ଦୀପାବଳିରେ ଉପହାର

ଦୀପାବଳିରେ ବନ୍ଧୁ ପରିଜନଙ୍କୁ କେଉଁଭଳି ଉପହାର ଦେବା ଦ୍ୱାରା ଶୁଭ ଲାଭ ମିଳିଥାଏ ସେ ସମ୍ପର୍କରେ…

* ଦୀପାବଳି ଅବସରରେ ଧାତୁ ନିର୍ମିତ ଯେକୌଣସି ଉପହାର ଦେବା ଶୁଭ ବୋଲି କୁହାଯାଇଥାଏ। ଏହା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଏହି ଅବସରରେ ଗଛ ଉପହାର ସ୍ବରୂପ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ। ଏହା ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିଥାଏ ବୋଲି କୁହାଯାଏ।

* ପିଲାମାନଙ୍କୁ ପେପର ସମ୍ବନ୍ଧିତ କୌଣସି ଉପହାର ଦେଇପାରନ୍ତି ଏହା ଦ୍ୱାରା ଅଧ୍ୟୟନ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହୋଇଥାଏ।

* ଏହି ଅବସରରେ ପୋଷାକ ପ୍ରଦାନ କରିବା ମଧ୍ୟ ଶୁଭ। ଏହାଦ୍ୱାରା ସମ୍ପର୍କ ସୁଦୃଢ ହୋଇଥାଏ।

* ନିଜ ଜୀବନ ସାଥୀଙ୍କୁ ଏହି ଅବସରରେ କୌଣସି ପରଫ୍ୟୁମ ଉପହାର ଦେବା ଦ୍ୱାରା ତିକ୍ତତା ଦୂର ହୋଇ ସମ୍ପର୍କରେ ସୁଖ ଶାନ୍ତି ବିରାଜମାନ କରିଥାଏ।

* ଏହି ଅବସରରେ ପ୍ରାକୃତିକ ଫୁଲ ପ୍ରଦାନ କରିବା ମଧ୍ୟ ଶୁଭ। ଏହା ଦ୍ୱାରା ବହୁଦିନ ଧରି ସମ୍ପର୍କରେ ଥିବା ଫାଟ ଦୂରେଇ ଯାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri