ଦେଢ ବର୍ଷ ବୟସରେ ଯୋଗ କଲେ ତୈମୁରଙ୍କ ଭଉଣୀ

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କର କ୍ରେଜ୍‌ ଟିକେ ଅଲଗା। ବିଶେଷ କରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମାନଙ୍କ ଫଟୋ ଦେଖିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ। ଅନ୍ତର୍ଜାତୀୟ ଯୋଗ ଦିବସରେ ଏମିତି ଜଣେ ଷ୍ଟାର୍‌ କିଡ୍‌ଙ୍କ ଫଟୋ ଏବେ ଭାଇରାଲ ହୋଇଛି। ସେ ହେଉଛନ୍ତି ଚର୍ଚ୍ଚିତ ଷ୍ଟାର୍‌ କିଡ୍‌ ତୈମୁର ଅଲ୍ଲି ଖାଁଙ୍କ ଭଉଣୀ ଇନାୟା ନୈମି ଖେମୁ। ସୋହା ଅଲି ଖାଁ ଓ କୁନାଲ ଖେମୁଙ୍କ ଏହି ଲାଡ୍‌ଲି ଅନ୍ତର୍ଜାତୀୟ ଯୋଗ ଦିବସରେ ତାଙ୍କ ଦାଦିଙ୍କ ସହ ଯୋଗ କରୁଥିବାର ଏକ ଫଟୋ ଭାଇରାଲ ହୋଇଛି। ଏଥିରେ ଇନାୟା ଖୁବ୍‌ କ୍ୟୁଟ ବି ଲାଗୁଛନ୍ତି। ଆଉ ତାଙ୍କର ଏହି ଫିଟ୍‌ନେସ୍‌କୁ ଦେଖି ବହୁ କମେଣ୍ଟ ମଧ୍ୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗବର ସିଂ ଚୟନ ଅନ୍ତରାଳେ

‘କିତ୍‌ନେ ଆଦ୍‌ମୀ ଥେ’ ଡାଏଲଗ୍‌ କଥା ମନେପଡିଲେ ଆଖି ସାମ୍‌ନାକୁ ଚାଲିଆସେ ସେହି ଡକାୟତ ଗବର ସିଂଙ୍କ ମୁହଁ। ସୁପର ଡୁପର ହିଟ୍‌ ହିନ୍ଦୀ ସିନେମା...

ସଲମାନଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କ ଏମିତି ନିଶା : ପୂରା ହଲ୍‌ ବୁକ୍‌ କରିଦେଲେ

ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି। ଏହି ଫିଲ୍ମ ଆସନ୍ତା ୫ ତାରିଖରେ ରିଲିଜ ହେବ। ଏବେଠୁ ଫିଲ୍ମର...

ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି।...

ବିଶ୍ୱସ୍ତରରେ ଲୋକପ୍ରିୟ ବଲିଉଡ୍‌ କଳାକାର: ତାଲିକାରେ ବଚ୍ଚନ ପରିବାରର ୨ ସଦସ୍ୟ

ସାରା ବିଶ୍ୱରେ ପ୍ରଶଂସିତ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରୁଥିବା ସଂସ୍ଥା ‘ୟୁଗଭ୍‌’ ଚଳିତବର୍ଷ ମଧ୍ୟ ପ୍ରଶଂସିତ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ...

ବଡ ପରଦାକୁ ଫେରିବେ ରାହୁଲ !

ମୁମ୍ବାଇ: ଦିନେ ବଲିଉଡ୍‌ରେ ହ୍ୟାଣ୍ଡସମ ହିରୋ ଭାବେ ପରିଚିତ ଥିବା ରାହୁଲ ରଏ କିଛିଦିନ ହେବ ଆଉ ବଡ ପରଦାରେ ନଜର ଆସୁ ନାହାନ୍ତି। ଏବେ...

ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା

ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ...

୬୩ ବର୍ଷରେ ରୀନା ରାୟ: ଶତ୍ରୁଘ୍ନଙ୍କୁ ନିଜର କରି ନ ପାରି ଶେଷରେ ମୋହସୀନ୍‌ ଖାଁଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ପୁଣି ଜମିବ ଯୋଡି: କପିଲଙ୍କ ଶୋ’କୁ ଫେରିବେ ସୁନୀଲ ଗ୍ରୋଭର

ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର। ଏହି...

Coronavirus Update


Archives

Model This Week

Why Dharitri