିଙ୍କ ନାମ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ ପଠାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି,...

Advertisement
Archives

Model This Week