‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା

ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ ସିନେମା ଦୋସ୍ତାନା-୨ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ କାର୍ତ୍ତିକ ଆର଼୍ୟାନ୍‌। ୨୦୦୮ରେ ପରଦାକୁ ଆସିଥିଲା ‘ଦୋସ୍ତାନା’। ଏଥିରେ ଜନ ଆବ୍ରାହମ, ଅଭିଷେକ ବଚ୍ଚନ, ପ୍ରିୟଙ୍କା ଚୋପ୍ରା ଓ ବବି ଦେଓଲ ଲିଡ ରୋଲରେ ଥିଲେ। ‘ଦୋସ୍ତାନା’ରେ ସମଲିଙ୍ଗୀ ଭୂମିକା ନିଭାଇ ଚର୍ଚ୍ଚାରେ ଥିଲେ ଅଭିଷେକ ଓ ଜନ। ହେଲେ ଏଥର ଏ ଦୁହିଁଙ୍କୁ ’ଦୋସ୍ତାନା-୨’ରେ ଦେଖିବାକୁ ମିଳିନାହିଁ। ଫିଲ୍ମର ନିର୍ଦ୍ଦେଶନା ଦେବେ ‘ଦୋସ୍ତାନା’ର ନିର୍ଦ୍ଦେଶକ ତରୁଣ ମନସୁଖାନୀ।


Enter your email to get our daily news in your inbox.

All Right Reserved By Dharitri.Com

୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର...

ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ...

ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା

ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି।...

ଏକା ଏକା ମାଲଦ୍ୱିପ ପହଞ୍ଜିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ ଏକା ଏକା ମାଲଦ୍ୱିପ ପହଞ୍ଚି ଯାଇଛନ୍ତି । ସେଠାରେ ସେ ଏନଜୟ କରୁଥିବାର କିଛି ଫଟୋ ସୋସିଆଲ ମିଡିଆରେ...

ଫ୍ଲାଟ୍‌ରୁ ମିଳିଲା ୨୧ ବର୍ଷୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

କୋଲକାତା: ବଙ୍ଗଳା ସିନେଜଗତରୁ ଆସିଛି ଚକିତ କଲାଭଳି ଖବର। ୨୧ ବର୍ଷରେ ଆତ୍ମହତ୍ୟାର ପଥ ବାଛି ନେଇଛନ୍ତି ଅଭିନେତ୍ରୀ ବିଦିଶା ଦେ ମଜୁମଦାର। ବୁଧବାର ତାଙ୍କ...

ଜନ୍ମଦିନରେ ରିଲିଜ୍‌ ହେଲା ‘ପଠାନ୍‌’ର ଦମଦାର୍‌ ଟିଜର

ମୁମାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ ୫୭ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ପଠାନ୍‌’ର ଟିଜର ରିଲିଜ୍‌ କରିଛନ୍ତି...

ଓବାମାଙ୍କ ପସନ୍ଦ ତାଲିକାରେ ଭାରତୀୟ ଗାୟକଙ୍କ ଗୀତ

ବମ୍ବେ: ୨୦୧୯ ସରିବାକୁ ଆଉ କିଛି ଘଣ୍ଟା ବାକି। ନୂତନ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଆତୁର। ଅପରପକ୍ଷେ ବିଗତ ବର୍ଷର କିଛି ସ୍ମୃତିକୁ ମନେପକାଉଛନ୍ତି...

ଅଧିକ ଭଲ ପାଉଥିବା ବ୍ୟକ୍ତିଙ୍କୁ କିଏ ଡ୍ରଗ୍ସ ଦିଏ କି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବର୍ଷିଛନ୍ତି। ଅଙ୍କିତା ପୁଣି ଥରେ ସୋସିଆଲ...

Advertisement
Archives

Model This Week