ଫିରଙ୍ଗିଆ,୨୮ା୧୨(ଡି.ଏନ.ଏ.): ଫିରିଙ୍ଗିଆ ବ୍ଲକର ଆରଡବ୍ଲ୍ୟୁଏସ୍ଏସ୍ ଯନ୍ତ୍ରୀ ଦୁର୍ଘଟଣାର ଶୀକାର ହୋଇ ରାସ୍ତାରେ ପଡ଼ିଥିବା ୨ଜଣ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଇ ମାନବିକତାର ପରିଚୟ ଦେଇଛନ୍ତି। ପ୍ରକାଶଯେ, ଆରଡବ୍ଲ୍ୟୁଏସ୍ଏସ୍ ବିଭାଗ କନିଷ୍ଠ ଯନ୍ତ୍ରୀ ସାମ୍ବାରିଆ ବେହେରା, ସହକାରୀ ଯନ୍ତ୍ରୀ ଜି.ଦେବହରୀ ପ୍ରଧାନ ଗୋଛପଡା ପଟୁ କାମ ସାରି ଫେରୁଥିଲେ। ଗୋଛାପଡା ରାସ୍ତାର ମାଝିପଡା ଘାଟି ନିକଟରେ ୨ ବାଇକ୍୍ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ମଝିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଉଭୟ ଗାଡି ଅଟକାଇ ଗୁରୁତର ଦ୍ୱୟଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ
ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ...

ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍ ତାର
ଫୁଲବାଣୀ ଅଫିସ,୨୫।୨: କନ୍ଧମାଳ ଜିଲାରେ ମଙ୍ଗଳବାରରୁ ବର୍ଷା, ପବନ ଲାଗି ରହିଛି। ଏହାର ପ୍ରଭାବରେ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛପଡ଼ି ରାସ୍ତା ଅବରୋଧ...

ଗଞ୍ଜାମ ଜିଲାରୁ କନ୍ଧମାଳକୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ
ରାଇକିଆ,୨୧।୭(ଡି.ଏନ୍.ଏ.): ଗଞ୍ଜାମରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ...

ପ୍ରଦୀପ ମୁନି ବିଜେଡିରୁ ନିଲମ୍ବିତ
ଫୁଲବାଣୀ ଅଫିସ, ୯ା୪: ଫୁଲବାଣୀ ପୌର ପରିଷଦ ନିର୍ବାଚନରେ ଦଳ ବିରୋଧରେ କାମ କରିବା ଅଭିଯୋଗରେ କନ୍ଧମାଳ ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମୁନିଙ୍କୁ...
ନୟାଗଡ ସୀମା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ
ଫୁଲବାଣୀ ଅଫିସ, ୪ା୬- କନ୍ଧମାଳ ଜିଲାରେ ଏସ୍ଓଜି ଏବଂ ଡିଭିଏଫ୍ ଯବାନଙ୍କ ଦ୍ୱାରା ମିଳିତ କୋମ୍ବିଂ ବେଳେ ନୟାଗଡ ଜଙ୍ଗଲ ସୀମାରେ ଏକ ମାଓବାଦୀ କ୍ୟାମ୍ପ...

ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା: ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଦାବି କଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି,୩୦ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ୧୦ ଦିନ ହେବ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଜ୍ୱର ହେବା ସହ ପତଳା ଝାଡ଼ା ଲାଗି...

ଚିନ୍ତା ବଢ଼ାଉଛି ପଡୋଶୀ ଗଞ୍ଜାମ ଜିଲା: କନ୍ଧମାଳର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି
ଫୁଲବାଣୀ ଅଫିସ, ୧୦ା୫- କରୋନା ସଂକ୍ରମଣରେ ଗଞ୍ଜାମ ଜିଲା ରେକର୍ଡ ଭାଙ୍ଗିଛି। ସୁରଟରେ ଥିବା ପ୍ରବାସୀ ଓଡିଆ ଫେରିବା ପରେ ସେମାନଙ୍କ ମଧ୍ୟରୁ ୮୯ଜଣ ସଂକ୍ରମିତ...

ତିବ୍ବତୀୟଙ୍କୁ ଦୀର୍ଘ ମିଆଦୀ ଜମି ଲିଜ୍ଦେଲେ ଆନ୍ଦୋଳନ
ଚନ୍ଦ୍ରଗିରି,୨୬ା୯(ଡି.ଏନ.ଏ.)-ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ତହସିଲ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ହେଲା ତିବ୍ବତୀୟମାନେ ଶରଣାର୍ଥୀଭାବେ ରହୁଛନ୍ତି। ସରକାରଙ୍କ ନିୟମ...