ଦେଶ ଚାଲିବ‘ଜନ୍‌ କି ବାତ୍‌’ରେ ନୁହେଁ ‘ମନ୍‌ କି ବାତ୍‌’ରେ : ଉଦ୍ଧବ

ମୁମ୍ବାଇ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ପୁଣିଥରେ ବିଜୟ ଦ୍ୱାରରେ ଠିଆ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। କିଛି ଆସନର ଫଳାଫଳ ଆସିଥିବା ବେଳେ ଏଏପି ଏଥର ବହୁମତରେ ବିଜୟ ଲାଭ କରିବ ବୋଲି ସ୍ପଷ୍ଟ ବାରି ହୋଇପଡୁଛି। ଏହାକୁ ଦେଖି ଏବେ କେଜରିଓ୍ବାଲଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏଏପିର ସଫଳତାକୁ ନେଇ କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଦ୍ଧବ ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କିହିଛନ୍ତି, ଦେଶ ଚାଲିବ ‘ଜନ୍‌ କି ବାତ୍‌’ରେ ନୁହେଁ  ‘ମନ୍‌ କି ବାତ୍‌’ରେ। ଅର୍ଥାତ୍‌ ମୋଦିଙ୍କ ‘ମନ୍‌ କି ବାତ୍‌’କୁ ସେ ସିଧାସଳଖ ଟାର୍ଗେଟ କରି ଏହା କହିଛନ୍ତି। ଭାଜପା କେଜରିଓ୍ବାଲଙ୍କୁ ଜଣେ ଆତଙ୍କବାଦୀ ବୋଲି କହିଲା ସତ ହେଲେ ତାଙ୍କୁ ହରାଇ ପାରିଲେନି ବୋଲି ଉଦ୍ଧବ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେଶାଲ କୋର୍ଟରେ ଚିଦାମ୍ବରମ୍‌ ଏବଂ କାର୍ତ୍ତିଙ୍କ ଆଗୁଆ ଜାମିନ୍‌ ମଞ୍ଜୁର

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ଦିଲ୍ଲୀର ସିବିଆଇ ସ୍ପେଶାଲ କୋର୍ଟ ଗୁରୁବାର ମଞ୍ଜୁର କରିଛନ୍ତି।...

ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି କୋଇଲା ଖଣିରେ ଫିଙ୍ଗିଦେଲେ ସ୍ତ୍ରୀ

ମୁମ୍ବାଇ,୧ା୮: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସ୍ବାମୀଙ୍କ ଚାକିରି ହଡ଼ପ କରିବା ପାଇଁ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି...

ହାଇଦ୍ରାବାଦରେ ମିଳିଲା ଦେଶର ପ୍ରଥମ ଓମିକ୍ରନ୍ ସବ ଭାରିଏଣ୍ଟ ବିଏ.୪ ସଂକ୍ରମିତ

ହାଇଦ୍ରାବାଦ,୨୦ ।୫: ଭାରତରେ କରୋନାର ନୂଆ ଭାରିଏଣ୍ଟ ମିଳିଛି । ଏହା ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ବିଏ.୪ ର ପ୍ରଥମ ସଂକ୍ରମଣ ବୋଲି କୁହାଯାଉଛି ।...

ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର...

କୋଭିଡ୍‌ ୱାର୍ଡରେ ଲାଗିଲା ନିଆଁ

ପଶ୍ଚିମବଙ୍ଗ,୨୯।୧: ପଶ୍ଚିମବଙ୍ଗର ବର୍ଡୱାନ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍‌ ୱାର୍ଡରେ ଶନିବାର  ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା କୋଭିଡ୍‌ ରୋଗୀଙ୍କ ମୃତ୍ୟୁ...

ଉପନିର୍ବାଚନ ପୂର୍ବରୁ ପ୍ରବଳ ବର୍ଷା

କୋଲକାତା,୨୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ଆସନରେ ଗୁରୁବାର ଉପନିର୍ବାଚନ ହେବ। ଏଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତାଙ୍କ ବିରୋଧରେ ଭାଜପା...

କରୋନା ସଂକ୍ରମଣ: ଶିଶୁଙ୍କ ସୁସ୍ଥତା ହାର ଶହେ ପ୍ରତିଶତ!

ଭୋପାଳ,୧୮।୭: କରୋନା ସଂକ୍ରମଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହା କବଳରେ ଛୋଟଠାରୁ ବଡ ସମସ୍ତେ ପଡି ଯାଉଥିବା ବେଳେ କରୋନା ଏବେ ସମସ୍ତଙ୍କ...

ମଧ୍ୟପ୍ରଦେଶ କଂଗ୍ରେସରେ ବଢୁଛି ଫାଟ: ଜ୍ୟୋତିରାଦିତ୍ୟ ଗଢ଼ିବେ କି ନୂଆ ଦଳ !

ଭୋପାଳ,୨୨।୨: ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଏଭଳି...

Advertisement
Archives

Model This Week