ଦୀପାବଳିରେ ଘର ସଜାନ୍ତୁ ରଙ୍ଗୋଲିରେ

ଦୀପାବଳିକୁ ଆଲୋକର ପର୍ବ କୁହାଯାଉଥିଲେ ସୁଦ୍ଧା ଏହି ଦିନକୁ ଘରକୁ ରଙ୍ଗୋଲି ବା ମୁରୁଜରେ ଅନେକ ଲୋକ ସଜାଇବାକୁ ପସନ୍ଦ କରିଥାଆନ୍ତି। ରଙ୍ଗୋଲି ସଂସ୍କୃତ ଶବ୍ଦ ‘ରଙ୍ଗାବଳି’ରୁ ଆସିଛି। ଏହାକୁ ଅଳ୍ପନା ବୋଲି ମଧ୍ୟ କୁହାଯାଏ। ଆମ ଦେଶରେ ପୂଜା ପାର୍ବଣ, ଗୃହ ପ୍ରବେଶ, ବିବାହ ବ୍ରତରେ ରଙ୍ଗୋଲି ସଜା ଯାଇଥାଏ। କୁହାଯାଏ ଘରେ ରଙ୍ଗୋଲି ସଜାଇଲେ ଦେବୀଦେବତା ପ୍ରସନ୍ନ ହୋଇଥାଆନ୍ତି। ଏହାସହ ଘରକୁ ଆସୁଥିବା ଅତିଥିମାନେ ମଧ୍ୟ ଏହାକୁ ଦେଖି ଖୁସି ହୋଇଥାଆନ୍ତି। ବିଶେଷ କରି ଦୀପାବଳି ଅବସରରେ ଘରେ ରଙ୍ଗୋଲି କରି ତା’ ଉପରେ ଦୀପଜାଳିବାର ପରମ୍ପରା ରହିଛି। ଏହିଦିନ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଉଥିବାରୁ କେହିକେହି ରଙ୍ଗୋଲିକୁ ଗେଣ୍ଡୁ ଫୁଲ, ଆମ୍ବପତ୍ରରେ ସଜାଇ ଥାଆନ୍ତି। କୃତ୍ରିମ ଅପେକ୍ଷା ପ୍ରାକୃତିକ ରଙ୍ଗରେ ଘର ସଜାଇବା ଭଲ। ପୂର୍ବ ଉତ୍ତର ପ୍ରଦେଶ ଓ ବିହାରରେ ଦ୍ୱାରପୂଜା ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। ଏହିଦିନ ସମସ୍ତେ ଘରର ଦ୍ୱାରକୁ ଚାଉଳ ଅଟାରେ ତିଆରି ମୁରୁଜରେ ସଜାଇ ଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଉଦ୍ୟମବେଳେ ହତ୍ୟା କଲେ ଯୁବତି

ଚେନ୍ନାଇ,୬।୧- ତାମିଲନାଡୁର ତିରୁଭାଲୁର ଜିଲାର ଶୋଲାଭରମ ଥାନା ଅଞ୍ଚଳରେ ଜଣେ ଯୁବତି ଆତ୍ମରକ୍ଷା ପାଇଁ ୨୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ତିରୁଭାଲୁରରେ...

ଚାଇନା ଚଳାଇଛି ସୀମା ଦଖଲ ଉଦ୍ୟମ

ନୂଆଦିଲ୍ଲୀ,୧୩ା୨ : ବେଜିଂ ନିଜ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଭାରତ-ଚାଇନା ମଝିରେ ଥିବା ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳକୁ ଦଖଲ ଲାଗି ନିର୍ମାଣ...

ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍‌: ଚିନ୍ତାରେ ପ୍ରଶାସନ

ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍‌ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨ଜଣ...

ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ମିଳୁ: ମୋଦିଙ୍କୁ ଚିଠି ଲେଖିଲେ ପାମେଲା

ନୂଆଦିଲ୍ଲୀ: ବଓ୍ବୋଚ୍‌ ଆଇକନ୍‌ ତଥା ବିଗ୍‌ବସ୍‌ର ପୂର୍ବତନ ଗେଷ୍ଟ ପାମେଲା ଆଣ୍ଡରସନ୍‌ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ...

ତୃତୀୟ ଲହର: ଜଣାନାହିଁ କେବେ, ନିଶ୍ଚିତ ଆସିବ

ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟରାଘବନ ବୁଧବାର ସତର୍କ...

ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍‌

ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍‌ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ...

ବିରୋଧୀ ମେଣ୍ଟରେ ମତଭେଦ ହେବାର ସମ୍ଭାବନା ଉପରେ ଶରଦ ପାୱାରଙ୍କ ବଡ ବୟାନ, କହିଲେ ସତର୍କ ରହିବା ଅତ୍ୟନ୍ତ ଜରୁରୀ

ମୁମ୍ବାଇ,୨୯।୯: ଏନସିପି ମୁଖ୍ୟ ଶରଦ ପାୱାର ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟର ଦଳ ମଧ୍ୟରେ ମତଭେଦ ହେବାର ସମ୍ଭାବନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଅପରାହ୍ନ ୩ଟାରେ ହେବ ଶୀଲାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଶେଷକୃତ୍ୟ ରବିବାର ଅପରାହ୍ନ ୩ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ଅପରାହ୍ନ...

Advertisement
Archives

Model This Week