ଦୁଇ ହାତ ନ ଥିବା ଦିବ୍ୟାଙ୍ଗ ଯୁବକ ଗୋଡ଼ ଆଙ୍ଗୁଳିରେ ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୨୩।୪: ଭୋଟ ଦେବା ପାଇଁ ଦେଶର ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସାହ ଫିକା ପଡ଼ିନି। ବିହାର ମଧୁବନରେ ଦୁଇ ହାତ ନ ଥିବା ଜଣେ ବିଦ୍ୟାଙ୍ଗ ଯୁବକ ଗୋଡ ଆଙ୍ଗୁଳିରେ କାଳି ଲଗାଇ ଭୋଟ ଦେଇଛନ୍ତି। ସ୍ଥାନୀୟ ଅନ୍ଧରାଠାଢିରେ ଥିବା ବୁଥ୍‌ ନମ୍ବର ୨୪୪ରେ ଦିବ୍ୟାଙ୍ଗ ଯୁବକ ଜଗନ୍ନାଥ କୁମାର ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ। ଦେଶରେ ନୂଆ ସରକାର ଗଠନ ସହିତ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ଶାରୀରିକ ଦିବ୍ୟାଙ୍ଗତା ମନର ଉତ୍ସାହ ଆଗରେ ବାଧା ସୃଷ୍ଟି କରି ପାରି ନାହିଁ। ସେ ଭୋଟ କେନ୍ଦ୍ରରେ ପହଞ୍ଚି ଗୋଡ ଆଙ୍ଗଳିରେ ଇଭିଏମ୍‌ ବଟନ ଦବାଇଥିଲେ। ଏବେ ଜଗନ୍ନାଥଙ୍କ ଭୋଟ ଦେବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପିଙ୍କ ‘ପାଠଶାଳା’ରେ କାହିଁକି ପଛରେ ବସିଲେ ମୋଦି

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ଶନିବାର ଆୟୋଜିତ ପାଠଶାଳା ବା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ଓ ଲୋକ ସଭାର ପ୍ରାୟ ସମସ୍ତ ଏମ୍‌ପି...

ତେଜ ପ୍ରତାପଙ୍କ ଆଉ ଏକ ଭବିଷ୍ୟବାଣୀ: କହିଲେ ‘କେନ୍ଦ୍ରରେ ଗଠନ ହେବ ମହାଗଠବନ୍ଧନର ସରକାର’

ପାଟନା,୧୫।୧୦: ବିହାର ସରକାରରେ ଆର୍‌ଜେଡି ନେତା ତଥା ମନ୍ତ୍ରୀ ତେଜ ପ୍ରତାପ ଯାଦବ ବଡ଼ ଦାବି କରିଛନ୍ତି। କେନ୍ଦ୍ରରେ ମହାଗଠବନ୍ଧନର ସରକାର ଗଠନ ହେବ ବୋଲି...

୨୪ ଘଣ୍ଟାରେ ୧,୪୦୯ ନୂଆ ସଂକ୍ରମିତ: ୭୮ ଜିଲା କରୋନା ମୁକ୍ତ

ନୂଆଦିଲ୍ଲୀ,୨୩।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ...

ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ

ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କେତେକ ବିଷୟକୁ ବନ୍ଦ କରିଦିଆଯାଇଥିଲା। ପରେ ଏହି ପରୀକ୍ଷା ଜୁଲାଇ...

ଜିରୋରେ ପାଭିଲିୟନ୍‌ ଫେରିଲା ଶିବସେନା: ମିଳିଲାନି ମୁଖ୍ୟମନ୍ତ୍ରୀ ପଦ; ହେଲାନି ୫୦-୫୦

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଐତିହାସିକ ମୋଡ଼ ଆସିଛି। ଏଭଳି ଘଟଣା ଅପ୍ରତ୍ୟାଶିତ ବୋଲି କୁହାଯାଉଛି। ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା...

ସଙ୍ଗରୁର ଲୋକ ସଭା ଉପ ନିର୍ବାଚନରେ ମାନ୍‌ ବିଜୟୀ…

ଚଣ୍ଡିଗଡ଼, ୨୬।୬ : ପଞ୍ଜାବ ସଙ୍ଗରୁରରେ ଲୋକସଭା ଉପ ନିର୍ବାଚନରେ ଆମ ଆଦମୀ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ଏଠାରେ ଅକାଳୀ ଦଳ ଅମୃତସରର ସିମରନଜିତ...

ଦୁବଇରୁ ଫେରୁଥିଲେ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୫ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହା ଅନ୍ୟ ଭାରିଏଣ୍ଟ ତୁଳନାରେ ଦ୍ରୁତ...

ପଳାତକ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ନାଁରେ ‘ବ୍ଲୁ କର୍ନର ନୋଟିସ’ ଜାରିକଲା ଇଣ୍ଟରପୋଲ୍‌

ଗାନ୍ଧୀନଗର,୨୨ା୧: ଭାରତ ଛାଡ଼ି ପଳାୟନ କରିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କୁ ଗିରଫ କରିବା ପାଇଁ ଗୁଜରାଟ...

Advertisement
Archives

Model This Week