ଦିବ୍ୟାଙ୍ଗକଁର ଉଚ ଶିକ୍ଷା ଅଭିଲାଶ, ମନବଲ ଥିଲେ ସବୁ ସମ୍‌ଭବ: ଜଗନ୍ନାଥ

ଅତାବିରା, ୬।୬ (ଡି.ଏନ.ଏ):  ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଦ ପଁଚେତ୍‌ ଉରୁଆମୁଣ୍ଡା ଗାଁର ପଦ୍ମିନୀ ଆର କ୍ଷୀରସାଗର ତାଣ୍ଡିକଁର ପୁଓ ଜଗନ୍ନାଥ ତାଣ୍ଡି(୧୧)। ସେ ଜନମୁ ଦିବ୍ୟାଙ୍ଗ ଆଏ, ତାକର ଦୁଇହାତ୍‌ ଗୋଡ଼ ନାଁଇଁନ। ମା’ବାପ୍‌ ପୁଓ ଦିବ୍ୟାଙ୍ଗ ବଲି ଦେଖ୍‌ଭାଲ କେଭେ ହେଲା ନାଇଁକରି। ଜଗନ୍ନାଥକେ ୩ ବଛର ହେଲାରୁ ମା’ବାପ୍‌ ତାକର ନାଁ ଗାଁର ଅଙ୍ଗନଓ୍ବାଡିରେ ଲେଖାଲେ। ପଛେ ପାଠ୍‌ପଢ଼ାରେ ତାକର ରୁଚି ଦେଖି ମା’ବାପ୍‌ ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଲେ। ଏହେଦେ ସେ ୬ଷ୍ଠ ଶ୍ରେଣୀରେ ପାଠ୍‌ ପଢ଼ୁଛନ୍‌। ହେଲେ ଜଗନ୍ନାଥ ଚାଲିବୁଲି ନାଇଁ ପାରବାର, ଘରୁ ଯେ ହେଲେ ଝନେ ତାହାକୁ ସ୍କୁଲକେ ନେବାର ଆନବାର କରୁଛନ୍‌। ମା’ବାପ୍‌ ନିହାତି ଗରିବ୍‌ ହେଇଥିଲେ ବି ଜଗନ୍ନାଥର ପାଠ୍‌ପଢ଼ାରେ ଉନା ନାଇଁ କରବାର। ଇଆଡ଼େ ଜଗନ୍ନାଥକଁର ଉଚ ଶିକ୍ଷା ଲାଗି ବଡ଼ଭାରି ରୁଚି ରହିଛେ। ସେ ପାଠ୍‌ପଢ଼ି ଝନେ ଭଲ ମୁନୁଷ ହେବାର ସଂଗେ ସରକାରୀ ଚାକରି କରବାର ଲଖିଅ ରଖିଛନ୍‌। ହେଲେ ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ, ଏନ୍‌ତାଥି ମା’ବାପ୍‌ ଜଗନ୍ନାଥକେ ଆଗ୍‌କେ ପଢ଼େଇ ପାରବେ କି ନାଇଁ ସେ ଚିନ୍‌ତାରେ ରହିଛନ୍‌। ଇଆଡ଼େ ଜଗନ୍ନାଥ ସରକାରୀ ସୁବିଧା ବଏଲେ ଖାଲି ଭିନ୍ନକ୍ଷମ ଭତା ପାଉଛନ୍‌। ଏହେଦେ ସେ ମାମୁ ଗାଁ ଭେଡ଼େନ ବ୍ଲକ ବୁର୍ଦ୍ଧା ଗାଁକେ ଖରାଛୁଟି ବିତାବାର ଲାଗି ଆସିଛନ୍‌। ଇ ସମିଆରେ ଥାନୀୟ ଧରିତ୍ରୀ ପରତିନିଧି ଦିବ୍ୟାଙ୍ଗ ଜଗନ୍ନାଥକୁଁ ଭେଟି ତାକର ଲଖିଅ ଆର ସୁବିଧା ଅସବିଧା ବାବ୍‌ଦେ ପଚାରି ବୁଝିଥିଲେ। ଆମେ ଗରିବ୍‌ ଲୋକ୍‌ ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହୁଛେ। ମୁଇଁ ଝନେ ଭିନ୍ନକ୍ଷମ ଆଏ, ପାଠ୍‌ପଢ଼ି ଭଲ ମୁନୁଷ ହେବାର ସଂଗେ ଗୁଟେ ସରକାରୀ ଚାକରି କରବାର ଲଖିଅ ରଖିଛେଁ। ହେଲେ ଅଭାବ ଅନାଟନ ଲାଗି ଆଗ୍‌କେ କାଣା ହେବା ମୁଇଁ ନାଇଁ କହିପାରେଁ। ହଁ, ଯଦି ପାଠ୍‌ପଢ଼ାର ଲାଗି ସରକାରୀ ସାହାଯ୍‌ ମିଲବା ତ ନିହାତି ମୋର ଲଖିଅ ପୂରନ କରମି ବଲି ଜଗନ୍ନାଥ କହିଥିଲେ। ଦିବ୍ୟାଙ୍ଗ ଜଗନ୍ନାଥକୁଁ ପଶ୍ଚିମ ଓଡ଼ିଶା ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋରାସାଗର ଭେଟି କିଛି ଆରଥିକ୍‌ ସାହାଯ୍‌ ଦେଇଛନ୍‌। ଜଗନ୍ନାଥ ଯେନ୍‌ଥେଇ ସବୁପରକାର ସରକାରୀ ସାହାଯ୍‌ ପାଇପାରବେ ସେଥିରଲାଗି ପରଶାସନର ଦୁରୁଷ୍‌ଟି ଆକରଷନ୍‌ କରବାକେ ପଦ୍ମଲୋଚନ କଥା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବନ ମହୋତ୍ସବ:ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ

