ଦୀପିକାଙ୍କୁ ପିଠିରେ ବସାଇ ପୁଶ୍‌ଅପ୍‌ ମାରିଲେ ଏହି ଅଭିନେତା

ଟିଭି ସିରିଏଲ ସସୁରାଲ୍‌ ସିମର୍‌ ଫେମ୍‌ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍‌ନେସ୍‌କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍‌ ଯିବା ଉପରେ ଧ୍ୟାନ ଦେଇଥାନ୍ତି। କରୋନା ଯୋଗୁ ଏବେ ଜିମ୍‌ ବନ୍ଦ ଥିବାରୁ ଇବ୍ରାହିମ୍‌ ଏବେ ଘରେ ଓ୍ବାର୍କଆଉଟ୍‌ କରୁଛନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ସେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ସ୍ତ୍ରୀ ଦୀପିକା କକ୍କରଙ୍କୁ ପିଠିରେ ବସାଇ ପୁଶ୍‌ଅପ୍‌ ମାରୁଥିବାର ଦେଖାଯାଇଛି। ଏହି ଭିଡିଓଟି ବେଶ୍‌ ମଗାଦାର ହୋଇଛି। ପୁଶ୍‌ଅପ୍‌ ମାରୁଥିବାବେଳେ ଇବ୍ରାହିମ୍‌ ହସୁଛନ୍ତି। ସେପଟେ ଦୀପିକା କାଳେ ପଡିଯିବେ ସେ ନେଇ ଭୟ କରୁଛନ୍ତି। ଭିଡିଓର କ୍ୟାପଶନ୍‌ ରେ ଇବ୍ରାହିମ୍‌ ଲେଖିଛନ୍ତି, ଏହା କରିବା ପାଇଁ ଆଜି ମ୍ୟାଡାମ୍‌ଙ୍କ ଜିଦ୍‌ ଥିଲା। ଦୀପିକା ଏବଂ ସୋଏବ ଟିଭି ଜଗତର ଲୋକପ୍ରିୟ କପଲ୍‌ ଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

କେଶ କାଟିବାରୁ ଅଭିନେତାଙ୍କୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ମାଲାୟାଲମ୍‌ ଫିଲ୍ମ ନିର୍ମାତା ସଚିତ୍‌ ନିଗମଙ୍କୁ ନିଜ କେଶ କାଟିବାରୁ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ନିଜ କଥା ରଖି ନ ପାରିବାରୁ ତାଙ୍କୁ...

ପୁଣି ଆରମ୍ଭ ହେବ ଲାଇଟ୍‌, କ୍ୟାମେରା, ଆକ୍ସନ: ପ୍ରଥମ ଶୁଟିଂ ତାଲିକାରେ ଏହିସବୁ ଫିଲ୍ମ

ମୁମ୍ବାଇ: ଲକ୍‌ଡାଉନ୍‌ର ଦୁଇ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲାଇଟ୍‌, କ୍ୟାମେରା ଆକ୍ସନ୍‌। ଅର୍ଥାତ୍‌ କରୋନା ମହାମାରୀ ଯୋଗୁ ଅଟକି ରହିଥିବା ଭାରତୀୟ ଫିଲ୍ମର...

ସାରା-କାର୍ତ୍ତିକଙ୍କ ମଧ୍ୟରେ ବଢିଯାଇଛି ଦୂରତା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲ୍ଲି ଖାଁ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ...

୧୨ ବର୍ଷ ପରେ ଏକାଠି ହେବେ ବଣ୍ଟି-ବବ୍‌ଲୀ

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି ହେବେ ବଣ୍ଟି ଏବଂ ବବଲି। ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ସ୍କ୍ରିନ୍‌ ଶେୟାର କରିବେ।...

ଭଂସାଲିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନୁଶ୍ରୀ

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏକଦା ବଲିଉଡ୍‌ରେ ଚାଲିଥିବା ‘ମିଠୂ’ ଅଭିଯାନକୁ ନେଇ...

ଭାଙ୍ଗିପଡିଲେ କିଙ୍ଗ୍‌ ଖାନ୍‌: ସର୍ବସାଧାରଣରେ ମାଗିଲେ କ୍ଷମା

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ରେ କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା। ଏକ ସମୟରେ କେକେଆର୍‌ ଜିତିବା ନିଶ୍ଚିନ୍ତ...

ସ୍ତ୍ରୀଙ୍କ ଜନ୍ମଦିନରେ ଏପରିି ଦାମୀ ଉପହାର ଦେଲେ ଏହି ଅଭିନେତା, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତା ଅନିଲ କପୁର ତାଙ୍କ ସ୍ତ୍ରୀ ସୁନିତା କପୁରଙ୍କୁ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଛନ୍ତି। ସୁନିତାଙ୍କ ଜନ୍ମଦିନରେ ଏକ ନୂଆ ମର୍ସିଡିଜ କାର୍‌...

୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ...

Advertisement

BGU

Archives

Model This Week

Why Dharitri