Posted inଜାତୀୟ

ଦିଲ୍ଲୀ ସରକାରଙ୍କର ହୋମ୍‌ ଡେଲିଭରି ସେବାରେ ଯୋଡି ହେବ ଆଉ ୩୦ ସେବା

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀ ସରକାରଙ୍କର ଆଉ ୩୦ଟି ସରକାରୀ ସେବା ହୋମ୍‌ ଡେଲିଭରି ମାଧ୍ୟମରେ ମିଳିପାରିବ ବୋଲି ଜଣାପଡିଛି। ଏଥିପାଇଁ ଏବେଠାରୁ କାମ ଆରମ୍ଭ ହୋଇଥିବା କୁହାଯାଇଛି। ପୂର୍ବରୁ ସରକାରଙ୍କର ୪୦ଟି ସେବାକୁ ହୋମ୍‌ ଡେଲିଭରି କରାଯାଉଥିବା ବେଳେ ଏବେ ଏହା ୭୦କୁ ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୦ରେ ଆରମ୍ଭ ହୋଇଥିବା ଏହି ହୋମ୍‌ ଡେଲିଭରି ସେବା ମାଧ୍ୟମରେ ଲୋକେ ଫୋନ୍‌ କରି ଘରେ ବସି ଅନେକ ସୁବିଧା ଉଠାଇ ପାରୁଛନ୍ତି। ଏଥର ଏଥିରେ ଶ୍ରମ ବିଭାଗର ଠିକାଦାରଙ୍କ ଲାଇାସେନ୍ସ, ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଓ ସୁପରଭାଇଜର ଲାଇସେନ୍ସ ଆଦିକୁ ସାମିଲ କରାଯାଇଛି। ଏହାସହ ଡୁପ୍ଲିକେଟ୍‌ ରାଶନ କାର୍ଡ କରିବା, ନାଁ ଓ ଠିକଣା ପରିବର୍ତ୍ତନ କରିବା ଆଦି ମଧ୍ୟ ଏଥର ହୋମ୍‌ ଡେଲିଭରି ସେବାରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଉପରେ ନାଭାଲ ଏଲ୍‌ସିଏର ସଫଳ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୧୧।୧: ପ୍ରଥମଥର ପାଇଁ ନାଭାଲ ଲାଇଟ୍‌ କମବାଟ ଏୟାରକ୍ରାପ୍ଟ(ଏଲ୍‌ସିଏ) ଶନିବାର ବିମାନବାହକ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଉପରେ ସଫଳତାର ସହ ଲ୍ୟାଣ୍ଡ କରିଛି। ପ୍ରଥମ କରି...

ଆଜିଠାରୁ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା ଅଭିଯାନ’

ନୂଆଦିଲ୍ଲୀ,୧୩ ।୮: ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଉତ୍ସବ ପାଳନ କରୁଛି । ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧିନତା ଦିବସ ସମାରୋହକୁ ନେଇ...

ସୁରକ୍ଷା ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଶାହିନବାଗଠାରେ ଦୀର୍ଘ ୬୯ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ଫଳରେ ଫରିଦାବାଦ-ନୋଏଡା ରାସ୍ତା...

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ।...

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସ୍ଥିତି ସଙ୍କଟ ଜନକ...

ପଇଡ଼ ଭିତରେ ମଦ

ପାଟନା,୫।୨: ବିହାରରେ ମଦ ବିକ୍ରି ଓ ପିଇବା ଉପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି। କିନ୍ତୁ ପ୍ରତିଦିନ ଏଠାରେ ଲୁଚାଛପାରେ ମଦ କାରବାର ହେଉଥିବା ଘଟଣା ସାମ୍ନାକୁ...

ଭାଜପା ଶିବିରକୁ ଯାଇପାରନ୍ତି ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ

ରାଞ୍ଚତ୍,୧୭ା୭:(ଆଇଏଏସ୍‌ଏସ୍‌):ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଏବେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟକମାନେ ଭାଜପା ଶିବିରକୁ ଡେଇଁପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଭାଜପା ଏବେ...

ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ

ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା...

Advertisement
Archives

Model This Week