କର୍ଲାମୁଣ୍ଡା,୮।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ଗ୍ରାମପଞ୍ଚାୟତ ଶିଶାଖାଲ ମଶାନ୍‌ମୁଣ୍ଡାଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ) ଓ ଉଦ୍ୟାନ ବିଭାଗ କର୍ଲାମୁଣ୍ଡା ପକ୍ଷରୁ...

ଝାରସୁଗୁଡ଼ାରେ ନବ, ବ୍ରଜରାଜନଗରରେ କିଶୋର ଆଗୁଆ

ଲଖନପୁର,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ଅଛନ୍ତି। ନବ ୪୧୫୨୫ ଭୋଟ ପାଇଥିବାବେଳେ...

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌

ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍‌ ମଧ୍ୟରୁ ଗୁରୁବାର ଆଉ ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ୩୨ଟି ଗେଟ୍‌ ଦେଇ...

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ରତନ

ବିନିକା, ୨୮ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ର ସାରଙ୍ଗପାଲି ମାହାରଗୋଠର ରତନ ମାହାର(୬୫)। ପରିବାର କହିଲେ ମାଏକିନା ଯାମା(୬୦)। ଦୁଇ ବୁଢ଼ାବୁଢ଼ିକର ପିଲାଛୁଆ...

ହୀରାକୁଦରେ ଇକୋ-ରିଟ୍ରିଟ୍‌

ସମ୍ବଲପୁର,୨୫ା୧୦(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ତଟ ବଲବସପୁର ଗ୍ରାମ ନିକଟରେ ଆସନ୍ତା ନଭେମ୍ବର ୧୫ରୁ ଇକୋ-ରିଟ୍ରିଟ ଆରମ୍ଭ ହେବ। ଏ ନେଇ ଜିଲାପାଳ ଶୁଭମ୍‌ ସକ୍‌ସେନା...

ନିର୍ଦ୍ଦେଶନାମା ପାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା

ସମ୍ବଲପୁର,୨୯ା୧୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଓ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟଙ୍କ...

କାହାର ଲାଗି ଅଙ୍ଗନଓ୍ବାଡି: ଛାତ୍ରୀଛାତ୍ର ପାଠ୍‌ପଢ଼ି ଯିବେ ୨ କି.ମି.

  ଜମନକିରା, ୭।୩ (ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ଜମନକିରା ବ୍ଲକ କଟଙ୍ଗପାଣି ପଁଚେତ୍‌ ଅଧୀନ ଫୁଲକୁସମ ଗଁ। ର ଲାଗି ଆସିଥିବାର ଅଙ୍ଗନଓ୍ବାଡି କେନ୍ଦ୍ରଟା ଗଁ।...

ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର...

Advertisement
Archives

Model This Week