ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଦ୍‌ଶାହ: କଂକ୍ରିଟ୍‌ ସ୍ଲାବ ସହ ପିଟିହେଲା କାର

ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର଼୍ୟାପର ଆଦିତ୍ୟ ପ୍ରତୀକ ସିଂହ ସିସୋଡ଼ିଆ ଓରଫ ବାଦ୍‌ଶାହ। ଦିଲ୍ଲୀର ପଟିଆଲା ନିକଟ ରାଜପୁରାରେ ତାଙ୍କ କାର ଦୁର୍ଘଟଣାରୁ ବର୍ତ୍ତିଥିବା କୁହାଯାଉଛି।

ସୋମବାର ୪୪ନଂ. ରାଜ୍ୟ ରାଜପଥର ଇଣ୍ଟର ସେକ୍ସନ ଉପରେ ଏକ ନିର୍ମାଣାଧୀନ ଓଭରବ୍ରିଜ୍‌ ଦେଇ ବାଦ୍‌ଶାହ ଯାଉଥିଲେ। ଘନ କୁହୁଡ଼ି ସାଙ୍ଗକୁ ଗାଡ଼ିର ବେଗ ଅଧିକ ଥିବାରୁ ତାଙ୍କ ଡ୍ରାଇଭର ରାସ୍ତା ଉପରେ ଥିବା କଂକ୍ରିଟ୍‌ ସ୍ଲାବକୁ ଦେଖିପାରି ନ ଥିଲେ। ଫଳରେ ତାଙ୍କ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ହେଲେ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ବାଦ୍‌ଶାହ।

ଅପରପକ୍ଷେ ବାଦ୍‌ଶାହଙ୍କ କର୍ମଜୀବନକୁ ଯଦି ଦେଖାଯାଏ, ତେବେ ନିକଟରେ ତାଙ୍କର ଏକ ଗୀତ ରିଲିଜ୍‌ ହୋଇଛି, ଯାହାର ନାଁ ହେଉଛି ‘ଗରମୀ’। ଗୀତଟି ରେମୋ ଡିସୁଜା ନିର୍ଦ୍ଦେଶିତ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ ଡି ପାଇଁ ଲେଖାଯାଇଛି। ଏହା ସମସ୍ତଙ୍କୁ ପସନ୍ଦ ଆସୁଥିବା ବେଳେ ଭାଇରାଲ ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେବାକୁ ଯାଉଛନ୍ତି ୩ ଖାଁ

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ କହିଲେ ବୁଝାଏ ଆମିର, ସଲମାନ ଓ ଶାହରୁଖ। କେବେ ଏମାନଙ୍କ ମଧ୍ୟରେ ଭଳ ସମ୍ପର୍କ ନ ଥିବା ବେଳେ ଏବେ...

ବିବାଦରେ ଦୀପିକାଙ୍କ ନୂଆ ବିଜ୍ଞାପନ, ଚୋରି ଅଭିଯୋଗ ଆଣିଲେ…

ବମ୍ବେ: ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏକ ନୂଆ ବିଜ୍ଞାପନକୁ ନେଇ ସେ ଅଡୁଆରେ ଫସିଛନ୍ତି। ଜିନ୍ସ କମ୍ପାନୀର ଏହି ବିଜ୍ଞାପନଟିରେ ବିଷୟବସ୍ତୁକୁ...

ଅଭିନେତା ସୋନୁ ସୁଦଙ୍କୁ ଗୋଟିଏ ମାସର ଦରମା ଦେବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମିଳିଲା ଏମିତି ଉତ୍ତର

ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି। କାହାକୁ ଘର ତ ଆଉ କାହାକୁ ଚାକିରି ଦେଇ ସୋନୁ ଏବେ...

ସ୍ବାମୀଙ୍କ କେଶ କାଟିଲେ ପ୍ରୀତି ଜିଣ୍ଟା

ଲକଡାଉନ ସେଲିବ୍ରିଟିଙ୍କୁ ଏମିତି କିଛି କାମ କରିବା ଶିଖାଇଛି, ଯାହା ହୁଏତ ପୂର୍ବରୁ କେହି କରି ନ ଥିବେ। ଏବେ ଘରେ ରହି ରୋଷେଇ କରିବାଠାରୁ...

ଆର୍ୟନଙ୍କ ଫୋନରୁ ମିଳିଲା ଆପତ୍ତିଜନକ ଫଟୋ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରେ ଚାଲିଥିବା ଏକ ହାଇ ପ୍ରୋଫାଇଲ ରେଭ ପାର୍ଟି ଉପରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା।...

ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକଙ୍କୁ ଭିନ୍ନ ଅନ୍ଦାଜରେ ଧନ୍ୟବାଦ ଦେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ୯ ସେପ୍ଟମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆଉ ଏବେ ଅକ୍ଷୟ ୫୫ ବର୍ଷ ପୂରଣ...

‘ନାଟୁ ନାଟୁ’କୁ ଗୋଲ୍ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ

ଓ୍ବାଶିଂଟନ୍‌,୧୨।୧: ଗତବର୍ଷର ସୁପରହିଟ୍‌ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’କୁ ‘ଗୋଲ୍ଡେନ୍‌ ଗ୍ଲୋବ୍‌’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ କାଟାଗୋରି...

ଅଭିନେତ୍ରୀ ଭାବେ ପ୍ରଥମ କରୋନା ଟିକା ନେଲେ ଶିଳ୍ପା

ମହାମାରୀ କରୋନା ସହ ଲଢ଼ିବା ପାଇଁ ଟିକାକରଣ ଆରମ୍ଭ ହୋଇଛି। ନୂଆ ବର୍ଷରେ ଲୋକଙ୍କୁ ଏହି ଉପହାର ମିଳିଛି। ଇତିମଧ୍ୟରେ ଭାରତରେ ମଧ୍ୟ ଟିକାକରଣ ଆରମ୍ଭ...

Advertisement
Archives

Model This Week