ଦୋହଲିଲା ମେକ୍ସିକୋ: ୭.୪ ତୀବ୍ରତାର ଭୂକମ୍ପ, ସୁନାମୀ ଚେତାବନୀ

ମେକ୍ସିକୋ,୨୪।୬: ମେକ୍ସିକୋ ସିଟିରେ ୭.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ପାଖାପାଖି ୧୪୦ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି। ହଜାର ହଜାର ଲୋକ ରାସ୍ତାରେ ରାତି ବିତାଇଛନ୍ତି। କରୋନା ରୋଗୀ ଏବଂ ଡାକ୍ତରଙ୍କୁ ମଧ୍ୟ ଡାକ୍ତରଖାନା ଛାଡି ବାହାରକୁ ଆସିବାକୁ ପଡିଥିଲା। ଭୂକମ୍ପ ଯୋଗୁ ମେକ୍ସିକୋ ସମୁଦ୍ର ସ୍ଥିତ ତେଲ ରିଫାଇନାରୀରେ ନିଆଁ ଲାଗିଯାଇଛି। ଫଳରେ ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋ ତଟିୟ ଇଲାକାରେ ସୁନାମୀ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ପୁଟିନଙ୍କୁ ସାକ୍ଷାତ୍ କରିବାକୁ ରୁଷିଆ ଯାଇପାରନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ, ରିପୋର୍ଟରେ ଦାବି

ବେଜିଂ,୧୩ ।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍ କରିବାକୁ ମସ୍କୋ ଯାଇପାରନ୍ତି । ରୁଷିଆ-ୟୁକ୍ରେନ...

ୟୁକ୍ରେନରୁ ଆସିଲା ହୃଦୟ ବିଦାରକ ଚିତ୍ର

କ୍ୱିଭ,୫।୪: ଆଗକୁ ବଢ଼ୁଥିବା ରୁଷିଆ ସେନାର ଆକ୍ରମଣରେ ପ୍ରାଣ ହରାଇବା ଭୟରେ ଥିବା ୟୁକ୍ରେନ ନାଗରିକମାନେ ଏବେ ଛୁଆଙ୍କ ଶରୀରରେ ପରିବାରର ତଥ୍ୟ ଲେଖିବା ଆରମ୍ଭ...

ଭାରତ ଏବଂ ପାକିସ୍ତାନ ମଧ୍ୟ ଅଧିକ ମ୍ୟାଚ୍‌ ଆୟୋଜନ ହେଉ: ମେହମୁଦ୍‌ କ୍ୟୁରେସି

ଇସଲମାବାଦ୍‌, ୧୯।୬: ବିଶ୍ୱକପରେ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନରେ ହଡକମ୍ପ ସୃଷ୍ଟି ହୋଇଛି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ...

ଇମ୍ରାନ୍‌ଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ…

ଇସଲାମାବାଦ,୯।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି।ତାଙ୍କୁ ରାୱଲପିଣ୍ଡିରେ ଜରୁରୀକାଳୀନ ଅବତରଣ...

ଉପଯୁକ୍ତ ଜୀବନସାଥୀ ଖୋଜିବାକୁ ଚାଇନାରେ ଚାଲିଲା ସ୍ବତନ୍ତ୍ର ଲଭ୍‌ ଟ୍ରେନ୍‌

ବେଜିଂ,୩୧।୮: ଚାଇନାରେ ଆମେ ଦୁଇ ଆମର ଏକ ନୀତି ଏବେ ଚାଇନା ବାସୀଙ୍କୁ ଅଡୁଆରେ ପକାଇଛି। କାରଣ ଏଠାରେ ଏବେ ଅନେକ ଯୁବତୀ ଯୁବକ ଅବିବାହିତ...

ଚାଇନାକୁ ସହ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆମେରିକା-ୟୁରୋପ ଭାରତ ଭଳି ଦେଶର ସହାୟତା ନେବା ଜରୁରୀ: ସିନେଟର ଚକ ଶୁମର…

ଓ୍ବାଶିଂଟନ,୧୮।୨ : ଆମେରିକାର ବରିଷ୍ଠ ସିନେଟର ଚକ ଶୁମର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ...

ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ସତର୍କ କଲା ଡବ୍ଲ୍ୟୁଏଚ୍‌ଓ: ଆସିପାରେ ଆଉ ଏକ ଲହର

ଜେନେଭା୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ସତର୍କ କରାଇଛନ୍ତି। କିଛି ଦେଶରେ...

ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ଓ୍ବାଶିଂଟନ,୭।୩: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ବାଧିନତା ସଂଗ୍ରାମୀ ଅମୃତ କୌରଙ୍କୁ ଟାଇମ୍‌ ମାଗାଜିିନର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ଟାଇମ୍‌...

Advertisement
Archives

Model This Week