Posted inଜାତୀୟ

ଦୁଷ୍ୟନ୍ତଙ୍କ ମା’ ହୋଇପାରନ୍ତି ହରିୟାଣାର ଉପ ମୁଖ୍ୟମନ୍ତ୍ରୀ

ହରିୟାଣା,୨୬।୧୦: ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ମା’ ନୈନା ସିଂ ଚୌତାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଶୁକ୍ରବାର ରାତିରେ ଭାଜପା ସହ ଜେଜେପି ମେଣ୍ଟ କରିବା ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଘୋଷଣା କରିଥିଲେ କି ହରିୟାଣାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ମନୋହଲାଲ ଖଟ୍ଟର। ଆଉ ମେଣ୍ଟ କରିଥିବା ଜେଜେପିର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କୁ ମିଳିବ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ। ହେଲେ ଏବେ ଶୁଣିବାକୁ ମିଳିଛି କି ଏହି ପଦ ଦୁଷ୍ୟନ୍ତ ତାଙ୍କ ମା’ଙ୍କୁ ଅର୍ପଣ କରିବେ। ଏହାକୁ ନେଇ ଭାଜପା ସହ ଶନିବାର ଦୁଷ୍ୟନ୍ତ ଆଲୋଚନା କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିନାହାନ୍ତି ଏହି ବାଳିକା

ଭୋପାଳ,୩।୯: ୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ ନ କରି ରେକର୍ଡ ହାସଲ କରିଛନ୍ତି ଭୋପାଳ ରେ ରହୁଥିବା ଅଦିତି ଭାର୍ଗଭ।...

ଅରୁଣାଚଳ ସୀମାରେ ଚାଇନା ସୈନ୍ୟ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଚାଇନା ସୈନ୍ୟ ପ୍ରବେଶ କରି ଭାରତୀୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଥିବାବେଳେ ଏହାକୁ ନେଇ ୩ ମାସ ହେଲା ସୀମାରେ...

ଗାଜିପୁର ବର୍ଡରରେ ରାତାରାତି ୧୨ସ୍ତରୀୟ ବ୍ୟାରିକେଡିଂ: ଏନ୍‌ଏଚ୍‌-୨୪ ବନ୍ଦ

ନୂଆଦିଲ୍ଲୀ,୩୧।୧: କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ୨ମାସରୁ ଅଧିକ ଦିନ ଧରି ଆନ୍ଦୋଳନ ଜାରି ରହିଛି। ଗାଜିପୁର ବର୍ଡରରେ ଆନ୍ଦୋଳନକାରୀଙ୍କ...

‘ଭାଜପାକୁ କେବଳ କଂଗ୍ରେସ ହରାଇ ପାରିବ’, ରାହୁଲଙ୍କ ଏହି ବୟାନକୁ ନେଇ ରାଗିଲେ ସମାଜବାଦୀ ପାର୍ଟି, ଜେଡିୟୁ, ଆରଜେଡି

ନୂଆଦିଲ୍ଲୀ,୧୬ ।୫: ରାଜସ୍ଥାନ ଉଦୟପୁରରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଶେଷ ହୋଇଛି । ୩ ଦିନର ମନ୍ଥନ ପରେ କଂଗ୍ରେସ ୨୦୨୪ରେ ନିଜର...

ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୨ା୬: କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା...

ମାଟି ତଳେ ପୋତି ହୋଇଛି ଶହଶହ ଗାଡ଼ିମୋଟର

ଜୟପୁର,୨୦ା୮: ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ରାଜସ୍ଥାନର ରାଜଧାନୀ ଜୟପୁରରେ ଲୋକେ ବାରହୀନସ୍ତା ଭୋଗ କରୁଛନ୍ତି। ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। କେଉଁଠି...

ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି, ପାସ୍‌ପୋର୍ଟ ହେବନି ଭେରିଫିକେଶନ

ଶ୍ରୀନଗର,୧ ।୮: ଜମ୍ମୁ-କଶ୍ମୀରରେ ପଥର ଫିଙ୍ଗାଳିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଥର ପିଙ୍ଗିବା ଭଳି ଘଟଣାରେ ସମ୍ପୃକ୍ତ ଥିବା ଯୁବକମାନଙ୍କୁ ଏଣିକି...

କଂଗ୍ରେସରେ ଇସ୍ତଫା ନାଟକ: ସଙ୍କଟରେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ଅଡି ବସିଥିଲେ। ଏହାକୁ ନେଇ ରାଜସ୍ଥାନ,...

Advertisement
Archives

Model This Week